କଣ ଆପଣ ଜାଣନ୍ତି ଇଂରାଜୀର ଏହିସବୁ ଶବ୍ଦଗୁଡ଼ିକ ହିନ୍ଦୀରୁ ଉତ୍ପନ୍ନ?

ପ୍ରତିବର୍ଷ ୧୪ ସେପ୍ଟେମ୍ବରରେ ଆମ ଦେଶରେ ହିନ୍ଦୀ ଦିବସ ପାଳନ କରାଯାଏ | ୧୪ ସେପ୍ଟେମ୍ବର ୧୯୪୯ ମସିହାରେ ହିନ୍ଦୀକୁ ଦେଶର ସରକାରୀ ଭାଷାର ମାନ୍ୟତା ଦିଆଯାଇଥିଲା। ଆଜି କେବଳ ଦେଶରେ ନୁହେଁ ବିଶ୍ବରେ ଲକ୍ଷ ଲକ୍ଷ ଲୋକ ହିନ୍ଦୀ କୁହନ୍ତି। କିନ୍ତୁ କ୍ୱଚିତ୍ ଲୋକ ଜାଣନ୍ତି ଯେ ଇଂରାଜୀ ର କିଛି…

କଡ଼ାକଡ଼ି ଲକଡାଉନର ଆଉ ଏକ ପର୍ଯ୍ୟାୟ! ଏହି ଦେଶରେ ପୁଣି ଲାଗୁ କରାଗଲା ୨୧ ଦିନର ଲକଡାଉନ

ବିଶ୍ୱରେ କରୋନା ଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଅନେକ ଦେଶରେ କିଛି ଦିନ ପାଇଁ ନୂଆ ସଂକ୍ରମଣ ମାମଲା ହ୍ରାସ ପାଇଛି, କିନ୍ତୁ ପୁନର୍ବାର ମାମଲା ବଢ଼ବାରେ ଲାଗିଛି। ଏହି କାରଣରୁ, ବିଶ୍ୱରେ ଆଉ ଏକ ପର୍ଯ୍ୟାୟ ପ୍ରତିବନ୍ଧକ ଆରମ୍ଭ କରିବାର ବିପଦ ଦେଖାଦେଇଛି | ଇସ୍ରାଏଲ ବିଶ୍ୱର…

ଖୁସିଖବର: ପଶୁମାନଙ୍କ ଉପରେ ସ୍ୱଦେଶୀ କରୋନା ଟିକାର ସଫଳ ପରୀକ୍ଷଣ

ଦେଶରେ କରୋନା ସଂକ୍ରମଣ କ୍ଷେତ୍ରରେ କ୍ରମାଗତ ବୃଦ୍ଧି ଘଟିବାରେ ଲାଗିଛି। ଏହି ସମୟରେ, ଭାରତ ବାୟୋଟେକର କରୋନା ଟିକା 'କୋଭାକ୍ସିନ୍'ର ବିକାଶ ସହ ଜଡିତ ଏକ ଖୁସି ଖବର ସାମ୍ନାକୁ ଆସିଛି। ଭାରତ ବାୟୋଟେକ୍ ଘୋଷଣା କରିଛି ଯେ ପଶୁମାନଙ୍କ ଉପରେ ଏହାର କରୋନା ଟିକା 'କୋଭାକ୍ସିନ୍'ର ପରୀକ୍ଷଣ ସଫଳ…

ଡ୍ରଗ୍ସ ମାମଲାରେ ରୀୟାଙ୍କ ଦ୍ୱାରା ଖୁଲାସା କରାଯାଇଥିବା ୨୫ ବଲିଉଡ ଷ୍ଟାରଙ୍କ ଲିଷ୍ଟରେ ସାରା ଅଲ୍ଲୀ ଖାନ ଓ ରକୁଲ…

ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବିର)ର ଯାଂଚ ଜାରି ରହିଛି । ଏହି ମାମଲାରେ ରୀୟା ଚକ୍ରବର୍ତୀ ଗିରଫ ହେବା ପରେ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ଜେଲରେ ରଖାଯାଇଛି । ତାଜା ରିପୋର୍ଟ ଅନୁଯାୟୀ ରୀୟା ଚକ୍ରବର୍ତୀ ବି-ଟାଉନର ୨୫ ଜଣ…

ଚାଇନାର ବୈଜ୍ଞାନିକଙ୍କ ଚାଂଚଲ୍ୟକର ଖୁଲାସା କହିଲେ – ଚାଇନା ଦ୍ୱାରା ନିର୍ମିତ କରୋନା ଭାଇରସ, ମୋ ପାଖରେ ରହିଛି…

ଚାଇନାରୁ କରୋନା ଭାଇରସର ଉତ୍ପତ୍ତି ବିଷୟରେ କ୍ରମାଗତ ପ୍ରଶ୍ନ ଉଠିଛି। ଆମେରିକା ଠାରୁ ୟୁରୋପ ପର୍ଯ୍ୟନ୍ତ ଅନେକ ଦେଶ ଏହି ବିପଜ୍ଜନକ ଭାଇରସର ଉତ୍ପତ୍ତି ପାଇଁ ଚୀନ୍ କୁ ଦାୟୀ କରୁଛନ୍ତି। ଏହି କ୍ରମରେ, ବର୍ତ୍ତମାନ ଚୀନ୍ ସରକାରଙ୍କ ଧମକ ପରେ ଆମେରିକାରେ ଆସି ରହୁଥିବା ଚାଇନାର ମହିଳା…

ଦେଶରେ ତୀବ୍ର ହେଉଛି କରୋନା ସଂକ୍ରମଣ, ଗତ ୨୪ ଘଂଟା ମଧ୍ୟରେ ୯୭,୫୭୦ ପଜିଟିଭ ଚିହ୍ନଟ

ଦେଶରେ କ୍ରମାଗତ ତୃତୀୟ ଦିନ ପାଇଁ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଦେଖାଦେଇଛି। ଏହା ହେଉଛି ତୃତୀୟ ଦିନ ଯେତେବେଳେ ଗୋଟିଏ ଦିନରେ ୯୫ ହଜାରରୁ ଅଧିକ ନୂଆ ମାମଲା ରିପୋର୍ଟ ହୋଇଛି। ଶନିବାର ଦିନ ୯୭,୫୭୦ ନୂତନ ମାମଲା ଚିହ୍ନଟ ହୋଇଛି। ଏହି ନୂତନ ମାମଲା ସହିତ ଦେଶରେ କୋଭିଡ-୧୯ ରୋଗୀଙ୍କ…

ନିର୍ଦ୍ଧିଷ୍ଟ କିଛି ଲୋକଙ୍କୁ ମଶା ଅଧିକ କାମୁଡ଼ୁଥିବା ଦେଖିଥିବେ, କଣ ରହିଛି ଏହା ପଛର କାରଣ?

ମଶା ହେଉଛି ଏକ ଏଭଳି କୀଟ ଯିଏକି ଆପଣଙ୍କ ରାତିର ନିଦ ଉଡ଼ାଇଦେଇଥାଏ | ମୌସୁମୀରେ ମଶାଙ୍କ ପ୍ରାଦୁର୍ଭାବ ଅଧିକ ରହିଥାଏ| ମଶା କାମୁଡ଼ିବା ଦ୍ୱାରା ମ୍ୟାଲେରିଆ, ଡେଙ୍ଗୁ ଇତ୍ୟାଦି ଅନେକ ରୋଗ ହୋଇଥାଏ। ମଶା ଏଡ଼ାଇବା ପାଇଁ ଲୋକମାନେ କଣ ନ କରନ୍ତି| ଆପଣ ହୁଏତ କିଛି ଲୋକଙ୍କୁ ଏହା କହୁଥିବା…

ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଚୁକ୍ତି, ଏବେ ଆହୁରି ବଢ଼ିଯିବ ଚୀନର ସମସ୍ୟା

ଭାରତ ଏବଂ ଜାପାନ ଏପରି ଚୁକ୍ତି କରିଛନ୍ତି ଯେଉଁଥିପାଇଁ ଚୀନକୁ ଏକ ବଡ଼ ଝଟକା ଲାଗିପାରେ। କାରଣ ଏହି ଚୁକ୍ତି ପରେ ଚୀନ କୌଣସି କାର୍ଯ୍ୟ କରିବା ପୂର୍ବରୁ ଅନେକ ଥର ଚିନ୍ତା କରିବ | ଭାରତ ଏବଂ ଜାପାନ ମଧ୍ୟରେ ଏହି ଚୁକ୍ତି ସାମରିକ ବାହିନୀର ଯୋଗାଣ ଏବଂ ସେବା ଆଦାନପ୍ରଦାନ ବିଷୟରେ | ଅର୍ଥାତ୍…

ଶିବସେନାକୁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ଟାର୍ଗେଟ, କହିଲେ:ଦାଉଦର ଘର ଛାଡ଼ିଦେଲ ହେଲେ କଙ୍ଗନାଙ୍କର ଭାଙ୍ଗିଦେଲ…

ମହାରାଷ୍ଟ୍ର ସରକାର ଓ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମଧ୍ୟରେ ଏବେ ଟଣାଓଟରା ଜାରି ରହିଛି । ଏହା ମଧ୍ୟରେ ମୁମ୍ବାଇ ପୋଲିସ ପକ୍ଷରୁ କଙ୍ଗନାଙ୍କ ବିରୁଦ୍ଧରେ ଡ୍ରଗ୍ସ ମାମଲାର ଯାଂଚ ଆରମ୍ଭ ହୋଇଯାଇଛି । ଏହି ମାମଲାର ଯାଂଚ କରିବା ପାଇଁ ମୁମ୍ବାଇ ପୋଲିସକୁ ମହାରାଷ୍ଟ୍ର ସରକାରଙ୍କ ଠାରୁ…

ଚୀନର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ପାଇଁ ଏଲଏସିରେ ଭାରତୀୟ ସେନା ପ୍ରସ୍ତୁତ, ବଢ଼ାଇଲା ବୋଫର୍ସ ନିୟୋଜିନ

ମସ୍କୋରେ ଭାରତ ଏବଂ ଚୀନର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଏକ ବ ଟୈଠକ ହୋଇଛି। ଗୋଟିଏ ପଟେ ଚୀନ୍ ଭାରତ ସହ କଥାବାର୍ତ୍ତା ଜାରି ରଖିଥିବାବେଳେ, ଅନ୍ୟ ପଟେ ପେଙ୍ଗୋଙ୍ଗ ଅଞ୍ଚଳରେ ଏହାର ସେନା ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଭାରତୀୟ ସେନା ବର୍ତ୍ତମାନ ବାସ୍ତବିକ ନିୟନ୍ତ୍ରଣ…