Browsing Tag

latest

ବାଇବେଲର ଭବିଷ୍ୟବାଣୀ ଅନୁଯାୟୀ କ’ଣ ୨୦୨୦ରେ ଧ୍ୱଂସ ହୋଇଯିବ ପୃଥିବୀ

ଅନେକ ଦିନରୁ ପୃଥିବୀର ସୃଷ୍ଟି ଏବଂ ବିଲୟକୁନେଇ ବିଭିନ୍ନ ପ୍ରକାର ଗୁଜବ ଚାଲିଆସିଥିବାବେଳେ ଖ୍ରୀଷ୍ଟ ଧର୍ମାବଲମ୍ବି ମାନଙ୍କ ପବିତ୍ର ଗ୍ରନ୍ଥ ବାଇବେଲରେ ଉଲ୍ଲେଖଥିବା ୨୦୨୦ରେ ପୃଥିବୀ ଧ୍ୱଂସ ହେବା କଥା କ'ଣ ସତରେ ସତ୍ୟ ପ୍ରମାଣିତ ହେବ? ବୁକ୍ ଅଫ ରିବେଲସନ ପୁସ୍ତକର ୫ମରୁ ୮ ଅଧ୍ୟାୟ ମଧ୍ୟରେ…

ଅଲବିଦା ୨୦୧୯: କେନ୍ଦ୍ର ସରକାରଙ୍କ କଠୋର ନିଷ୍ପତିର ବର୍ଷ

ଗରିବ ସବର୍ଣ୍ଣ ବା ଉଚ୍ଚ ବର୍ଗର ଲୋକଙ୍କ ପାଇଁ ଆରକ୍ଷଣ ଉପରେ ମୋହର ମାରିବା ସହ ଆରମ୍ଭ ହୋଇଥିଲା ୨୦୧୯ ଏବଂ ନାଗରିକତା ସଂଶୋଧନ ଆଇନ୍ ସହ ଏହା ଶେଷ ହେବାକୁ ଯାଉଛି । ଏହି ଏକ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଏଭଳି କିଛି ବଡ ନିଷ୍ପତି ନେଇଛନ୍ତି ଯାହା ସବୁଦିନ ପାଇଁ ମନେ ରହିବ । ମୋଦି ସରକାର…

ନୂଆ ବର୍ଷରେ ଘର ସଜାଇବାର ଟିପ୍ସ

ନୂଆ ବର୍ଷ ଏକ ନୂଆ ଆରମ୍ଭ ଆଣିଥାଏ । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଚାଲିଥିବା ପ୍ରସ୍ତୁତି ମଧ୍ୟରେ କେବେ ଘରକୁ ଏକ ନୂଆ ଆରମ୍ଭ ବା ନୂଆ ଲୁକ୍ ଦେବା କଥା ଚିନ୍ତା କରିଛନ୍ତି କି? ଯଦି ହଁ ତେବେ ଆପଣ ନିଜ ଘର ପାଇଁ ଏଭଳି କିଛି ସାମଗ୍ରୀ ଅନ୍ଲାଇନ୍ ଅର୍ଡର କରିପାରିବେ କିନ୍ତୁ ମାର୍କେଟରୁ…

ରାତି ୧ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବାର ନିଷ୍ପତିକୁ ମୋନାର ବିରୋଧ

ଭୁବନେଶ୍ୱର : ଜିରୋ ନାଇଟ ସେଲିବ୍ରେସନ ଅବସରରେ କଟକ, ଭୁବନେଶ୍ୱର ଏବଂ ପୁରୀରେ ରାତି ୧ଟା ପର୍ଯ୍ୟନ୍ତ ବାର ଏବଂ ଠିପିି ଖୋଲା ମଦ ଦୋକାନ ଖୋଲା ରହିବା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ନିର୍ଦ୍ଦେଶନାମା ଜାରି କରାଯିବା ପରେ ଏହା ବିରୋଧ କରି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ…

ଆନ୍ତର୍ଜାତିକ କ୍ରିକେଟରେ ଧୋନିଙ୍କ କ୍ୟାରିୟରକୁ ନେଇ ଭବିଷ୍ୟବାଣୀ କଲେ କୁମ୍ବଲେ

ଭାରତୀୟ ଦଳର ପୂର୍ବତ୍ତନ କୋଚ ଅନିଲ କୁମ୍ବଲେ, ଆଗାମୀ ବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପରେ ଦଳ କିପରି ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇପାରିବ ସେଥିପାଇଁ ସେ ଗୁରୁମନ୍ତ୍ର ଦେଇଛନ୍ତି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ନଜରରେ ରଖି ଭାରତୀୟ ଦଳ ବର୍ତ୍ତମାନ ଛୋଟ ଫର୍ମାଟ ବିଶିଷ୍ଟ…

ମନୁଷ୍ୟର ପୂର୍ବଜ ଅଧିକ ଶାନ୍ତ ଓ ସୁଖୀ ଥିଲେ

ମାନବ ପ୍ରଜାତିର ବିକାଶ ସମୟରେ ମସ୍ତିଷ୍କରେ ହେଉଥିବା ପରିବର୍ତନ ଯୋଗୁ ଚିନ୍ତା ବୃଦ୍ଧି ପାଇଛି । ଆଧୁନିକ ମନୁଷ୍ୟ ତୁଳନାରେ ସେମାନଙ୍କର ପୂର୍ବଜ ଅଧିକ ଶନ୍ତ ଓ ସୁଖୀ ଥିଲେ । ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହି ଦାବି କରାଯାଇଛି । ନ୍ୟୁରୋକେମିକାଲ ଭଳି ଡୋପାମାଇନ ଓ ସେରୋଟୋନିନ୍ ମନୁଷ୍ୟ…

ଆରପାରିରେ ନବୀନଙ୍କ ଭିଣୋଇ ‘ସୋନି ମେହେଟ୍ଟା’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଗୀତା ମେହେଟ୍ଟାଙ୍କ ସ୍ବାମୀ ସୋନି ମେହେଟ୍ଟାଙ୍କ ପରଲୋକ ହୋଇଯାଇଛି। ଗୀତା ମେହେଟ୍ଟା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ। ଭିଣୋଇଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି।…

ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ପଡିଲେ ଆଇଏଏସ ଅଧିକାରୀ ବିଜୟ କେତନ

ଭିଜିଲାନ୍ସ ଜାଲରେ ଫସିଲେ ଆଇଏଏସ୍‌ ଅଧିକାରୀ। ସୋମବାର ରାଜ୍ୟ ସରକାରଙ୍କ ଉଦ୍ୟାନ ବିିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଉପାଧ୍ୟାୟ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଆଇଏଏସ୍‌ ଅଧିକାରୀ ଏଭଳି ଭାବେ ଧରାପଡ଼ିବା ଘଟଣା ସରକାରୀ ଅଧିକାରୀ ମହଲରେ…

କଫିରେ ଦୂର କରନ୍ତୁ ଡାର୍କ ସର୍କଲ, ଜାଣନ୍ତୁ କଫିର ୮ଟି ଫାଇଦା

କଫିକୁ ବର୍ତମାନ ପର୍ଯ୍ୟନ୍ତ ଆପଣ କେବଳ ପିଇବା କାର୍ଯ୍ୟରେ ବ୍ୟବହାର କରୁଥିଲେ । କିନ୍ତୁ ଏହି ସ୍ୱାଦିଷ୍ଟ କଫି ଆପଣଙ୍କୁ ସୌନ୍ଦର୍ଯ୍ୟକୁ ମଧ୍ୟ ବୃଦ୍ଧି କରିଥାଏ । କଫି ତ୍ୱଚାକୁ ପୋଷଣ ପ୍ରଦାନ କରିବା ସହ ଏହାକୁ ଉଜ୍ଜ୍ୱଳ ଓ ସୁସ୍ଥ ରଖିଥାଏ । କାରଣ କଫି ମୁହଁରେ ଡେଡ୍ ସ୍କିନ୍କୁ ହଟାଇଥାଏ ।…

ଭାରତୀୟ ଦଳର ଏହି ଦୁହେଁ ଷ୍ଟାର ଖେଳାଳୀ ପାଇଁ ୨୦୧୯ କିପରି ଥିଲା, ଆସନ୍ତୁ ନଜର ପକାଇବା

ଚଳିତବର୍ଷ ବିଶ୍ୱକ୍ରିକେଟରେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଖୁବ ଉତ୍ସାହଜନକ ରହିଛି । ଗୋଟିଏ ପଟେ ରୋହିତ ଛକା ବର୍ଷାକରି ଗୋଟିଏ ପରେ ଗୋଟିଏ ଶତକ ନିଜ ନାମରେ କରି ଚାଲୁଥିବାବେଳେ ଅନ୍ୟପଟେ ଅଧିନାୟକ କୋହଲିଙ୍କ ବ୍ୟାଟରୁ ମଧ୍ୟ ସମାନ ଋପକ ଦ୍ରୁତ…