ଜାଡେଜାଙ୍କୁ କିସ୍ କଲେ ରାଇନା, ଭିଡିଓ ହେଲା ଭାଇରାଲ
ଗତ କାଲି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚରେ ଧୋନି ଏକ ଧୂଆଁଧାର ଇନିଂସ ଖେଳିଥିଲେ । ଗତ କାଲିର ଏହି ରୋମାଞ୍ଚକ ମ୍ୟାଚରେ ଚେନ୍ନାଇ, ରାଜସ୍ଥାନକୁ ୧୭୫ ରନ ଟାର୍ଗେଟ ଦେଇଥିବାବେଳେ ଏହାକୁ ପିଛା କରି ରାଜସ୍ଥାନ ୨୦ ଓଭରରେ ୧୬୭ ରନ ସଂଗ୍ରହ କରିବାକୁ ସକ୍ଷମ…