ଦେଶର ସମସ୍ତ ନାଗରୀକଙ୍କୁ ମାଗଣାରେ କରୋନା ଟିକା ଯୋଗାଇବ ଆମେରିକା
ଆମେରିକାରେ କରୋନା ଭାଇରସର ବଢ଼ୁଥିବା ପ୍ରକୋପ ମଧ୍ୟରେ ଏକ ଆଶ୍ବସ୍ତିକର ଖବର ଆସିଛି | ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ କୋଭିଡ-୧୯ ଟିକା ଉପରେ ଏହାର ଯୋଜନା ପ୍ରକାଶ କରିବା ସହିତ କାର୍ଯ୍ୟ ଆରମ୍ଭ କରିଛି। ଏହା ଅଧୀନରେ ଦେଶର ସମସ୍ତ ନାଗରିକ ମାଗଣାରେ ଟିକା ପାଇବେ।
ବିଶେଷ କଥା…