Browsing Tag

krida- latest

ନିଜ ଦେଶର ଲୋକଙ୍କ ଠାରୁ ସମାଲୋଚନା ଶୀକାର ହେଲା ‘ପାକିସ୍ତାନ ଟିମ’

ଚଳିତ ବିଶ୍ୱକପରେ ଭାଗ୍ୟ ପାକିସ୍ତାନର ସାଥ ଦେଉନଥିବାବେଳେ ବୁଧବାର ଦିନ ଇଂଲଣ୍ଡ, ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିସାରିଛି । ଇଂଲଣ୍ଡର ଏହି ବିଜୟ ପରେ ସେମିଫାଇନାଲରେ ପାକିସ୍ତାନ ପ୍ରବେଶର ଆଶା ଧିରେ ଧିରେ ମଉଳିବାରେ ଲାଗିଲାଣି । ଚଳିତ ବିଶ୍ୱକପରେ ପାକିସ୍ତାନ…

ବାଙ୍ଗଲାଦେଶର ପରାଜୟକୁ ନେଇ ମୁହଁ ଖୋଲିଲେ ଅଧିନାୟକ ‘ମୋର୍ଟଜା’

ଗତ କାଲି ବିଶ୍ୱକପରେ ଭାରତ ବିପକ୍ଷରେ ବାଙ୍ଗଲାଦେଶର ପରାଜୟ ପରେ ବିପକ୍ଷ ଦଳର ‘ମସରଫି ମୋର୍ଟଜା’ ପରାଜୟର କାରଣ ସଂପର୍କରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ତାଙ୍କର ଏହି ମ୍ୟାଚ ଜିତିବା ନିହାତି ଆବଶ୍ୟକ ଥିଲା କିନ୍ତୁ ଭାଗ୍ୟ ସାଥ ନ ଦେବା ହେତୁ ସେମାନେ ଏହି ମ୍ୟାଚରେ ପରାଜୟ ବରଣ…

ବ୍ୟାଟିଙ୍ଗ କରୁଥିବା ସମୟରେ ହାର୍ଦିକଙ୍କୁ ରିଷଭ କହିଲେ “ଡର ଲାଗୁଛି”, ଜାଣନ୍ତୁ ଘଟଣା ସଂପର୍କରେ

ଗତ କାଲି ବିଶ୍ୱକପରେ, ଭାରତର ବିଜୟ ରଥକୁ ଇଂଲଣ୍ଡ ଅଟକାଇ ଦେଇଥିବାବେଳେ ରୋହିତ ଏବଂ ବିରାଟଙ୍କ ସୁନ୍ଦର ପ୍ରଦର୍ଶନ ସତ୍ତେ୍ୱ ମଧ୍ୟ ଦଳ ୩୧ ରନରେ ପରାଜୟ ବରଣ କରିଥିଲା । ଏହି ମ୍ୟାଚରେ ରୋହିତ ଆକର୍ଷଣୀୟ ପାଳି ଖେଳି ସୁନ୍ଦର ଶତକ ହାସଲ କରିଥିବାବେଳେ ଅନ୍ୟପଟେ ବିରାଟ ଏକ ମ୍ୟାଚରେ ସୁନ୍ଦର…

କ’ଣ ବିଶ୍ୱକପ ଦୌଡରୁ ବାଦ ପଡିଲା ପାକିସ୍ତାନ, ଜାଣନ୍ତୁ ?

ଗତ କାଲି ବିଶ୍ୱକପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖୁବ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଥିଲା, ଯେଉଁଥିରେ ଭାରତ, ଇଂଲଣ୍ଡ ଠାରୁ ୩୧ ରନରେ ପରାଜୟ ବରଣ କରିଥିଲା । ସେପଟେ ଇଂଲଣ୍ଡର ଏହି ବଜୟ ପରେ ସେମିଫାଇନାଲ ରେସ ଦଳ ନିଜର ସ୍ଥିତକୁ ବଜାୟୀ ରଖିପାରିଥିବାବେଳେ ଅନ୍ୟପଟେ କେବଳ…

ବିଶ୍ୱକପ ସେମିଫାଇନାଲରେ ପାକିସ୍ତାନକୁ ରୋକିବା ପାଇଁ ଭାରତ ନିଶ୍ଚୟ ପ୍ରୟାସ କରିବ : ‘ବାସିତ ଅଲି’

ଇଂଲଣ୍ଡରେ ଚାଲିଥିବା ବିଶ୍ୱକପରେ ବର୍ତ୍ତମାନ ରୋମାଞ୍ଚକ ଚରମ ସୀମାରେ ଆସି ପହଞ୍ଚିଗଲାଣି । ପୂର୍ବରୁ ଆଫଗାନିସ୍ଥାନ ଏବଂ ଦକ୍ଷିଣ ଆଫ୍ରିକା ବିଶ୍ୱକପ ଦୈଡରୁ ବାଦ ପଡିଥିବାବେଳେ ଗତ କାଲି ୱେଷ୍ଟଇଣ୍ଡିଜ ମଧ୍ୟ ଏହି ରେସରୁ ବାଦ ପଡିଛି । ଅଷ୍ଟ୍ରେଲିଆ ସେମି ଫାଇନାଲରେ ନିଜ ସ୍ଥାନ ପକ୍କା…

ଭାରତ ସମର୍ଥନରେ ବାହାରିଲେ ପାକିସ୍ତାନୀ ପ୍ରଶଂସନ, ନାସିର ହୁସେନଙ୍କ ମୁହଁ କଲେ ଚୁପ

ଆସନ୍ତା ରବିବାର ଦିନ ବିଶ୍ୱକପରେ ଭାରତ ଏବଂ ଆୟୋଜକ ଇଂଲଣ୍ଡ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ଖେଳାଯିବାକୁ ଅଛି । ତେବେ ଏହି ମ୍ୟାଚ ପୂର୍ବରୁ ସୋସିଆଲ ମିଡିଆରେ ଏକ ଅଦ୍ଭୁତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକି ଅତ୍ୟନ୍ତ ବିରଳ । ତେବେ ଘଟଣାଟି କଣ ଆସନ୍ତୁ ଜାଣିବା । ବିଶ୍ୱକପରେ ଏହି…

ଭାରତ ବିପକ୍ଷ ସିରିଜ ପରେ କ୍ରିକେଟକୁ ଅଲବିଦା କହିବେ ‘କ୍ରିସ ଗେଲ’

ୱେଷ୍ଟଇଣ୍ଡିଜର ଧୂଆଁଦାର ବ୍ୟାଟ୍ସମ୍ୟାନ ‘କ୍ରିସ ଗେଲ’ ଖୁବ ଶୀଘ୍ର ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେବ ବୋଲି ଘୋଷଣା କରିଛନ୍ତି । ସେ ଅଗଷ୍ଟ-ସେପ୍ଟେମ୍ବରରେ ଭାରତ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ଏବଂ ଦିନିକିଆ ସିରିଜ ପରେ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି…

ଭାରତ ଠାରୁ ପାକିସ୍ତାନର ପରାଜୟ ପରେ ଆତ୍ମହତ୍ୟା କରିବା ପାଇଁ ଚାହୁଁଥିଲେ ‘ମିକି ଅର୍ଥର’

ବର୍ତ୍ତମାନ ଏକ ଚାଞ୍ଚଲ୍ୟକର ଖବର ସମସ୍ତଙ୍କ ସାମନାକୁ ଆସିଛି, ଯାହାକୁ ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତ ଠାରୁ ପାକିସ୍ତାନର ପରାଜୟ ପରେ ପାକିସ୍ତାନ ଦଳର ମୁଖ୍ୟ କୋଚ ‘ମିକି ଅର୍ଥର’ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ, ଏହି ଖବର ବର୍ତ୍ତମାନ ସମସ୍ତଙ୍କୁ ଚକିତ କରିଦେଇଛି । ଆଜ୍ଞା…

୧୦ ଦିନରେ ୪ଟି ମ୍ୟାଚ, ଏବେଠାରୁ ବିଶ୍ୱକପରେ ଭାରତର ପ୍ରକୃତ ପରୀକ୍ଷା ଆରମ୍ଭ

ବିଶ୍ୱକପରେ ଅଧାରୁ ଅଧିକ ଯାତ୍ରା ସମ୍ପୂର୍ଣ୍ଣ ହୋଇସାରିଥିବାବେଳେ ସେପଟେ ଭାରତ ଏହି ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲର ଖୁବ ନିକଟତ୍ତର ହୋଇ ଆସିଲାଣି । ପ୍ରକାଶ ଥାଉକି, ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ୫ଟି ମ୍ୟାଚରୁ ୪ଟିରେ ବିଜୟ ହାସଲ କରିନେଇଥିବାବେଳେ ଅନ୍ୟପଟେ ନ୍ୟୁଜିଲାଣ୍ଡ ସହ ଖେଳାଯିବାକୁ…

ବିଶ୍ୱକପ ଦୈଡରୁ ବାଦ ପଡିଲେ ଏହି ଦୁଇ ଦଳ

ଗତ କାଲି ବିଶ୍ୱକପରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟୁର୍ଣ୍ଣାମେଣ୍ଟର ୩୦ତମ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଠାରୁ ୪୯ ରନରେ ପରାଜୟ ବରଣ କରିଥିଲା । ଦକ୍ଷିଣ ଆଫ୍ରିକାର ଏହି ପରାଜୟ ସହ ଦଳ ବିଶ୍ୱକପରୁ ବାଦ ପଡିଥିବାବେଳେ ଏହା ସହ ଆଫଗାନିସ୍ଥାନ…