ଖୁବ ଶୀଘ୍ର ଏକ ନୂଆ ରେକର୍ଡର ଅଧିକାରୀ ହେବେ ବିରାଟ
ଆସନ୍ତା ବୁଧବାର ଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ସହ ଭାରତ ଘରୋଇ ଟେଷ୍ଟ ସିଜିନର ଆରମ୍ଭ କରିବାକୁ ଯାଉଥିବାବେଳେ ବର୍ତ୍ତମାନ ଭାରତ ଏହି ସିରିଜ ପାଇଁ ଖୁବ ଭଲ ସ୍ଥିତିରେ ରହିଛି । ଏହି ସିରିଜ ସହ ବିରାଟ ପୁଣି…