Browsing Tag

krida- latest

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ଭାରତ

ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଭାରତ ଏକ ନୂଆ ଇତିହାସ ରଚିଛି । କାରଣ ମେଲବର୍ଣ୍ଣ ଟେଷ୍ଟରେ ଭାରତ ଏକ ପ୍ରକାର ବିଜୟ ସୁନିଶ୍ଚିତ । କାରଣ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନରେ ଏକ ନାଟକୀୟ ପରିବର୍ତ୍ତନ ଘଟିଛି । ଭାରତ ପ୍ରଥମ ପାଳି ଖେଳି ୪୪୩ ରନ…

ମଝି ପଡିଆରେ ଲାଇଭ କମେଣ୍ଟ୍ରି କରୁଥିବାବେଳେ ପୋଲକଙ୍କ ଫାଟିଲା ପ୍ୟାଣ୍ଟ

ସେଞ୍ଚୁରିଆନରେ ପାକିସ୍ତାନ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଖଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଚାଲିଥିବା ଏହି ଟେଷ୍ଟ ମ୍ୟାଚର ଲଞ୍ଚ ସମୟରେ ଦର୍ଶକମାନେ ଏଭଳି ଏକ ଘଟଣା ଦେଖିଲେ, ଯାହାକୁ ଦେଖି ସେମାନେ ହସି ହସି ବେଦମ ହୋଇଗଲେ । ଘଟଣା ଏଭଳି…

ଖୁବ ଶୀଘ୍ର ବାପା ହେବାକୁ ଯାଉଛନ୍ତି ରୋହିତ

ଭାରତୀୟ ଦଳର ବିସ୍ପୋଟକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଖୁବ ଶୀଘ୍ର ବାପା ହେବାକୁ ଯାଉଛନ୍ତି । କାରଣ ରୋହିତ ଶର୍ମା ନିଜେ ଏହି ଖବର ଉପରେ ମୋହର ମାରିଛନ୍ତି । ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ମାଇକେଲ କ୍ଲାର୍କଙ୍କ ସହ କରିଥିବା ଏକା ସାକ୍ଷାତକାରରେ ରୋହିତ ଏସି କଥାକୁ ନିଜେ…

ଟାଟା ଷ୍ଟିଲ୍ କୋଲକତା ୨୫କେ ପଞ୍ଚମ ସଂସ୍କରଣର ବିଜେତା ହେଲେ ଇଥୋପିଆର ଲେଗେସେ ଓ କୁମା

ଚଳିତ ବର୍ଷ ଟାଟା ଷ୍ଟିଲ୍ କୋଲକତା ୨୫କେ ପଞ୍ଚମ ସଂସ୍କରଣର ବିଜେତା ହୋଇଛନ୍ତି ଇଥୋପିଆର ଲେଗେସେ ଓ କୁମା । ଅନ୍ୟ ପକ୍ଷରେ ଭାରତର ଅଭିନାଶ ସବଲେ ଓ ଏଲ୍.ସୁରିୟା ଟିଏସ୍କେ ୨୫କେରେ ଭାରତକୁ ଗୌରବ ପ୍ରଦାନ କରିଛନ୍ତି । ଏହାବ୍ୟତିତ ୧୪,୭୩୪ ଜଣ ଲୋକ ଏଥିରେ ଭାଗ ନେଇ ଏହାକୁ ଏକ ବିଜୟ ଦିବସ ରୂପେ…

ମେଲବର୍ଣ୍ଣ ଟେଷ୍ଟ ପାଇଁ ଦଳରୁ ବାଦ ପଡିଲେ ବିଜୟ ଏବଂ ରାହୁଲ

ମେଲବର୍ଣ୍ଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଖେଳାଯିବାର ଅଛି, ଯେଉଁଥିପାଇଁ ଭାରତୀୟ ଦଳ ଏହାର ପ୍ଲେଇଙ୍ଗ ୧୧ର ଘୋଷଣା ମଧ୍ୟ କରିସାରିଛି । ସବୁଠାରୁ ବଡ କଥା ହେଲା ଏହି ଟେଷ୍ଟ ପାଇଁ ଏଥର ମୁରଲୀ ବିଜୟ ଏବଂ କେଏଲ ରାହୁଲଙ୍କ ଟିମରୁ ବାଦ ଦିଆଯାଇଛି । ଏହା ସହିତ…

ଚଳିତ ଆଇପିଏଲରେ ନିଲାମ ନହେବା ହେତୁ କ୍ଷୋଭ ପ୍ରକାଶ କଲେ ମନୋଜ

ଆଇପିଏଲ ୨୦୧୯ ନିଲାମୀ ପ୍ରକ୍ରିୟାରେ ଗତ କାଲି ବାକି ରହି ଯାଇଥିବା କେତେକ ଖେଳାଳୀଙ୍କ ମଧ୍ୟରୁ ୧୨ ଜଣ ଖେଳାଳୀଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ କିଣିଥିଲେ । ଏହି ନିଲାମୀ ପ୍ରକ୍ରିୟାରେ ଏଭଳି କେତେକ ସୁନାମଧନ୍ୟ ଖେଳାଳୀ ରହିଯାଇଛନ୍ତି, ଯାହାଙ୍କୁ କୌଣସି ଫ୍ରାଞ୍ଚାଇଜ ମଧ୍ୟ କିଣି ନାହାନ୍ତି ।…

ଏହି ମାନେ ହେଉଛନ୍ତି ଚଳିତ ଆଇପିଏଲର ସବୁଠାରୁ ଦାମୀ ଖେଳାଳୀ

ଆଇପିଏଲ ୧୨ ପାଇଁ ଜୟପୁରରେ ଆୟୋଜିତ ହେଉଥିବା ଖେଳାଳୀ ନିଲାମୀ ପ୍ରକ୍ରିୟାରେ ସମସ୍ତ ଖେଳାଳୀଙ୍କ ନିଲାମୀ ସରିଛି । ଜୟପୁରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୫୦ ଜଣ ଖେଳାଳୀଙ୍କୁ ନିଜ ଟିମରେ ସାମିଲ କରିବା ପାଇଁ ୮ଟି ଟିମ ଫ୍ରାଞ୍ଚାଇଜ ଏଠାରେ ଆସି ପହଞ୍ଚିଥିଲେ । ତେବେ କାଲି ଏହି ନିଲାମୀ…

ପର୍ଥ ଗ୍ରାଉଣ୍ଡରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ

ପର୍ଥରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ୩୨୬ ରନ କରି ଅଲ ଆଉଟ ହୋଇଯାଇଛି । ଲଞ୍ଚ ପୂର୍ବରୁ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୩୫୦ ରନ ଭିତରେ ରୋକିବାରେ ସଫଳ ହୋଇଛନ୍ତି । ଏହି ମ୍ୟାଚ ପ୍ରଥମ ଇଂନିସରେ ଇଶାନ୍ତ ଶର୍ମା ସର୍ବାଧିକ ୪ ୱିକେଟ ନେଇଥିବାବେଳେ ବୁମରା, ଉମେଶ ଏବଂ…

ଖୁବ ଶୀଘ୍ର ବାପା ହେବାକୁ ଯାଉଛନ୍ତି ଯୁବରାଜ

ଖୁବ ଶୀଘ୍ର ବାପା ହେବାକୁ ଯାଉଛନ୍ତି ଭାରତୀୟ ଦଳର ବିସ୍ପୋଟକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ । କାରଣ ଆମକୁ ଏଭଳି କିଛି ତଥ୍ୟ ମିଳିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଜାଣିପାରିବେ ଯୁବରାଜ ଖୁବ ଶୀଘ୍ର ବାପା ହେବେ କି ନାହିଁ । ପ୍ରକାଶ ଥାଉକି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା…

ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଲେ ରୋହିତ ଓ ଅଶ୍ୱିନୀ

ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳର ୧୩ ଜଣ ଖେଳାଳୀଙ୍କୁ ଚୟନ କରାଯାଇଛି । ସିରିଜର ଦ୍ୱିତୀୟ ଟେଷ୍ଟ ଶୁକ୍ରବାରକୁ ଖେଳାଯିବାର ଅଛି । ଏଡିଲେଡରେ ଖେଳାଯାଇଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଭାରତ ୩୧ ରନରେ ବିଜୟ ହାସଲ କରିଥିବାବେଳେ ବର୍ତ୍ତମାନ…