୧୫ ଜାନୁଆରୀକୁ କାହିଁକି ସୈନ୍ୟ ଦିବସ ଋପେ ପାଳନ କରାଯାଏ, ଜାଣନ୍ତୁ
ଦେଶର କୋଣଅନୁକୋଣରେ ଆଜି ଅର୍ଥାତ ୧୫ ଜାନୁଆରୀକୁ ମକର ସଂକ୍ରାନ୍ତୀ ଋପେ ଖୁବ ଧୂମଧାମରେ ପାଳନ କରାଯାଉଥିବାବେଳେ ସମସ୍ତେ ପରସ୍ପରକୁ ଅଭିନନ୍ଦନ ମଧ୍ୟ ଜଣାଉଛନ୍ତି । ରାଶି ଏବଂ ଗୁଡ ମିଶ୍ରିତ ଲଡୁ ସହ ଆକାଶରେ ରଙ୍ଗବେରଙ୍ଗର ଗୁଡି ଉଡାଇ ଖୁବ ଆନନ୍ଦ ଉଲ୍ଲାସରେ ଆଜିର ଦିନକୁ ପାଳନ କରୁଥିବାବେଳେ…