ମହାରାଷ୍ଟ୍ରରେ ଶିବସେନା ଏବଂ ଏନସିପିର ମିଳିତ ମେଣ୍ଟରେ ଗଠନ ହେବ ସରକାର, ବାହ୍ୟ ସମର୍ଥନ ଦେବେ କଂଗ୍ରେସ !
ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ବିଜେପି ଏବଂ ଶିବସେନା ପକ୍ଷରୁ ସମସ୍ତ ପ୍ରୟାସ ଜାରି ରହିଥିବାବେଳେ ଅନ୍ୟପଟେ ଏହା ଶୁଣିବାକୁ ମଧ୍ୟ ମିଳୁଛି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଏବଂ ଶିବସେନା ମିଳିତ ଭାବେ ମହାରାଷ୍ଟ୍ରରେ ସରକାର ଗଢିପାରନ୍ତି ଏବଂ କଂଗ୍ରେସ ତାଙ୍କୁ ବାହ୍ୟ ସମର୍ଥନ…