Browsing Tag

Bises-latest

ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇଥିବା କେତେକ ବିଶିଷ୍ଟ ନେତା

ଯେଉଁଭଳି କେନ୍ଦ୍ର ସରକାରଙ୍କର ମୁଖ୍ୟ ପ୍ରଧାନମନ୍ତ୍ରୀ ହୋଇଥାନ୍ତି ଠିକ ସେହିଭଳି ରାଜ୍ୟର ପ୍ରମୁଖ ମୁଖ୍ୟମନ୍ତ୍ରୀ ହୋଇଥାନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ୫ ବର୍ଷ ହୋଇଥିବାବେଳେ ଦେଶରେ ଏଭଳି କେତେକ ମୁଖ୍ୟମନ୍ତ୍ରୀ ଅଛନ୍ତି ଯିଏକି ଅନେକ ବର୍ଷ ଧରି ରାଜ୍ୟର ଶାସନ ଗାଦିରେ…

ସିସିଟିଭିରେ ଡକାୟତଙ୍କ ଏଟିଏମ ଭାଙ୍ଗିବାର ଦୃଶ୍ୟ ହେଲା କଏଦ

ଯେତେବେଳେ ଦୁଇ ପେଶାଗତ ଡକାୟତ ଏଟିଏମରୁ ଟଙ୍କା ଚୋରି କରିପାରିଲେ ନାହିଁ, ସେତେବେଳେ ସେମାନେ ସିଧା ଏଟିଏମ ମେସିନକୁ ଚୋରି କରିବା ପାଇଁ ଚେଷ୍ଟା କରୁଥିବାବେଳେ ସେଥିରେ ମଧ୍ୟ ଉଭୟ ଅସଫଳ ରହିଥିଲେ । ଏହି ଘଟଣାଟି ଅଷ୍ଟ୍ରେଲିଆର ଏକ ସପିଙ୍ଗ ମଲ ଭିତରର ଦୃଶ୍ୟ ହୋଇଥିବାବେଳେ ଚୋରିର ସମ୍ପୂର୍ଣ୍ଣ…

ଜାଣନ୍ତୁ ବ୍ଲାକ ଫ୍ରାଇଡେ ପଛର ପ୍ରକୃତ ଇତିହାସ

ନଭେମ୍ବର ଶେଷ ଗୁରୁବାରକୁ ଥ୍ୟାଙ୍କସଗିଭିଙ୍ଗ ଡେ ଭାବେ ପାଳନ କରାଯାଏ ଏବଂ ଠିକ ଏହାର ପରଦିନ ଆରମ୍ଭ ହୋଇଥାଏ ବ୍ଲାକ ଫ୍ରାାଇଡେ ଯେମିତିକ ନଭେମ୍ବର ୨୯ । ଏହି ଦିନ ଅନେକ ଷ୍ଟୋର ଏବଂ ଅନଲାଇନ ମାର୍କେଟ ଷ୍ଟୋର ଗୁଡ଼ିକ ସେଲର ଆରମ୍ଭ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କାହିିଁକି ଆରମ୍ଭ ହେଲା…

ସାମସଙ୍ଗ ଭାରତରେ ୧୨୦୦ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେବ

ସାମସଙ୍ଗ ଭାରତରେ ଏହାର ଆର ଏଣ୍ଡ ଡି ସେଂଟରକୁ ସୁଦୃଢ଼ କରିବା ପାଇଁ ଚଳିତ ବର୍ଷ ଭାରତର ଆଇଆଇଟି ଓ ଶୀର୍ଷ ଇଞ୍ଜିନିୟରିଂ କଲେଜରୁ ୧୨୦୦ ଇଞ୍ଜିନିୟରଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ଯୋଜନା କରୁଛି । କମ୍ପାନୀ ମଧ୍ୟ ନୂତନ ଆଇଆଇଟିରୁ ପ୍ରତିଭାସମ୍ପନ୍ନ ମାନବ ସମ୍ବଳ ଗ୍ରହଣ ପାଇଁ ଲକ୍ଷ୍ୟ…

୧୦୦ ଦିନ ପର୍ଯ୍ୟନ୍ତ ଶୋଇବାର ଚାକିରି, ବିଜେତାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଆମେରିକା ସ୍ପେଶ ଏଜେନ୍ସି ନାସା ସ୍ପେଶ ଷ୍ଟଡି ଅନୁଯାୟୀ ୨ ମାସ ପର୍ଯ୍ୟନ୍ତ ଶୋଇବା ପାଇଁ ବ୍ୟକ୍ତିଙ୍କୁ ୧୪ ଲକ୍ଷ ଟଙ୍କା ପୁରଷ୍କାର ରାଶି ପ୍ରଦାନ କରାଯାଉଥିବାବେଳେ ଠିକ ଏଭଳି କିଛି ଯୋଜନା ଭାରତର କର୍ଣ୍ଣାଟକରେ ଆରମ୍ଭ ହେବାକୁ ଯାଉଛି । କର୍ଣ୍ଣାଟକ ବେଙ୍ଗାଲୁରୁସ୍ଥିତ ଅନଲାଇନ ଫର୍ମ ୱିକଫିଟ…

ଭୁବନେଶ୍ୱରରେ ‘ଆର୍ଟିଷ୍ଟ କୋର୍ସ’ର ବ୍ୟବହାର କରି ସାଇକେଲ ଟ୍ରାକ ତିଆରି

ଏକ ସୁରକ୍ଷିତ, ପ୍ରଗତିଶୀଳ ଏବଂ ସୁଦୃଢ଼ ବିଶ୍ୱର ନିର୍ମାଣ ଦିଗରେ ପ୍ରତିଶ୍ରୁତି ସହ ନୁଭୋକୋର ନୂତନ ସମାଧାନ ସ୍ମାର୍ଟସିଟି ମିଶନରେ ଯୋଗଦାନ କରିଛି । ଭୁବନଶ୍ୱେର ସ୍ମାର୍ଟ ସିଟି ଲିମିଟେଡ(ବିଏସସିଏଲ) ପରିଯୋଜନା ପାଇଁ ଏକ ଉତ୍ସର୍ଗୀକୃତ ସାଇକେଲ ଟ୍ରାକ ବିଛାଇବା ପାଇଁ ନୁଭୋକୋ ‘ଆର୍ଟିଷ୍ଟ…

ଏଭଳି ଏକ ଗଛ, ଯେଉଁଥିରେ ଥରକେ ଫଳିଥାଏ ୪୦ ପ୍ରକାରର ଫଳ

ସାଧାରଣତଃ ଗୋଟିଏ ଗଛରେ ଗୋଟିଏ ପ୍ରକାରର ଫଳ ଫଳିପାରେ, କିନ୍ତୁ ଏପରି ମଧ୍ୟ ହୋଇପାରେ ଯେ ଗୋଟିଏ ଗଛରେ ୪୦ ପ୍ରକାରର ଫଳ ଫଳିପାରେ । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ୍ୟ ଏହା ବିଲକୁଲ ସତ । ଆମେରିକାର ଜଣେ ଭିଜୁଆଲ ଆର୍ଟ ପ୍ରଫେସର ଏପରି ଏକ ଅଦ୍ଭୁତ ଗଛ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ୪୦ ପ୍ରକାରର…

ହୋମ ଟାଉନରେ ଆକର୍ଷଣୀୟ ଇୟର ଏଣ୍ଡ୍ ସେଲ୍ ଅଫର

ଭାରତର ଲୋକପ୍ରିୟ ହୋମ ଟାଉନର ଲୋକପ୍ରିୟ “ଇୟର ଏଣ୍ଡ୍ ସେଲ୍” ପୁଣିଥରେ ଭୁବନେଶ୍ୱର, ସତ୍ୟନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ସାମ୍ନାରେ ଥିବା ଏହାର ଷ୍ଟୋରକୁ ବଡ ଧମାକା ସହ ଫେରିଆସିଛି । ଏହି ହୋମ୍ ଟାଉନ୍ ଷ୍ଟୋର୍ ଭାରତରେ କମ୍ପାନୀର ସର୍ବବୃହତ୍ ଷ୍ଟୋର୍ ମଧ୍ୟରୁ ଅନ୍ୟତ୍ତମ; ଏହି ଷ୍ଟୋରଟି…

ବିଶୁଦ୍ଧ ପାଣିର ଗୁଣବତ୍ତାରେ ଭୁବନେଶ୍ୱର ରହିଛି କେତେ ନମ୍ବରରେ, ଜାଣନ୍ତୁ

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବିତରଣ ମନ୍ତ୍ରୀ ରାମବିଳାସ ପାସୱାନ ଶନିବାର ଦିନ ପାଣିର ଗୁଣବତ୍ତାକୁ ନେଇ ଏକ ତାଲିକା ପ୍ରକାଶ କରିଛନ୍ତି । ଭାରତୀୟ ମାନକ ବ୍ୟୁରୋ ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଥିବାବେଳେ ଏହାକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, “କୌଣସି ସରକାରଙ୍କୁ ଦୋଷୀ…

କୁମ୍ଭୀର ସହ ଲଢେଇ କରି ଭଉଣୀ ଜୀବନ ବଞ୍ଚାଇଲା ଭାଇ

ଗତ ଶୁକ୍ରବାର ଦିନ ଫିଲିଫାଇନ୍ସ ପଲାୱାନ ଅଞ୍ଚଳରେ ଜଣେ ବାଳକ ବିଶାଳକାୟ କୁମ୍ଭୀର ସହ ଲଢେଇ କରି ନିଜ ଭଉଣୀର ଜୀବନ ବଞ୍ଚାଇ ଥିବାର ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ମୁତାବକ, ୧୨ ବର୍ଷିୟ ଝିଅଟି ତା’ଭାଇ ସହ ଏକ ନାଳ ଦେଇ ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାଶ୍ୱର୍କୁ…