ଜାଣନ୍ତୁ ଦମଦାର ୱାପପ୍ଲସ୍ ୭ ସ୍ମାର୍ଟଫୋନର ଫିଚର
ୱାନପ୍ଲସ୍ ପକ୍ଷରୁ ଏହାର ପ୍ରିମିୟମ ଫ୍ଲାଗସିପ୍ ୱାନପ୍ଲସ୍ ୭ ସିରିଜର ଶୁଭାରମ୍ଭ କରାଯାଇଛି । ଉକ୍ତ ନୂତନ ସ୍ମାର୍ଟଫୋନ୍ ଦୃତ ଏବଂ ସରଳ ହୋଇଥିବା ସହିତ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ନିର୍ମିତ, ଯାହାକି ସ୍ମାର୍ଟଫୋନ୍ ଅନୁଭୂତି ଠାରୁ ଅଧିକ କିଛି ପ୍ରଦାନ କରିବା ପାଇଁ ସକ୍ଷମ । ଉକ୍ତ…