ସ୍ୱପ୍ନରେ ଖେଳର ପ୍ରତିଟି ବଲକୁ ଅନୁଧ୍ୟାନ କରୁଥିଲେ ଶାସ୍ତ୍ରୀ, କହିଲେ କିପରି ଏପରି
ଭାରତୀୟ କ୍ରିକେଟ ଦଳର ପ୍ରମୁଖ କୋଚ ରବି ଶାସ୍ତ୍ରୀ ସୋସିଆଲ ମିଡିଆରେ ସର୍ବଦା ସମାଲୋଚନା ଶୀକାର ହୋଇ ଆସୁଥିବାବେଳେ ଗତ ବର୍ଷ ଅଷ୍ଟ୍ରେଲିଆ ଗସ୍ତ ସମୟରେ ତାଙ୍କ ହାତରେ ଥିବା ବିୟର ବୋତଲର ଦୃଶ୍ୟକୁ ନେଇ ସେ ୟୁଜର୍ସ ଠାରୁ ଖୁବ ସମାଲୋଚିତ ମଧ୍ୟ ହୋଇଥିଲେ । କେବଳ ଏତିକି ନୁହେଁ ୱେଷ୍ଟଇଣ୍ଡିଜ…