Browsing Tag

jiban-latest

ଘରେ ରଖନ୍ତୁ ଏହି ସବୁ ବସ୍ତୁ ଭାଗ୍ୟରେ ଉନ୍ନତି ଆସିବ

ବାସ୍ତୁ ସହ ଚାଇନିଜ ବାସ୍ତୁ ଲାଫିଙ୍ଗ ବୁଦ୍ଧ ମଧ୍ୟ ଜୀବନ ସମସ୍ୟା ଦୂର କରିବା ଦିଗରେ ଏକ ଉତ୍ତମ ସାଧନା ଅଟେ । ଲାଫିଙ୍ଗ ବୁଦ୍ଧ ଆମ ଜୀବନଶୈଳୀରେ ସାମିଲ ହୋଇସାରିଛି । ଅଧିକାଂଶ ଲୋକଙ୍କ ଘରେ ଆଜିକାଲି ଲାଫିଙ୍ଗ ବୁଦ୍ଧ କିମ୍ବା ୱିଣ୍ଡଚାମ ରଖିଥିବାର ଦେଖିବାକୁ ମିଳୁଛି । ଲାଫିଙ୍ଗ ବୁଦ୍ଧ…

ଏହି ସବୁ ରୋଗରୁ ମୁକ୍ତି ପାଇଁ ଖାଆନ୍ତୁ ରସୁଣ

ଖାଲି ପେଟରେ ଏକ କୋଲା ଖାଇଲେ ବହୁ ରୋଗ ବେମାରୀରୁ ସହଜରରେ ମୁକ୍ତି ମିଳିଥାଏ । ନିୟମିତ ଖାଦ୍ୟରେ ରସୁଣ ସାମିଲ କରିବା ଦ୍ୱାରା କେବଳ ଥଣ୍ଡା ରୋଗରୁ ମୁକ୍ତି ମିଳିନଥାଏ ଅଧିକାଂଶ ରୋଗରୁ ମଧ୍ୟ ଆରାମ ମିଳିଥାଏ । ରସୁଣର ଫାଇଦା ବିଷୟରେ ଆୟୁର୍ବେଦ ସହିତ ଏଲୋପାଥିକ ଚିକିତ୍ସାରେ ମଧ୍ୟ ବର୍ଣ୍ଣନା…

ଅଶୁଭ ସମୟ ଦୂର କରିବ ମାଟି ପଦାର୍ଥ

ଜ୍ୟୋତିଷ ଶାସ୍ତ୍ରରେ ମାଟିକୁ ମଙ୍ଗଳର କାରକ ବୋଲି କୁହାଯାଏ । ଏହାର ଉପଯୋଗରେ ମଙ୍ଗଳ ଦୋଷ ଦୂର ହୋଇଥାଏ । ଏହି କାରଣରୁ ମାଟିକୁ ଜୀବନରେ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି । ମାଟିର ଉପଯୋଗ କରି ଆମେ ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ମଙ୍ଗଳ କାରଣରୁ ଉପୁଜୁଥିବା ପ୍ରତିବନ୍ଧକକୁ ସାମ୍ନା…

ଖରାଦିନେ ଆପଣ ଫିଟ୍ ରହିବାକୁ ଚାହୁଁଛନ୍ତି କି ?

ଗ୍ରୀଷ୍ମ ଋତୁରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ହୋବାକୁ ଲାଗିଛି । ଏହି ଅସମ୍ଭାଳ ତାପମାତ୍ରାକୁ ନିୟନ୍ତ୍ରଣ କରିବା କଷ୍ଟକର କିନ୍ତୁ ଏହି ସମୟରେ ସ୍ୱାସ୍ଥ୍ୟର ସ୍ୱତନ୍ତ୍ର ଧ୍ୟାନ ନେବା ଆବଶ୍ୟକ । ଆସନ୍ତୁ ଜାଣିବା ଏହି ସମ୍ବନ୍ଧୀୟ କିଛି ଟିପ୍ସ । ୧. ହାଇଡ୍ରେଟେଟ ରୁହନ୍ତୁ –ଖରାଦିନେ ନିଜକୁ…

ସୂର୍ଯ୍ୟଦୋଷ ଦୂର କରିବା ପାଇଁ ପିନ୍ଧନ୍ତୁ ତମ୍ବାମୁଦି

ଲୋକମାନେ ଗ୍ରହ ଶାନ୍ତି ପାଇଁ କିମ୍ବା ଗ୍ରହଦୋଷ ଦୂର କରିବା ପାଇଁ ବିଭିନ୍ନ ଧାତୁର ମୁଦି ହାତରେ ପିନ୍ଧିଥାନ୍ତି । ଅଲଗା ଅଲଗା ଗ୍ରହ ପାଇଁ ଅଲଗା ଅଲଗା ଧାତୁ ରହିଛି । କିନ୍ତୁ ସମସ୍ତ ଗ୍ରହଙ୍କ ରାଜା ହେଉଛନ୍ତି ସୂର୍ଯ୍ୟ ଦେବତା । ସେହିପରି ଜ୍ୟୋତିଷଶାସ୍ତ୍ରରେ ତମ୍ବାକୁ ସୂର୍ଯ୍ୟଙ୍କର ଧାତୁ…

ତ୍ୱଚାରୁ ଲୋମ ଦୂର କରିବା ଉପାୟ

କେତେକ ମହିଳାଙ୍କ ମୁହଁରେ ଅନାବଶ୍ୟକ ଲୋମ ଦେଖିବାକୁ ମିଳିଥାଏ । ଏହା ଦ୍ୱାରା ସୌନ୍ଦର୍ଯ୍ୟ ଅନେକାଂଶରେ ପ୍ରଭାବିତ ହୋଇଥାଏ । କେତେକ ଘରୋଇ ଉପଚାର ଆପଣାଇ, ଆପଣ ଏହି ସମସ୍ୟାକୁ ଦୂର କରିପାରିବା ସହ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବ । ୧. ଲେମ୍ବୁ ଓ ଚିନିର ମିଶ୍ରଣ – ସମାନ ପରିମାଣର…

କଳା ଲୁଣ ପାଣି ପିଇବାର ଉପକାରିତା

୧. ପ୍ରସ୍ତୁତି ପ୍ରଣାଳୀ- ଗୋଟେ ଚାମଚ ଉଷୁମ ପାଣିରେ ଛୋଟ ଚାମଚରେ ଲୁଣ ଆଣି ମିଶ୍ରଣ କରନ୍ତୁ । ଏହାକୁ ପ୍ରତିଦିନ ସକାଳୁ ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ୨. ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ – ଏହି ପାଣି ପିଇବା ଦ୍ୱାରା ବ୍ରଣ, ଦାଗ ଆଦି ସହଜରୁ ଆରାମ ମିଳିଥାଏ । କାରଣ ଏହି ଲୁଣ…

ରୋଗ ନାଶକାରୀ ମହୁ

ବହୁ ପୁରାତନ କାଳରୁ ମହୁ ଔଷଧୀ ପାଇଁ ବ୍ୟବହୃତ ହୋଇ ଆସୁିଛି । ଏହାର ଆଣ୍ଟିଆକ୍ସିଡାଣ୍ଟ ଏବଂ ଆଣ୍ଟିଫଙ୍ଗାଲ ଗୁଣ ବହୁ ରୋଗରୁ ମୁକ୍ତି ପ୍ରଦାନ କରିଥାଏ । ମହୁ ବଜାରରେ ସହଜରେ ଉପଲବ୍ଧ ହେଉଥିବା ବେଳେ ଏହା ଛୋଟରୁ ବଡ ପର୍ଯ୍ୟନ୍ତ ସଭିଏଁ ବ୍ୟବହାର କରିପାରିବେ । ଆସନ୍ତୁ ଜାଣିବା ମହୁର କିଛି…

ମଧୁମେହ ଓ ଶ୍ୱାସରୋଗ ପାଇଁ ଆମ୍ବପତ୍ର

ଆମ୍ବ ଆମ ଶରୀର ପାଇଁ ଯେତିକି ଲାଭଦାୟକ ତାର ପତ୍ର ମଧ୍ୟ ସେତିକି ଗୁଣକାରୀ । ଛୋଟ, କଅଁଳିଆ, ସବୁଜ ଓ ଲାଲରଙ୍ଗର ଆମ୍ବପତ୍ରଗୁଡିକରେ ସ୍ୱାସ୍ଥ୍ୟପ୍ରଦ ଗୁଣ ରହିଛି । ଆମ୍ବପତ୍ର କିଛି ବିଶେଷ ଗୁଣ ବିଷୟରେ ଆସନ୍ତୁ ଜାଣିବା । ଶରୀରରେ ଶର୍କରାକୁ ନିୟନ୍ତ୍ରିତ କରିଥାଏ - ଆମ୍ବପତ୍ରରେ ବହୁ…

ତ୍ୱଚା ଏବଂ କେଶ ପାଇଁ ଉପକାରୀ କଫି

କଫି ଏକ ପାନୀୟ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ତ୍ୱଚାର ଉଜ୍ୱଳତା ବୃଦ୍ଧି ତଥା କେଶର ବୃଦ୍ଧି କରିବା ପାଇଁ ବ୍ୟବହାର କରିହେବ । ଏହା ବଜାରରେ ସହଜରେ ଉପଲବ୍ଧ ହେଉଥିବା ବେଳେ ଏହାର ବ୍ୟବହାର ମଧ୍ୟ ଖୁବ ସହଜ । କଫିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ତ୍ୱଚାରେ ଚମକ ଆଣିବା ସହିତ କେଶ ପାଇଁ ମଧ୍ୟ ଉପଯୋଗୀ…