Browsing Tag

Bises-latest

ଜାଣନ୍ତୁ ନବରାତ୍ରୀରେ ବଙ୍ଗାଳୀ ମହିଳାମାନେ କାହିଁକି ପିନ୍ଧନ୍ତି ଧଳା ଏବଂ ଲାଲ ରଙ୍ଗର ମିଶ୍ରିତ ଶାଢ଼ୀ

ନବରାତ୍ରୀ ସମୟରେ ବଙ୍ଗଳାରେ ଭବ୍ୟ ପୂଜାର ଆୟୋଜନ ହୋଇଥାଏ । ପୂର୍ବ ବଙ୍ଗଳାରେ ଏହି ଅବସରରରେ ସୁନ୍ଦର ମେଢ଼ ହୋଇଥାଏ ଏବଂ ମହିଳା ମାନେ ଲାଲ ଏବଂ ଧଳା ରଙ୍ଗର ଶାଢ଼ୀରେ ନଜର ଆସନ୍ତି । ଏମିତିରେ ବର୍ତ୍ତମାନ ଫ୍ୟାସନ ଦୃଷ୍ଟିରୁ ଲୋକମାନେ ଭିନ୍ନ ପୋଷାକ ପିନ୍ଧୁଛନ୍ତି, କିନ୍ତୁ ଲାଲ ଏବଂ ଧଳା ବର୍ଡର…

ଭଦ୍ରକ ଓ ବାଲେଶ୍ୱରରେ ଖୋଲିଲା ରିଲାଏନ୍ସ ସ୍ମାର୍ଟ ଷ୍ଟୋର୍

ରିଲାଏନ୍ସ ରିଟେଲର ବୃହତ ଆକାରର ଗ୍ରୋସରି ସୁପରମାର୍କେଟ ବ୍ରାଣ୍ଡ୍ ରିଲାଏନ୍ସ ସ୍ମାର୍ଟ ପକ୍ଷରୁ ଭଦ୍ରକ ଓ ବାଲେଶ୍ୱରରେ ପ୍ରଥମ ରିଲାଏନ୍ସ ସ୍ମାର୍ଟ ଷ୍ଟୋର ଖୋଲାଯାଇଛି । ଏହି ଦୁଇ ନୂଆ ରିଲାଏନ୍ସ ସ୍ମାର୍ଟ ଷ୍ଟୋର୍ ଜିଲ୍ଲାର କେନ୍ଦ୍ରୀୟ ଗହଳଚହଳ ସ୍ଥାନ ଭଦ୍ରକର ଛପୁଲିଆ ବାଇପାସରେ ଥିବା…

ଦେଢ ବର୍ଷରେ ବିଜେପୁରରେ ତିନି ଥର ନିର୍ବାଚନ

ବିଜେପୁରରେ ପୁଣିଥରେ ନିର୍ବାଚନ ହେବ । ଦେଢ ବର୍ଷ ମଧ୍ୟରେ ତିନିଥର ନିର୍ବାଚନ ହେଲାଣି । ପୂର୍ବବର୍ଷ ବିଧାୟିକା ରିତାରାଣୀ ସାହୁ ଏଥର ପୁଣି ଥରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିଜେପି ଏବଂ କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରାର୍ଥୀ ଘୋଷଣା କରାଯାଇଛି । ତିନୋଟି ପ୍ରମୁଖ ରାଜନୈତିକ ଦଳ…

ଜୀବନଶୈଳୀରେ ଏହିସବୁ ପରିବର୍ତ୍ତନ ମାଧ୍ୟମରେ ଆପଣ କ୍ୟାନସରକୁ ମଧ୍ୟ ମାତ ଦେଇପାରିବେ

ଲୋକମାନଙ୍କ ଉନ୍ନତି ପାଇଁ ବିକାଶ ଜରୁରୀ । ବିଗତ ୧୦୦ ବର୍ଷ ମଧ୍ୟରେ ମାନବ ଜାତି ଏପରି ସଫଳତା ହାସଲ କରପାରିିଛି ଯାହାକୁ ପ୍ରଥମେ ଅସମ୍ଭଵଃ ବୋଲି କୁହାଯାଉଥିଲା । ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗତି ଦ୍ୱାରା ଆମ୍ଭମାନଙ୍କ ଜୀବନ ଆମ୍ଭମାନଙ୍କ ପୂର୍ବପିଢ଼ିଙ୍କ ଠାରୁ ଅଧିକ ଆରାମଦାୟକ କରିପାରିଛି ।…

ପ୍ଲାଷ୍ଟିକ ଆବର୍ଜନା ପ୍ରତି ସଚେତନତା ପାଇଁ ୧୦୦ କିମି ପାଦରେ ଚାଲିଲେ ଦୀପକ

ପ୍ଲାଷ୍ଟିକ୍ ଅଜିକାଲି ଲୋକମାନଙ୍କ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଜଡ଼ିତ ହୋଇସାରିଛି । ଦୋକାନରୁ ଯେକୌଣସି ଜିନିଷ ଆଣିବା ପାଇଁ ପଲିଥିନ ଠାରୁ ଆରମ୍ଭ କରି ଜାତୀୟ ତଥା ଆନ୍ତର୍ଜାତୀୟ ବ୍ରାଣ୍ଡର ଉତ୍ପାଦକୁ ଗଚ୍ଛିତ ରଖିବା ପର୍ଯ୍ୟନ୍ତ ସବୁଠି ପ୍ଲାଷ୍ଟିକ ବହୁଳ ମାତ୍ରାରେ ବ୍ୟବହୃତ ହେଉଛି ।…

ଜାଣନ୍ତୁ ଆପେଆପେ ଗରମ ହୋଇଯାଉଥିବା ଏହି ଝରଣାର ରହସ୍ୟ

ଦୁନିଆରେ ଏମିତି ଅନେକ ରହସ୍ୟ ରହିଛି ଯାହା ଲୋକଙ୍କୁ ଚକିତ କରିଦେଇଥାଏ । ଏମିତି ଏକ ରହସ୍ୟ ତୁର୍କୀର ପମ୍ମୁକଲେ ପାହାଡ଼ରେ ଲୁଚି ରହିଛି । ଏଠାରେ ପ୍ରାକୃତିକ ରୂପରେ କେତେକ ସ୍ୱିମିଙ୍ଗ ପୁଲ ପ୍ରସ୍ତୁତ ହୋଇଛି ଯାହା ନିଜର ସୌନ୍ଦର୍ଯ୍ୟ ସମେତ ଲୋକଙ୍କ ପାଇଁ କୌତୁହଳ ର ବିଷୟ ହୋଇଯାଇଛି ଆଉ ଏହା…

ଗାନ୍ଧୀ ଜୟନ୍ତୀ ଅବସରରେ ଜାଣନ୍ତୁ ବାପୁଙ୍କ ସଂପର୍କରେ କିଛି ରୋଚକ କଥା

ଅକ୍ଟୋବର ୨ କେବଳ ଭାରତରେ ନୁହେଁ ବିରଂ ସାରା ବିଶ୍ୱ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । କାରଣ ଏହି ଦିବସରେ ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧୀ ଜନ୍ମ ଗ୍ରହଣ କରିଥିଲେ । ସେ ୧୮୬୯ ମସିହା ଅକ୍ଟୋବର ୨ରେ ଜନ୍ମ ଗ୍ରହଣ କରିଥିବାବେଳେ ଦେଶକୁ ସ୍ୱାଧନୀତା ଦେବାରେ ସେ ବେଶ…

ଏହି ଫଳ ପ୍ରତି ଥିଲା ଗାନ୍ଧିଜୀଙ୍କର ବିଶେଷ ଦୁର୍ବଳତା

ଚଳିତ ବର୍ଷ ଅକ୍ଟୋବର ୨ ତାରିଖ ଦିନ ପୁରା ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ପାଳନ କରିବାକୁ ଯାଉଛି । ଆମ ଦେଶର ସ୍ୱାଧିନତା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନକୁ ନେଇ ପ୍ରତ୍ୟେକ ଭାରତୀୟ ଗୌରବାନ୍ୱିତ । ଏହା ବ୍ୟତୀତ ତାଙ୍କର ପୃଥକ ଜୀବନଶୈଳୀ ମଧ୍ୟ ଅନେକଙ୍କୁ…

ଆପଣ ସ୍ୱପ୍ନ ଦେଖୁଛନ୍ତି କି, ତେବେ ସ୍ୱପ୍ନ ସମ୍ପର୍କିତ କ’ଣ ରହିଛି ରୋଚକ ତଥ୍ୟ ଜାଣନ୍ତୁ

ସ୍ୱପ୍ନ ହେଉଛି ଜୀବନର ସବୁଠାରୁ ରହସ୍ୟମୟ ଏବଂ ଅଭୁତପୂର୍ବ ଅନୁଭୂତି ଯାହାକୁ ଭଗବାନଙ୍କ ବାର୍ତ୍ତା ବୋଲି ମଧ୍ୟ ବିଶ୍ୱାସ କରାଯାଏ । ତେବେ ଏହି ସ୍ୱପ୍ନକୁ ନେଇ ଅନେକ କଳ୍ପନା ଜଳ୍ପନା କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କୀତ କେତେକ ରୋଚକ ତଥ୍ୟ । ମାତ୍ର ୫ମିନିଟ ଚାଲିବା ମଧ୍ୟରେ…

ଜିଓ କର୍ମଚାରୀଙ୍କ ଦ୍ୱାରା ‘ଜିଓ ସ୍ୱଚ୍ଛ ରେଳ ଅଭିଯାନ’

‘ସ୍ୱଚ୍ଛ ଭାରତ’ର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜି ଜିଓ ପକ୍ଷରୁ ଦେଶର ୯୦୦ଟି ରେଳ ଷ୍ଟେସନରେ ସଫେଇ ଅଭିଯାନ ହାତକୁ ନିଆଯାଇଛି । ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଦେଶ ବ୍ୟାପୀ ଆରମ୍ଭ କରାଯାଇଥିବା ‘ଜିଓ ସ୍ୱଚ୍ଛ ରେଳ ଅଭିଯାନ’ରେ ଜିଓ କର୍ମଚାରୀ, ସହଯୋଗୀ, ଅଂଶୀଦାର…