Browsing Category
ମନୋରଞ୍ଜନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ନଜର ଆସିବେ ବିବେକ ଓବରୋଏ
ଗୋଟିଏ ପଟେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନକୁ ନେଇ ପ୍ରସ୍ତୁତ ହୋଇଥିବା ଫିଲ୍ମ “ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର” ବିବାଦ ଘେରରେ ରହିଥିବାବେଳେ ଅନ୍ୟପଟେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନକୁ ନେଇ ଏକ ଫିଲ୍ମ ଖୁବ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି…
ସମସ୍ତଙ୍କ ସାମନାରେ ସଲମାନଙ୍କୁ ଏକ୍ସପୋଜ କଲେ ଭାଇ ଅରବାଜ
ବଲିଉଡର ଦବଙ୍ଗ ଖାନ ପୁଣି ଥରେ ନିଜ ବିବାହ ଏବଂ ସେକ୍ସ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏଥର ସଲମାନଙ୍କ ଭାଇ ଅରବାଜ ଖାନ ତାଙ୍କ ସେକ୍ସ ଲାଇଫକୁ ନେଇ ଅନେକ କଥା ସମସ୍ତଙ୍କ ସାମନାକୁ ଆଣିଛନ୍ତି । ଅରବାଜ ଏହି କଥାକୁ କପିଲ ଶର୍ମା ସୋ ମାଧ୍ୟମରେ ସମସ୍ତଙ୍କ ସାମନାରେ ଆଣିଥିଲେ । ଅରବାଜଙ୍କ…
୨୦୧୯ରେ ବଲିଉଡରେ ପାଦ ଥାପି ପାରନ୍ତି ଏହି ଚର୍ଚ୍ଚିତ ଚେହେରା
ବର୍ଷ ୨୦୧୮ରେ ଅନେକ ଷ୍ଟାର କିଡସ ଫିଲ୍ମ ଜଗତରେ ନିଜ କ୍ୟାରିୟର ଆରମ୍ଭ କରିବା ପାଇଁ ବଲିଉଡରେ ପାଦ ଥାପିଥିଲେ । ଯେଉଁଥିରେ ସାରାଅଲ୍ଲୀ ଖାନ ଏବଂ ଜାହ୍ନବୀ କପୁର ପ୍ରମୁଖ ଥିଲେ । ତେବେ ପୁରୁଣା ବର୍ଷ ବିତିଯାଇ ପୁଣିଥରେ ନୂଆ ବର୍ଷ ଆସିଛି । ପୂର୍ବ ବର୍ଷ ଭଳି ଠିକ ଏହି ବର୍ଷ ମଧ୍ୟ ଅନେକ ନୂଆ…
ଡିସନୀର ମ୍ୟାଜିକ ଦେଖନ୍ତୁ ଏବେ ଜିଓ-ସିନେମା ଆପରେ
ରିଲାଏନ୍ସ ଜିଓ ର ଡିଜିଟାଲ ଆପ ଜିଓ-ସିନେମା ଏବଂ ଡିସନୀ ଇଣ୍ଡିଆ ଏବେ ମିଳିତ ଭାବରେ ସବୁ ବୟସର ଲୋକମାନଙ୍କ ପାଇଁ ଡିସନୀ, ପିକସର, ମର୍ଭେଲ ଓ ଲୁକାଶ ଫିଲ୍ମ ଭଳି ଲୋକପ୍ରିୟ କାହାଣୀ ଓ ଚରିତ୍ର ସବୁକୁ ଜିଓ ଉପଭୋକ୍ତାମାନଙ୍କୁ ପ୍ରଦାନ କରିବେ । ପ୍ରଥମଥର ପାଇଁ ଜିଓ-ସିନେମା ଆପର ହୋମ ପୃଷ୍ଠାରେ…
ଅମୀର ଖାନଙ୍କ ସହ ସଂପର୍କକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ଦଙ୍ଗଲ ଗାର୍ଲ
ଅମୀର ଖାନ ଏବଂ ଦଙ୍ଗଲ ଗାର୍ଲ ‘ଫାତିମା ସନା ସେଖ’ଙ୍କ ମଧ୍ୟରେ ଗଢି ଉଠିଥିବା ସଂପର୍କକୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହୁଥିବାବେଳେ ଉଭୟ ଏହି ଘଟଣାକୁ ନେଇ ପୂର୍ବରୁ କେବେବି ମୁହଁ ଖୋଲିନଥିଲେ । ସେପଟେ ଅମୀରଙ୍କ ସହ ଗଢି ଉଠିଥିବା ସଂପର୍କକୁ ନେଇ ସାମ୍ବାଦିକମାନେ ଯେତେବେଳେ ‘ସନା’ଙ୍କୁ ଏହି…
ଆଜି ରିଲିଜ ହେବ ଶ୍ରୀଦେବୀଙ୍କ ଶେଷ ଫିଲ୍ମ
ଆପଣମାନେ ତ ସମସ୍ତେ ଜାଣିଥିବେ ଯେ, ବଲିଉଡର ଚୁଲବୁଲୀ ନାୟିକା ଶ୍ରୀଦେବୀ ଆଉ ଏ ଦୁନିଆରେ ନାହାନ୍ତି । ସେ ତାଙ୍କ ଅଭିନୟର ଯାଦୁ ବଳରେ ସମସ୍ତଙ୍କ ମନ ମୋହିବା ସହ ବଲିଉଡକୁ ଅନେକ ଗୁଡିଏ ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି । ସମସ୍ତେ ଭାବୁଥିବେ ଯେ, ତାଙ୍କ ଜୀବନର ଶେଷ ଫିଲ୍ମ ‘ମମ’ କିନ୍ତୁ ତାହା ସତ…
ଖୁବ ଶୀଘ୍ର ପରଦାକୁ ଆସିବ ଶାହାରୁଖଙ୍କ ଆଗାମୀ ଫିଲ୍ମ ‘ଡନ ୩’
ବଲିଉଡର ବାଦଶା ଶାହାରୁଖ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ‘ଜିରୋ’କୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମରେ ଶାହାରୁଖ ଏକ ବାମନ ବ୍ୟକ୍ତିର ଭୂମିକାରେ ନଜର ଆସିବେ, ଯାହାଙ୍କର ନାମ ‘ବୱଆ ସିଂହ’ ରହିଥିବାବେଳେ ସେପଟେ କ୍ୟାଟ୍ରିନା ଏକ ଅଭିନେତ୍ରୀଙ୍କ ଭୂମିକାରେ ନଜର ଆସିବେ । ଯାହଙ୍କ…
ରିଲିଜ ହେଲା ମଣିକର୍ଣ୍ଣିକାର ଟ୍ରେଲର
କଙ୍ଗନା ରାଣାୱତଙ୍କ ଆଗାମୀ ଏøତିହାସିକ ଡ୍ରାମା ଫିଲ୍ମ ମଣି କର୍ଣ୍ଣିକାର- ଦ କୁଇନ ଅଫ ଝାନସୀର ଟ୍ରେଲର ଆଜି ରିଲିଜ ହୋଇଯାଇଛି । ଏହି ଫିଲ୍ମର ଟ୍ରିଜର ପୂର୍ବ ମାସରେ ରିଲିଜ ହୋଇଥିବା ବେଳେ ଖୁବ ସକରାତ୍ମକ ପ୍ରତିକ୍ରିୟା ପାଇପାରିଥିଲା । ଫିଲ୍ମଟି ଭାରତୀୟ ଯୋଦ୍ଧା ଝାନସୀ ରାଣୀ ଲକ୍ଷ୍ମୀ…
ରଣବୀରଙ୍କ ସଫଳତା ଦେଖି ଭାବୁକ ହେଲେ ଦୀପିକା
ରବିବାର ମୁମ୍ବାଇରେ ଷ୍ଟାରସ୍କ୍ରିନ ଆୱାର୍ଡ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲିଉଡର ନବବିବାହିତ ଆଇଡଲ କପୁଲ ରଣବୀର ସିଂହ ଏବଂ ଦୀପିକା ପାଦୁକନ ମଧ୍ୟ ଯୋଗ ଦେଇଥିଲେ । ଉଭୟ ଏହି କାର୍ଯ୍ୟକ୍ରମରେ ପରସ୍ପରକୁ ମ୍ୟାଚିଙ୍ଗ କଲାଭଳି ବେଶ ପୋଷାକ ପରିଧାନ କରିଥିଲେ । ମୁମ୍ବାଇରେ ଆୟୋଜିତ…
ବ୍ରେକଅପ ପରେ ଭାଙ୍ଗିପଡିଛନ୍ତି ନେହା, ଏପରି କିଛି କୋହଭରା ଷ୍ଟାଟସ ଦେଇ ନିଜ ଦୁଃଖ ପ୍ରକାଶ କଲେ
ବଲିଉଡର ଲୋକପ୍ରିୟ ଗାୟିକା ‘ନେହା କକର’ଙ୍କର ବ୍ରେକଅପ ହୋଇସାରିଛି । ଆପଣ ଜାଣିଥିବେ ଯେ, ନେହା ଅନେକ ଦିନ ହେବ ବଲିଉଡ ଅଭିନେତା ହିମାଂଶ କୋହଲିଙ୍କ ସହ ରିଲେସନସିପରେ ଥିବାବେଳେ ଏବେ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ତେବେ ହିମାଂଶ ଏବଂ ନେହାଙ୍କ ମଧ୍ୟରେ ବ୍ରେକଅପ ହେବା…