ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜରୁ ବିଦା ହେଲେ ଧୋନି
ଟିମ ଇଣ୍ଡିଆର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ ଖେଳିବାରୁ ବାଦ ପଡିଛନ୍ତି । ଏହା ସହ ଧୋନିଙ୍କୁ ମଧ୍ୟ ଆଗକୁ ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯିବାକୁ ଥିବା ଟି-୨୦ ଟିମରେ ସାମିଲ କରାଯାଇ ନାହିଁ । ବର୍ତ୍ତମାନ ଏହି ଘଟଣା ନେଇ…