ବିଶ୍ୱ କ୍ରିକେଟରେ ପୁଣିଥରେ ନୂଆ ଇତିହାସ ରଚିଲେ ରାସିଦ ଖାନ
ବାଙ୍ଗଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ କ୍ରିକେଟ ଆରମ୍ଭ ହୋଇଯାଇଥିବାବେଳେ ଏହି ମଧ୍ୟରେ ଆଫଗାନିସ୍ତାନର ନୂଆ ଅଧିନାୟକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ରାସିଦ ଖାନ । ସବୁଠାରୁ ମୁଖ୍ୟ କଥା ଏହା ଯେ, ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଆଫଗାନିସ୍ତାନ ଦଳର ନୂଆ ଅଧିନାୟକ ଭାବେ ଦାୟିତ୍ୱ…