ଆଗାମୀ ଦିବାରାତ୍ରି ମ୍ୟାଚ ପାଇଁ ଭାରତୀୟ ଦଳର ଜୋରଦାର ପ୍ରସ୍ତୁତି, ଫ୍ଲଡ ଲାଇଟରେ ଅଭ୍ୟାସ କଲେ ଖେଳାଳୀ
ବିଶ୍ୱ ଟେଷ୍ଟ ଚାମ୍ôପଆନସିପ ଅଧିନରେ ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ଚାଲିଥିବା ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ବର୍ତ୍ତମାନ ଇନ୍ଦୋରରେ ଖେଳାଯାଉଛି । ଏହି ମ୍ୟାଚରେ ଭାରତର ବିଜୟ ସୁନିଶ୍ଚିତ ହୋଇ ସାରିଥିବାବେଳେ ବର୍ତ୍ତମାନ ସମସ୍ତଙ୍କ ନଜର କୋଲକତାରେ ଖେଳାଯିବାକୁ ଥିବା…