ପ୍ରିପେଡ କାର୍ଡ ନଖରେ ସ୍କ୍ରାର୍ଚ କରୁଛନ୍ତି କି ? ତେବେ ସାବଧାନ ହୋଇଯାନ୍ତୁ ହୋଇପାରେ ଆପଣଙ୍କୁ କ୍ୟାନସର


ଆଜିକାଲି ମୋବାଇଲ ରିଚାର୍ଜ କରିବା ପାଇଁ ପ୍ରିପେଡ କାର୍ଡର ବହୁଳ ବ୍ୟବହାର କରାଯାଉଛି । ଯଦି ଆପଣ ଏଥିପାଇଁ କାର୍ଡ ସ୍କାର୍ଚ କରୁଛନ୍ତି ତେବେ ଏହା ପୂର୍ବରୁ ସାବଧାନ ହୋଇଯାନ୍ତୁ କାରଣ ଏହା ଦ୍ୱାରା ଆପଣଙ୍କ କ୍ୟାନସର ହେବାର ଅନେକ ସମ୍ଭାବନା ରହିଛି । କିଛି ଦିନ ତଳେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ସ୍କାର୍ଚ କାର୍ଡର କୋଟିଙ୍ଗରେ ମହଜୁଦ ଥିବା ହେଭି ମେଟାଲ ଶରୀରକୁ ଗଲେ ଆପଣ କ୍ୟାନସର ଆକ୍ରାନ୍ତ କରିପାରେ । ତା’ଛଡା ପ୍ରିପେଡ ରିଚାର୍ଜ କୁପନର ସ୍କ୍ରାଚିଂ ଏରିଆ ସିଲଭର ନାଇଟ୍ରିକ୍ ଅକ୍ସାଇଡ ଦ୍ୱାରା କୋଟେଡ ହୋଇଥାଏ । ଏଥିସହିତ କୋଟିଂ ମ୍ୟାଟେରିଆଲରେ କ୍ୟାଡମିୟମ ଏବଂ ଆଲୁମିନିୟମ ମଧ୍ୟ ରହିଥାଏ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଧିକାଂଶ ଲୋକ ରିଚାର୍ଜ କାର୍ଡକୁ ନଖ ସାହାଯ୍ୟରେ ସ୍କ୍ରାର୍ଚ କରିଥାନ୍ତି । ଏହା ଦ୍ୱାରା କୋଟିଂ ମ୍ୟାଟେରିଆଲରେ ରହିଥିବା ସମସ୍ତ ବିିଷାକ୍ତ ପଦାର୍ଥ ନଖରେ ଜମା ହୋଇଥାଏ ।
ଏହା ପରେ ଆପଣ ଯେତେବେଳେ ଖାଦ୍ୟ ଖାଆନ୍ତି ତ ନଖରେ ଜମା ହୋଇଥିବା ଏହି କୋଟିଙ୍ଗ ମାଟେରିଆଲ ଖାଦ୍ୟ ସହିତ କିମ୍ବା ସ୍ମଲ ବଡି ଭେସେଲ୍ସ ମାଧ୍ୟମରେ ଶରୀରକୁ ଯାଇ ଆବଜାର୍ଭ ହୋଇଯାଏ । ବିଶେଷଜ୍ଞଙ୍କ ମୁତାବକ ସ୍କ୍ରାଚ କୋଟିଙ୍ଗରୁ ମିଳୁଥିବା କେମିକାଲ ଶରୀରକୁ ଯାଇ ଡିଏନଏକୁ ଡ୍ୟାମେଜ କରିଥାଏ । କିଛିଦିନ ପରେ ଶରୀରରେ କ୍ୟାନସର ଏଜେ କାର୍ସିନୋଜେନ ଡେଭଲପ ହୋଇଯାଏ । ଏହି କାରଣରୁ ଗ୍ଲାଡର କ୍ୟାନସର, ଲିଭର କ୍ୟାନସର କିମ୍ବା ବ୍ଲଡ କ୍ୟାନସର ହେବାର ସମ୍ଭାବନା ବଢିଯାଏ । ପରୀକ୍ଷା ସମୟରେ ପରୀକ୍ଷାର୍ଥୀମାନେ ମଧ୍ୟ ପ୍ରଶ୍ନ ପତ୍ର କିମ୍ବା କପି ନମ୍ବରକୁ ମଧ୍ୟ ସ୍କ୍ରାର୍ଚ କରିଥାନ୍ତି । ବେଳେବେଳେ କମ୍ପାନୀମାନେ ମଧ୍ୟ ପ୍ରଡକ୍ଟ ସହ ସ୍କ୍ରାର୍ଚ କାର୍ଡ ଦ୍ୱାରା ଗିଫ୍ଟର ବନ୍ଦୋବସ୍ତ କରିଥାନ୍ତି । ସେଥିପାଇଁ ଏହାକୁ କେବେବି ହାତରେ ସ୍କ୍ରାର୍ଚ କରିବା ପରିବର୍ତ୍ତେ କଏନରେ ସ୍କ୍ରାର୍ଚ କରନ୍ତୁ ।


Share It

Comments are closed.