ଜାନୁଆରୀ ୧୦ରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, କେଉଁ ରାଶି ଉପରେ କ’ଣ ପଢିବ ପ୍ରଭାବ, ଜାଣନ୍ତୁ
ଧାର୍ମିକ ମାନ୍ୟତା ଅନୁସାରେ ଗ୍ରହଣର ପ୍ରତ୍ୟେକ ରାଶି ଉପରେ ଭଲ ତଥା ଖରାପ ପ୍ରଭାବ ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ଆସନ୍ତା ଜାନୁଆରୀ ୧୦ ତାରିଖରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଏହି ଗ୍ରହଣ ରାତି ୧୦ଟା ୩୭ ମିନିଟ୍ରୁ ବିଳମ୍ବିତ ରାତି ୨ଟା ୪୨ ମିନିଟ୍ ପର୍ଯ୍ୟନ୍ତ ଜାରି ରହିଛି । ଏହି…