Browsing Tag

khabar-latest

ମୁଭି ଷ୍ଟାଇଲରେ ହାଇଦ୍ରାବାଦ ଗଣବଳାତ୍କାରର ଚାରି ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର

ହାଇଦ୍ରାବାଦର ପଶୁ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ସହ ଘଟିଥିବା ସେହି ଲୋମହର୍ଷଣକାରୀ ଘଟଣାକୁ ନେଇ ପୁରା ଦେଶବାସୀଙ୍କ ରକ୍ତ ଗରମ ହୋଇ ରହିଥିଲା । ଚାରିଜଣ ଯାକ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ରାଜରାସ୍ତାଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଚାରିଆଡ଼େ ମାହୋଲ ଗରମ ରହିଥିଲା । ଆଜି କିନ୍ତୁ…

ଜାଣନ୍ତୁ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ବିଷୟରେ କିଛି ରୋଚକ କଥା

ଗୁଗୁଲ ସିିଇଓ, ସୁନ୍ଦର ପିଚାଇ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ । ଭାରତୀୟ ମାନଙ୍କ ପାଇଁ ଗର୍ବ ତଥା ଏକ ଉଦାହରଣ । ସଦ୍ୟ ପ୍ରକାଶିତ ଖବର ଅନୁଯାୟୀ ବର୍ତ୍ତମାନ ତାଙ୍କୁ ନୂତନ ଦାୟିତ୍ୱ ମଧ୍ୟ ମିଳିଯାଇଛି । ଗୁଗୁଲର ପ୍ୟାରେଣ୍ଟାଲ କମ୍ପାନୀ, ଆଲଫାବେଟ ପକ୍ଷରୁ ସୁନ୍ଦର ପିଚାଇଙ୍କୁ ବର୍ତ୍ତମାନ ମୁଖ୍ୟ…

ପିଆଜର ଦରବୃଦ୍ଧିକୁ ନେଇ ଏଭଳି କିଛି ମଜାଳିଆ ମନ୍ତବ୍ୟ ଦେଲେ ନିର୍ମଳା ସୀତାରମଣ

ଯେମିତିକି ଦେଶରେ ପିଆଜର ଆକାଶ ଛୁଆଁ ଦର ସମସ୍ତଙ୍କ ଆଖିରେ ଲୁହ ନେଇ ଆସିଛି ଏବଂ ଏହା ଉପରେ ଅଙ୍କୁଶ ଲଗାଇବାରେ ସରକାରଙ୍କର ସମସ୍ତ ପ୍ରୟାସ ବିଫଳ ହେବା ଦେଖା ଦେଉଛି । ଏହି ପ୍ରସଙ୍ଗକୁ ନେଇ ବୁଧବାର ଲୋକସଭାରେ ବିରୋଧୀ ନେତାମାନେ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ଏମିତିରେ…

ଚିଦାମ୍ବରମଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁରୀ କଲେ ସୁପ୍ରିମ କୋର୍ଟ

ସୁପ୍ରିମ କୋର୍ଟ ପକ୍ଷରୁ ଆଜି ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡିଆ ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛି । ଚିଦାମ୍ବରମ ଦୀର୍ଘ ୧୦୫ ପର୍ଯ୍ୟନ୍ତ ଜେଲରେ ବନ୍ଦୀ ଥିଲେ । ତାଙ୍କୁ ସିବିଆଇ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ୨୧ ଅଗଷ୍ଟରେ ଗିରଫ…

‘ବିକ୍ରମ ଲ୍ୟାଣ୍ଡର’ ଠାବ କରିବାରେ ନାସା ଠାରୁ ବହୁ ଆଗରେ ରହିଛି ଇସ୍ରୋ, କିଛି ଏପରି କହି ସ୍ପଷ୍ଟ କଲେ କେ.ଶିବନ

ଚନ୍ଦ୍ରପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଲ୍ୟାଣ୍ଡର ବିକ୍ରମକୁ ନାସାର ଏଲଆରଓ ଠାବ କରିବା ପୂର୍ବରୁ ଚନ୍ଦ୍ରାୟାନ-୨ର ଅରବିଟର ଏହାକୁ ଠାବ କରିସାରିଥିଲା ବୋଲି ଇସ୍ରୋ ମୁଖ କେ. ଶିବନ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଅନେକ ଦିନ ପୂର୍ବରୁ ଆମେ ଆମ ୱେବସାଇଟ ମାଧ୍ୟମରେ ଏହି…

ପୃଥ୍ୱୀ-୨ର ସଫଳ ପରୀକ୍ଷଣ

ଭାରତ ମଙ୍ଗଳବାର ମଧ୍ୟ ରାତ୍ରିରେ ପରମାଣୁ ଶକ୍ତି ସମ୍ପନ୍ନ ମିସାଇଲ ପୃଥ୍ୱୀ-୨ର ସଫଳ ପରୀକ୍ଷଣ କରିଛି । ବାଲେଶ୍ୱରର ଚାନ୍ଦିପୁରରେ ଏହାର ସଫଳ ପରୀକ୍ଷଣ କରାଯାଇଥିବାବେଳେ ଏହା ପୂର୍ବରୁ ମଧ୍ୟ ନଭେମ୍ବର-୨୦ରେ ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିଲା । ମିଳିଥିବା ସୂଚନା ଏହାର ପରୀକ୍ଷଣ…

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର

ବିଶ୍ୱ ଏଡ୍‍ସ ଦିବସ ଉପଲକ୍ଷେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ର କର୍ପୋରେଟ୍‍ ସାମାଜିକ ଦାୟିତ୍ୱବୋଧ (ସିଏସ୍‍ଆର) ଶାଖା ରିଲାଏନ୍ସ ଫାଉଣ୍ଡେସନ୍‍ ପକ୍ଷରୁ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାଠାରେ ଟ୍ରକ୍‍ ଡ୍ରାଇଭର୍‍ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।…

ରାଜ୍ୟସଭାରେ ପାସ ହେଲା ଏସପିଜି ସଂଶୋଧନ ବିଲ

ରାଜ୍ୟସଭାରେ ମଙ୍ଗଳବାର ଦିନ ଏସପିଜି ସଂଶୋଧନ ବିଲ ପାସ ହୋଇଯାଇଛି । ଯୁକ୍ତିତର୍କ ସମୟରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ‘ଆମେ ପରିବାରକୁ ନୁହେଁ ବରଂ ପରିବାରବାଦକୁ ବିରୋଧ କରୁଛୁ । ’ ସେ କହିଛନ୍ତି ଯେ, ‘କେବେବି ସିକ୍ୟୁରିଟି ଷ୍ଟାସସ ସିମ୍ବଲ ହୋଇପାରିବ ନାହିଁ । ଏସପିଜିର ନୂଆ…

ଦୁଷ୍କର୍ମକାରୀଙ୍କୁ ସର୍ବସାଧାରଣରେ ପିଟିପିଟି ମାରିଦେବା ଉଚିତ ବୋଲି ଚରମ ବାଣୀ ଶୁଣାଇଲେ ଜୟା ବଚ୍ଚନ

ହାଇଦ୍ରାବାଦରେ ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର କରାଯିବା ପରେ ଜୀବନ୍ତ ପୋଡ଼ି ହତ୍ୟା କରିବା ମାମଲାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ସୋମବାର ଏହି ମାମଲା ସଂସଦରେ ଉଠିଛି। ରାଜ୍ୟସଭାରେ କଂଗ୍ରେସର ବିରୋଧୀ ଦଳ​‌ ନେତା ଗୁଲାମନବୀ ଆଜାଦ ଏହି ମାମଲା ଉଠାଇବା…

ମହାରାଷ୍ଟ୍ରରେ ପୁଣି ଲାଗିପାରେ ବିଜେପିକୁ ଶକ୍ତ ଝଟକା

ମହାରାଷ୍ଟ୍ରରେ ରାଜନୀତିରେ ନିଜ ଫେସବୁକ ପୋଷ୍ଟ ଜରିଆରେ ହଇଚଇ ସୃଷ୍ଟି କରୁଥିବା ନେତ୍ରୀ ତଥା ପୂର୍ବତ୍ତନ ମନ୍ତ୍ରୀ ପଙ୍କଜା ମୁଣ୍ଡେ ବର୍ତ୍ତମାନ ଟ୍ୱିଟରେ ଚାଞ୍ଚଲ୍ୟ ଖେଳାଇ ଦେଇଛନ୍ତି । ସେ ଟ୍ୱିଟର ବାୟୋରେ ନିଜ ଦଳର ନାମ କାଟି ଦେଇଥିବାବେଳେ ଏହା ପରେ ତାଙ୍କ ଦଳ ଅଦଳବଦଳକୁ ନେଇ ଲାଗି…