ଥଣ୍ଡା ଏବଂ ପ୍ରଦୂଷଣରୁ ବଢ଼ିବ କରୋନା ଭାଇରସର ବିପଦ, ଏମସ ଡାଇରେକ୍ଟରଙ୍କ ଚେତାବନୀ
ଅନେକ ବିଶେଷଜ୍ଞ ଏହା ପୂର୍ବରୁ କହିଛନ୍ତି ଯେ ଶୀତ ଋତୁରେ କରୋନା ଭାଇରସ ଅଧିକ ହୋଇପାରେ। ଏଥି ସହିତ AIIMS ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିଆ ଏବେ ଆଉ ଏକ ଚେତାବନୀ ଦେଇଛନ୍ତି। ଡାକ୍ତର ଗୁଲେରିଆ କହିଛନ୍ତି ଯେ ପ୍ରଦୂଷଣରେ ସାମାନ୍ୟ ବୃଦ୍ଧି ହେଲେ କରୋନା ରୋଗ ଆହୁରି ବୃଦ୍ଧି ହୋଇପାରେ ।…