ଋଣ ବୋଝରେ ବୁଡିଥିବା ଚାଷୀ ହେଲେ ବିଧାୟକ
ଭାରତୀୟ ଗଣତନ୍ତ୍ରରେ କେତେବେଳେ ବି କିଛି ଘଟିପାରେ । ୧୧ ଡିସେମ୍ବରରେ ପ୍ରକାଶ ପାଇଥିବା ବିଧାନସଭା ଫଳାଫଳରେ ଏକ ଅଜବ ଉଦାହରଣ ଦେଖିବାକୁ ମିଳିଛି । ଚଳିତ ନିର୍ବାଚନରେ ଏଠାରେ ଜଣେ ଋଣରେ ବୁଡିଥିବା ଚାଷୀ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ଏଇ ବିରଳ ସଫଳତା ନିଜ ନାମରେ କରିଛନ୍ତି ।…