Browsing Tag

Bises-latest

ଦୁନିଆର ଏଭଳି ଏକ ଦେଶ ଯେଉଁଠାରେ ମା’ ବାପା ବିକ୍ରି କରିଥାନ୍ତି ନିଜ ନାବାଳିକା ଝିଅଙ୍କୁ

ଆଜି ଆମେ ଆପଣଙ୍କୁ ଏଭଳି ଏକ ଦେଶ ସଂପର୍କରେ କହିବାକୁ ଯାଉଛୁ, ଯେଉଁଠାରେ ନାବାଳିକ ଝିଅଙ୍କୁ ସର୍ବସାଧାରଣରେ ବିକ୍ରିି କରାଯାଇଥାଏ । ଏହି କାମ କୌଣସି ଦଲାଲ କିମ୍ବା ବ୍ୟକ୍ତି ବିଶେଷ କରି ନଥାନ୍ତି ବରଂ ନାବାଳିକାଙ୍କ ମା’ ନିଜେ ହିଁ ସେମାନଙ୍କୁ ସର୍ବସାଧାରଣରେ ବିକ୍ରି କରିଥାନ୍ତି । ଏହି…

ଅଜବ କ୍ରିକେଟ ପ୍ରେମୀ, ଜାଣନ୍ତୁ ତାଙ୍କ ସଂପର୍କରେ କିଛି କଥା ?

ପ୍ରାୟତଃ ଖେଳ ଏବଂ ଖେଳାଳୀଙ୍କ ପାଇଁ ପ୍ରଶଂସଙ୍କ ମଧ୍ୟରେ ପାଗଳପଣର ଦୃଶ୍ୟ ଦେଖିବାକୁ ମିଳୁଥିବାବେଳେ ସେହି ପ୍ରଶଂସକଙ୍କ ମଧ୍ୟରେ ଏଭଳି କେତେକ ବ୍ୟକ୍ତି ଅଛନ୍ତି ଯିଏକି ପ୍ରକୃତ ପ୍ରଶଂସକ ରୂପରେ ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି । ସେମାନେ ତାଙ୍କ ହିରୋଙ୍କ ପାଇଁ କିଛି ବି କରିପାରିବେ ଏବଂ…

ପ୍ରେମରେ ଏପରି ବି ହୁଏ, ଜଣେ ବ୍ୟକ୍ତିକୁ ବିବାହ ପାଇଁ ରାଜି ହେଲେ ଦୁଇ ଯୁବତୀ

ଭଲପାଇବାର ପରିଭାଷା ସ୍ଥଳ ବିଶେଷରେ ଭିନ୍ନ ଭିନ୍ନ ହୋଇଥିବାବେଳେ କେତେକ କ୍ଷେତ୍ରରେ ନିଜର ମନର ମଣିଷକୁ ଅନ୍ୟ ସହ ବାଣ୍ଟିବାରେ ମଧ୍ୟ କେତେକଙ୍କୁ ଆତ୍ମ ସନ୍ତୋଷ ମିଳିଥାଏ । ଏହି ଘଟଣା କ୍ରମେ ଛତିଗଡରର ଦନ୍ତୱାଡାରେ ଏକ ଅଦ୍ଭୁତପୂର୍ବ ଘଟଣା ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ ସେଠାରେ ଏକ…

ମୋଦିଙ୍କ ପୂର୍ବରୁ କେଉଁମାନେ ଭାରତର ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇ ସାରିଛନ୍ତି, ଆସନ୍ତୁ ଜାଣିବା

୩୦ ମେ ୨୦୧୯ରେ ପ୍ରଧାନମନ୍ତ୍ରୀ ରୂପେ ପୁଣିଥରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଲୋକସଭା ନିର୍ବାଚନ ୨୦୧୯ ବିଜେପି ପୁଣି ଥରେ ବହୁମତ ପାଇ ଦେଶରେ ସରକାର ଗଢିବାକୁ ଯାଉଛି । ମୋଦି ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି, ଏନଡିଏ ପକ୍ଷରୁ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ…

ଧନଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘରେ ରଖନ୍ତୁ ଏହି ସମସ୍ତ ପାଳିତ ପଶୁ

ଧନ, ଜଶ ପ୍ରାପ୍ତୀ ପାଇଁ ଲୋକମାନେ କ’ଣ ବା ନକରନ୍ତି । କିଏ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରେ ତ ଆଉ କିଏ ଗରିବଙ୍କୁ ଦାନ, ଦକ୍ଷିଣା କରିଥାନ୍ତି । କିନ୍ତୁ ଏତତ୍ ବାଦ ଆପଣଙ୍କ ମଧ୍ୟ ଟଙ୍କା ପାଣି ଭଳି ବୋହି ଯାଇଥାଏ ହେଲେ କୌଣସି ସୁଫଳ ମିଳିନଥାଏ । କିନ୍ତୁ ଆପଣ ଖୁବ ସହଜରେ ଏହି ସମସ୍ୟାର…

କ୍ରିକେଟ ଇତିହାସରେ ଏକ ବିରଳ ରେକର୍ଡ, ୦ ରେ ଅଲଆଉଟ ହେଲେ ସମସ୍ତ ଖେଳାଳୀ

୦,୦,୦,୦,୦,୦,୦,୦,୦,୦! ଏହାକୁ ଦେଖି ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବା । କିନ୍ତୁ କେରଳସ୍ଥିତ ‘କସାରୋଗୋଡ’ରେ ଖେଳୁଥିବା ଏକ ମହିଳା ଅଣ୍ଡର-୧୯ ଟିମ ଏହି ସ୍କୋର କରି ଅଲଆଉଟ ହୋଇଯାଇଥିଲେ । ଏହାକୁ ଶୁଣି, ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ । ଏହି ସ୍କୋର ଅନ୍ତଃ ଜିଲ୍ଲା…

ସାପକୁ ମାରି ପ୍ରତିଶୋଧ ନେଲା ନିଜେ ସାପ ଦ୍ୱାରା ଦଂଶନ ହୋଇଥିବା ବ୍ୟକ୍ତି

ଗୁଜୁରାଟ ୱଡୋଦରା ଠାରେ ଏକ ଅଦ୍ଭୁତପୂର୍ବ ଘଟଣା ଘଟିଥିବାର ଦୃଶ୍ୟ ସାମନାକୁ ଆସିଛି । ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଘଟଣାଟି ଏହା ଯେ, ଜଣେ ବ୍ୟକ୍ତିକୁ ଏକ ବିଷଧର ସାପ କାମୁଡିଲା ପରେ ଉକ୍ତ ବ୍ୟକ୍ତିଟି ନିଜେ କ୍ରୋଧର ବଶବର୍ତ୍ତୀ ହୋଇ ସେ ନିଜେ ସାପଟିକୁ ଦାନ୍ତରେ କାମୁଡି…

ବାତ୍ୟା ‘ଫନି’ର ସଫଳ ମୁକାବିଲା ପାଇଁ ନବୀନଙ୍କୁ ଚାରିଆଡୁ ପ୍ରଶଂସା

ସାମୁଦ୍ରିକ ଝଡ ‘ଫନି’ର ତାଣ୍ଡବ ପରେ ରାଜ୍ୟରେ ଚାରିଆଡେ ହା ହା କାର ହୋଇ ପଡିଛି । ସ୍ତିତିକୁ ପୁନର୍ବାର ସାଧାରଣ କରିବା ପାଇଁ ରାଜ୍ୟ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ମାନଙ୍କ ସହ ରାଜ୍ୟର ପୋଲିସ, ପ୍ରଶାସନ, ସ୍ବେଛାସେବୀ ସଂଗଠନ ମାନେ ଲାଗି ପଡିଛନ୍ତି । ରାଜଧାନୀରେ କିଛି ଅଂଚଳରେ…

ଭାରତର ଫିଚର୍ ଫୋନ୍ ବଜାରରେ ଅଗ୍ରଣୀ ହାସଲ କଲା ଜିଓଫୋନ୍

ଚଳିତ ବର୍ଷ (୨୦୧୯)ର ପ୍ରଥମ ତ୍ରୟମାସରେ ୩୦% ବଜାର ଅଂଶ ସହିତ ରିଲାଏନ୍ସ ଜିଓଫୋନ୍ ଭାରତର ଫିଚର୍ ଫୋନ୍ ବଜାରରେ ଅଗ୍ରଣୀ ସ୍ଥାନ ଦଖଲ କରିଥିବାି କାଉଟଂରପଏଂଟ୍ ରିସର୍ଚ ରିପୋର୍ଟରୁ ଜଣାପଡ଼ିଛି । ସ୍ମାର୍ଟଫୋନ୍ ବଜାରରେ ବିପୁଳ ସୁଯୋଗ ରହିଥିବା ବେଳେ ଭାରତର ୪୦ କୋଟି ଫିଚର୍ ଫୋନ୍…

୩୮୨ ଦିନ ଯାଏଁ ଉପବାସ ରହିଥିଲେ ଏହି ବ୍ୟକ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ଜଣେ ମଣିଷ କେତେ ଦିନ ଧରି ଉପବାସ ରହିପାରିବ ? ଆପଣମାନେ ଭାବୁଥିବେ ବେଶିରୁ ବେଶି ୫ ଦିନ କିମ୍ବା ୧୦ ଦିନ । କିନ୍ତୁ ଏହି ଉପବାସକୁ ନେଇ ଏଭଳି ଏକ କାହଣୀ ସାମନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସ୍କଟଲାଣ୍ଡରେ ବସବାସ କରୁଥିବା ‘ଅଙ୍ଗସ ବାରବେରୀ’ ନାମକ ଜଣେ…