ତିନି ଅଙ୍କ ଛୁଇଁ ପାରିଲା ନାହିଁ ଭାରତ, ପ୍ରଶଂସକ ହେଲେ ଖପ୍ପା
ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ‘ହାମିଲଟନ’ରେ ୪ର୍ଥ ଦିନିକିଆ ଖେଳାଯାଉଛି । ଏହି ସିରିଜରେ ଭାରତ କ୍ରମାଗତ ଭାବେ ତିନୋଟି ମ୍ୟାଚରେ ବଜୟ ହାସଲ କରି ସିରିଜ କବଜା କରିନେଇଥିବାବେଳେ ୪ର୍ଥ ଦିନିକିଆ ଖୁବ ନୈରଶ୍ୟଜନକ ପ୍ରଦର୍ଶନ କରିଛି । ଘରୋଇ ଟିମ ପ୍ରଥମେ ଟସ ଜିତି ଭାରତକୁ ବ୍ୟାଟିଙ୍ଗ…