Browsing Tag

manoranjan-latest

୯୭ ବର୍ଷରେ ପଦାର୍ପଣ କଲେ ଦୀଲିପ

ଦଶନ୍ଧିର ସବୁଠାରୁ ଶ୍ରେଷ୍ଠ ଅଭିନେତା ଦୀଲିପ କୁମାର ଏକ ସମୟରେ ବଲିଉଡରେ ରାଜ କରୁଥିଲେ । ତାଙ୍କ ସମୟରେ ଏଭଳି କୌଣସି ଜଣେ ଅଭିନେତ୍ରୀ ନଥିଲେ ଯିଏକି ଦୀଲିପଙ୍କ ସହ କାମ କରିବା ପାଇଁ ଚାହୁଁନଥିଲେ । ସେ ଦୀର୍ଘ ଦଶନ୍ଧି ଧରି ନିଜର ଶ୍ରେଷ୍ଠ ଅଭିନୟ ଦ୍ୱାରା ଅନେକ ଦର୍ଶକଙ୍କ ହୃଦୟ ମଧ୍ୟ…

ବିବାଦ ଘେରରେ ସଲାମାନଙ୍କ ଅଭିନୀତ ଦବଙ୍ଗ ୩

ସଲମାନ ଖାନଙ୍କ ଅଭିନୀତ ‘ଦବଙ୍ଗ ୩’ର ରିଲିଜକୁ ଆଉ ମାତ୍ର କିଛି ଦିନ ରହିଛି । ଏଭଳି ସମୟରେ ରିଲିଜ ପୂର୍ବରୁ ହିଁ ଏହି ଚଳଚ୍ଚିତ୍ର ବିବାଦ ଘେର ମଧ୍ୟରେ ଫସିଯାଇଛି । ହିନ୍ଦୁ ଜନଜାଗୃତି ସମିତି ଏହି ଚଳଚ୍ଚିତ୍ରର ଟାଇଟେଲ ସଙ୍ଗ ‘ହୁଡ଼ ଦବଂଗ ଦବଂଗ’କୁ ନେଇ ଆପତ୍ତି ଉଠାଇଛି । ହିନ୍ଦୁ ଜନଜାଗୃତି…

ସାଉଣ୍ଡ ଏଡିଟରଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କଲେ ଅକ୍ଷୟ

ବଲିଉଡର ଲୋକପ୍ରିୟ ସାଉଣ୍ଡ ଏଡିଟର ନୀମିଶ ଫିଲଙ୍କାରଙ୍କ ୨୯ ବର୍ଷ ବୟସରେ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ନିମିଶ ଉଚ୍ଚ ରକ୍ତ ଚାପରେ ପୀଡିତ ଥିଲେ, ଯାହା ଫଳରେ ତାଙ୍କର ବ୍ରେନ ହାମରେଜ ଯୋଗୁଁ ମୃତ୍ୟୁ ଘଟିଥିଲା । ନିମିଶ, ଅକ୍ଷୟଙ୍କ ଫିଲ୍ମ ‘ହାଉସଫୁଲ-୪’ ଏବଂ ‘ମରଜାୱାଁ’ରେ କାମ…

ଏସିଡ ଆକ୍ରମଣ ପୀଡିତାଙ୍କୁ ବିବାହ କରାଇଲେ ଶାହାରୁଖ

ଶାହାରୁଖ ଖାନଙ୍କୁ ମୀର ଫାଉଣ୍ଡେସନର ଜଣେ ଏସିଡ ଆକ୍ରମଣରେ ପୀଡିତା (ଅନୁପମା)ଙ୍କ ବିବାହରେ ଖୁବ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଅନୁପମାଙ୍କ ବିବାହ ଜୟଦୀପ ସିଂହଙ୍କ ସହ ହୋଇଥିବାବେଳେ ଶାହାରୁଖଙ୍କ ସହ ତାଙ୍କର ଏକ ଫଟୋ ଉକ୍ତ ମୀର ଫାଉଣ୍ଡେସନ ପକ୍ଷରୁ ନିଜ ଟ୍ୱିଟରେ ମଧ୍ୟ ସେୟାର…

ଭୁବନେଶ୍ୱର ବାସୀଙ୍କ ମନ ମୋହିଲା ସୁନିଧି ଚୌହାନ ଓ ଅର୍ଜୁନ କାନୁନଗୋଙ୍କ ସଂଗୀତ

ଶୀତର ଆସର ମଧ୍ୟରେ ଭୁବନେଶ୍ୱର ବାସୀଙ୍କ ମନ ମୋହିଛନ୍ତି ବଲିବୁଡ଼ ଗାୟିକା ସୁନିଧି ଚୌହାନ ଓ ଅର୍ଜୁନ କାନୁନଗୋଙ୍କ ସଂଗୀତ । ମ୍ୟାକ୍ ଡାୱେଲ୍ସ ନମ୍ବର ୱାନ୍ ସୋଡା ପକ୍ଷରୁ ହଙ୍ଗାମା ଓ ହଙ୍ଗାମା ଆର୍ଟିଷ୍ଟ ଆଲାଉଡ୍ ସହଭାଗିତାରେ ଏକ ସଙ୍ଗୀତମୟ ଦିନ ପାଇଁ ଲୋକପ୍ରିୟ ଗାୟିକା ସୁନିଧି ଚୌହାନ ଓ…

ଭୁବନେଶ୍ୱରରେ ସଂଗୀତ ପରିବେଶଣ କରିବେ ସୁନିଧି ଚୌହ୍ୱାନ ଓ କାନୁନଗୋ

ଭୁବନେଶ୍ୱରରେ ଆସନ୍ତା ଶନିବାର ଆୟୋଜନ ହେବ ନମ୍ବର ୱାନ୍ ୟାରୀ ଜାମ୍ ଫେଷ୍ଟ୍ । ନୂଆ ଫର୍ମାଟରେ ଆସୁଥିବା ନମ୍ବର ୱାନ୍ ୟାରୀ ଜାମ୍ ଫେଷ୍ଟରେ ଆଂଚଳିକ କଳାକାରଙ୍କୁ ଦେଖିବାକୁ ମିଳିବ । ଆଞ୍ଚଳିକ କଳାକାରମାନେ, ମ୍ୟାକ୍ ଡାୱେଲ ନମ୍ବର ୱାନ୍ ସୋଡା ପ୍ଲାଟ୍ଫର୍ମରେ, ନମ୍ବରୱାନ ୟାରୀ ଜାମ୍…

ନିଜ ନଖରାମି ପାଇଁ ଫିଲ୍ମରୁ ଆଉଟ ହେଲେ କ୍ରିତି

ବଲିଉଡ ଅଭିନେତ୍ରୀ କ୍ରିତି ଖରବନ୍ଦା ନିଜ ଅଭିନୟକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବାବେଳେ ଅନ୍ୟପଟେ ନିକଟରେ ରିଲିଜ ହୋଇଥିବା ତାଙ୍କର ହିଟ ଫିଲ୍ମ ହାଉସଫୁଲର ସଫଳତାକୁ ନେଇ ସେ ବହୁତ ଖୁସି ଥିବାର ମଧ୍ୟ ଦେଖିବାକୁ ମିଳିଛି । ଗୋଟିଏ ପରେ ଗୋଟିଏ ପ୍ରଡକ୍ସନ ହାଉସ ତାଙ୍କୁ ନିଜର ଆଗାମୀ ଫିଲ୍ମର…

‘ଗୁଡ ନ୍ୟୁଜ’ର ଟ୍ରେଲର ହେଲା ରିଲିଜ

ଅକ୍ଷୟ କୁମାର, କରୀନା କପୁର ଖାନ, କିୟାରା ଆଡଭାନୀ ଏବଂ ଦିଲଜିତ ଦୋସାଂଝଙ୍କୁ ବହୁପ୍ରତୀକ୍ଷିତ ଫିଲ୍ମ ‘ଗୁଡ ନ୍ୟୁଜ’ର ଟ୍ରେଲର ରିଲିଜ ହୋଇଯାଇଛି । ଫିଲ୍ମର ପୋଷ୍ଟର ରିଲିଜ ହେବାପରେ ଏବେ ଏହାର ଟ୍ରେଲର ରିଲିଜ ହୋଇଯାଇଛି । ଫିଲ୍ମର ପୋଷ୍ଟର ଯେତେ କୌତୁକପୂର୍ଣ୍ଣ ଏହାର ଟ୍ରେଲର ମଧ୍ୟ ସେତେ…

ଅକ୍ଷୟଙ୍କ ସହ ରୋମାନ୍ସ କରିବେ ବିଶ୍ୱ ସୁନ୍ଦରୀ

ବଲିଉଡ ଖିଲାଡି ଅକ୍ଷୟ କୁମାର ତାଙ୍କର ଫିଲ୍ମ ଗୁଡିକୁ ନେଇ ଖୁବ ଚର୍ଚ୍ଚାରେ ରହିଥିବାବେଲେ ଚଳିତ ବର୍ଷ ସେ ଗୋଟିଏ ପରେ ଗୋଟେ ଅନେକ ସୁପରହିଟ ଫିଲ୍ମରେ ମଧ୍ୟ ନଜର ଆସିବେ । ଗତ କିଛି ଦିନ ତଳେ ଅକ୍ଷୟ, ପୃଥିବୀରାଜ ଚୌହାନଙ୍କ ଉପରେ ପର୍ଯ୍ୟବେଷିତ ହେଉଥିବା ଫିଲ୍ମରେ ନଜର ଆସିବେ ବୋଲି ଶୁଣିବାକୁ…

ରାଜନୀତିରେ ନିଜ ଭବିଷ୍ୟତକୁ ନେଇ ମୁହଁ ଖୋଲିଲେ ରିତେଶ

ନିଜର ଅଭିନୟ ଏବଂ କମେଡି ବଳରେ ଲୋକଙ୍କ ମନ ଜିଣିଥିବା ଅଭିନେତା ରିତେଶ ଦେଶମୁଖ ସର୍ବଦା ଚର୍ଚ୍ଚାରେ ରହିଆସୁଥିବାବେଳେ ବର୍ତ୍ତମାନ ସେ ତାଙ୍କର ଆଗାମୀ ଫିଲ୍ମ ‘ମରଜାୱା’ର ପ୍ରମୋସନକୁ ନେଇ ଖୁବ ବ୍ୟସ୍ତ ଥିବାର ଜଣାପଡୁଛନ୍ତି । ତେବେ ଏହି ମଧ୍ୟରେ ରିତେଶଙ୍କ ରାଜନୀତିରେ ଏଣ୍ଟ୍ରିକୁ ନେଇ…