ଆଭେଞ୍ଜର ଏଣ୍ଡଗେମ ଫିଲ୍ମ ରିଲିଜ ପୂର୍ବରୁ କୋଉଠି ଦେଖିବେ ଜାଣନ୍ତୁ
ଆପଣ ବହୁ ପ୍ରତିକ୍ଷୀତ ଆଭେଞ୍ଜର୍ସ ଏଣ୍ଡଗେମ ଫିଲ୍ମକୁ ରିଲିଜ ପୂର୍ବରୁ ଦେଖି ପାରିବେ । ଏହା ସହ ଏବେ ପର୍ଯ୍ୟନ୍ତ ର ସବୁ ଆଭେଞ୍ଜର୍ସ ଫିଲ୍ମ ଗୁଡିକୁ ମଧ୍ୟ । ଏଥିପାଇଁ ଭାରତର ପ୍ରଥମ ଆନ୍ତର୍ଜାତୀୟ ତଥା ବିଶ୍ୱର ୨ୟ ବୃହତ ମୁଭି ଥିଏଟର ସର୍କିଟ ସିନେପଲିସ୍ ପକ୍ଷରୁ ଭାରତର ପ୍ରଥମ ମୁଭି…