ଧନଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘରେ ରଖନ୍ତୁ ଏହି ସମସ୍ତ ପାଳିତ ପଶୁ


ଧନ, ଜଶ ପ୍ରାପ୍ତୀ ପାଇଁ ଲୋକମାନେ କ’ଣ ବା ନକରନ୍ତି । କିଏ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରେ ତ ଆଉ କିଏ ଗରିବଙ୍କୁ ଦାନ, ଦକ୍ଷିଣା କରିଥାନ୍ତି । କିନ୍ତୁ ଏତତ୍ ବାଦ ଆପଣଙ୍କ ମଧ୍ୟ ଟଙ୍କା ପାଣି ଭଳି ବୋହି ଯାଇଥାଏ ହେଲେ କୌଣସି ସୁଫଳ ମିଳିନଥାଏ । କିନ୍ତୁ ଆପଣ ଖୁବ ସହଜରେ ଏହି ସମସ୍ୟାର ସମଧାନ କରିପାରିବେ । ତେବେ ଆସନ୍ତୁ ଜାଣିବା ସେହି ସରଳ ଉପାୟ ସଂପର୍କରେ ଯାହା ବ୍ୟବହାର ଦ୍ୱାରା ଆପଣ ନିଜେ ନିଜର ଘରେ ମଧ୍ୟ ଏହି ସମସ୍ୟାର ସମାଧାନ କରିପାରିବେ ।
ନିଜ ଘରେ ଧନ, ଜଶରେ ସମୃଦ୍ଧି ଲାଭ କରିବାକୁ ହେଲେ ଆପଣ କେତେକ ପାଳିତ ଜନ୍ତୁକୁ ପାଖରେ ରଖି ଏହାର ଖୁବ ସହଜରେ ସମାଧାନ କରିପାରିବେ ।
କୁକୁର – ପ୍ରାୟତଃ ଅଧିକାଂଶ ଲୋକମାନେ କୁକୁରକୁ ଦେଖି, ହେ..ହେ, ହୁସ..ହୁସ ହୋଇଥାନ୍ତି । କିନ୍ତୁ ସେମାନେ ଜାଣିନଥାନ୍ତି ଯେ, ଏହି କୁକୁର ହେଉଛି ଧନ ପ୍ରାପ୍ତିର ସବୁଠାରୁ ଉତ୍ତ ସ୍ରୋତ । କୁକୁରଙ୍କୁ ଘରେ ପାଳିବା ଏବଂ ତାଙ୍କୁ ସକାଳେ ଓ ସନ୍ଧ୍ୟାରେ ଦୈନିକ ଖାଦ୍ୟା ଦେବା ଦ୍ୱାରା ଆପଣଙ୍କ ଧନ ଏବଂ ଜଶରେ ସମୃଦ୍ଧି ଲାଭ ହୋଇଥାଏ । ଅଧିକାଂଶ ଲୋକ ଜାଣିନଥାନ୍ତି ଯେ, କୁକୁର ହେଉଛି ଧନର ଦେବତା ଭୈରବଙ୍କର ଭକ୍ତ ।
ବେଙ୍ଗ – ଯଦି ଆପଣ ଘରେ ବେଙ୍ଗ ପାଳୁଛନ୍ତି, ତେବେ ତାହା ଅହୁରୀ ଭଲ । ଏହା ଜୁରୁରୀ ନୁହେଁ ଯେ, ଆପଣ ଘରେ ଜିଆନ୍ତ ବେଙ୍ଗ ରଖିବେ ଏହା ଛଡା ଆପଣ ଘରେ ପିତଳ ବେଙ୍ଗ ମଧ୍ୟ ରଖି ପାରିବେ । ବେଙ୍ଗ ରଖିବା ଦ୍ୱାରା କେବଳ ଧନ ବୃଦ୍ଧି ହୁଏ ନାହିଁ ଏହା ଛଡା ଘରର ପରିବାର ସଦସ୍ୟ ରୋଗ ବ୍ୟାଧି ଠାରୁ ମଧ୍ୟ ଦୂରେଇ ରହିଥାନ୍ତି । ଦୈନିକ ଘରୁ ବାହାରିବା ସମୟରେ ଆପଣ ବେଙ୍ଗକୁ ଦେଖିକି ଯିବା ଦ୍ୱାରା ଆପଣଙ୍କ ଦିନ ଶୁଭରେ କଟିଥାଏ ।


Share It

Comments are closed.