Browsing Category
ମନୋରଞ୍ଜନ
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତା ‘ପ୍ରତିକ ବବର’
ଆଜି ହେଉଛି ବଲିଉଡ ଅଭିନେତା ତଥା ବରିଷ୍ଠ କଂଗ୍ରେସ ନେତା ‘ରାଜ ବବର’ଙ୍କ ପୁଅ ‘ପ୍ରତିକ ବବର’ଙ୍କ ବିବାହ ଉତ୍ସବ । ପ୍ରତୀକ ନିଜ ବାଲ୍ୟବନ୍ଧୁ ତଥା ପ୍ରେମିକା ‘ସନ୍ୟା ସାଗର’ଙ୍କୁ ବିବାହ କରିବାକୁ ଯାଉଛନ୍ତି । ଗତ ବର୍ଷ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିବାବେଳେ ଆଜି ହେଉଛି ତାଙ୍କ ବିବାହ…
ଅର୍ଜୁନ ଏବଂ ମଲାଇକାଙ୍କ ସଂପର୍କକୁ ନେଇ ଖୁସି ନାହାନ୍ତି ସୋନମ
ବଲିଉଡରେ ବର୍ତ୍ତମାନ ଅର୍ଜୁନ କପୁର ଏବଂ ମଲାଇକା ଅରୋରଙ୍କ ପ୍ରେମ ସଂପର୍କକୁ ନେଇ ଖୁବ ଜୋରସେ ଚର୍ଚ୍ଚା ହେବାରେ ଲାଗିଛି । ଅନେକ ଦିନ ଯାଏଁ ଉଭୟ ଲୁଚାଲୁଚି ପ୍ରେମ କଲା ପରେ ଏବେ ଉଭୟ ପରସ୍ପର ମଧ୍ୟରେ ଥିବା ସଂପର୍କକୁ ସମସ୍ତଙ୍କ ସାମନାରେ ଆଣିଛନ୍ତି । କିନ୍ତୁ ତାଙ୍କର ଏହି ପ୍ରେମ ସଂପର୍କକୁ…
ଲାୟନ୍ସ ଗୋଲ୍ଡ ଆୱାର୍ଡ ୨୦୧୯
ମୁମ୍ବ।ଇରେ ଗୁରୁବାର ଦିନ ଲାୟନ୍ସ ଗୋଲ୍ଡ ଆୱାର୍ଡର ୨୫ତମ ସଂସ୍କରଣର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଉଭୟ ବଲିଉଡ ଏବଂ ଟିଭିର କଳାକାରମାନେ ଗୋଟିଏ ଛାତ ତଳେ ଏକତ୍ର ହୋଇଥାନ୍ତି । ଏହି ପୁରସ୍କାର ବିତରଣ ଉତ୍ସବରେ ଭିକି କୌସଲ, ମୋନି ରୟ, ଜାହ୍ନବୀ କପୁର, ୱାରିନା ହୁସେନ, ନୁସରତ ଭାରୁଚା,…
ବିଜୁ ବାବୁଙ୍କ ଭୂମିକାରେ ନଜର ଆସିବେ ଅନୁଭବ
ଓଲିଉଡ଼ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଦ୍ୱାରା ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ନିର୍ମାଣ ଚଳଚ୍ଚିତ୍ରକୁ ନେଇ ଏକ ବୃହତ ଘୋଷଣା କରାଯାଇଛି । କଟକ ଆନନ୍ଦ ଭବନ ସମ୍ମୁଖ ଖ୍ରୀଷ୍ଟିଆନ୍ ପଡ଼ିଆରେ ୫୦୦୦ରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ଉପସ୍ଥିତ…
ABCD 3 ଜରିଆରେ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି ‘ଶକ୍ତି’
ବରୁଣ ଧୱନଙ୍କ ଆଗାମୀ ଫିଲ୍ମ ABCD 3 ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ପୂର୍ବରୁ ଏହି ଫିଲ୍ମରେ ବରୁଣ ଧୱନ ମୁଖ୍ୟ ଭୂମିକା ନିର୍ବାହ କରିବାକୁ ନିଶ୍ଚିତ ହୋଇସାରିଥିବାବେଳେ ଅନ୍ୟପଟେ ଟି.ଭି ଅଭିନେତ୍ରୀ ତଥା ଡ୍ୟାନସର ‘ଶକ୍ତି ମୋହନ’ ପ୍ରଥମ ଥର ପାଇଁ ଏହି ଫିଲ୍ମ ଜରିଆରେ ବଲିଉଡରେ ପାଦ…
ସର୍ଜିକାଲ ଷ୍ଟ୍ରାଇକ୍ ଆଧାରରେ ନିର୍ମିତ ଚଳଚ୍ଚିତ୍ର ‘ଉରି’ ହେଲା ରିଲିଜ୍
୨୦୧୬ ମସିହାରେ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀଙ୍କ ଉପରେ ଅତର୍କିତ ଆକ୍ରମଣ କରାଯାଇଥିଲା । ୨୦୧୬ ମସିହା ୧୮ ସେପ୍ଟେମ୍ବରରେ ଆତଙ୍କିଙ୍କ ଦ୍ୱାରା ଜାମ୍ମୁ କାଶ୍ମୀରର ଉରି ସେକ୍ଟରରେ ଆକ୍ରମଣର ଜବାବ ଦେବାକୁଯାଇ ୨୯ ସେପ୍ଟେମ୍ବର ୨୦୧୬ରେ ଭାରତ ପକ୍ଷରୁ ପାକିସ୍ତାନ ଅଧିକୃତ କାଶ୍ମୀର,…
ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଫରାନ-ଶିବାନୀ
ବଲିଉଡରେ ବର୍ତ୍ତମାନ ପ୍ରେମ ରୂତୁ ଚାଲିଥିବାବେଳେ ଏବେ ଆଉ ଜଣେ ପ୍ରେମୀ ଯୋଡିଙ୍କର ଚର୍ଚ୍ଚା ଖୁବ ଜୋରସେ ହେବାରେ ଲାଗିଛି । ଆପଣ ଭାବୁଥିବେ ସେହି ବ୍ୟକ୍ତି ଜଣକ କିଏ । ତେବେ ସେହି ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି ବରଂ ବଲିଉଡର ଜଣେ ଚର୍ଚ୍ଚିତ ଫିଲ୍ମ ନିର୍ମାତା ଫରାନ ଅଖତର । ବର୍ତ୍ତମାନ…
ଦର୍ଶକଙ୍କ ଠାରୁ ପୁଣିଥରେ ପ୍ରସଂଶା ସାଉଣ୍ଟି ପାରେ ‘ମୁନା ଭାଇ-୩’
ରାଜକୁମାର ହିରାନୀଙ୍କ ସୁପର ହିଟ ଫ୍ରାଞ୍ଚାଇଜ ‘ମୁନା ଭାଇ’ର ତୃତୀୟ ଭାଗ ଅର୍ଥାତ ‘ମୁନା ଭାଇ-୩’ର ସୁଟିଙ୍ଗ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଫିଲ୍ମର ଅଭିନେତା ‘ଅରସଦ ୱାରିସ’ ନିଜେ ଏହି ସଂପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ‘ମୁନା ଭାଇ-୩’ର ସ୍କ୍ରିପ୍ଟ ବର୍ତ୍ତମାନ…
ଜିଓ ପକ୍ଷରୁ ‘କୁମ୍ଭ ଜିଓ-ଫୋନ’ ର ଶୁଭାରମ୍ଭ
ସବୁ ଭାରତୀୟଙ୍କ ପାଇଁ ଡିଜିଟାଲ ସେବା ସୁଲଭ କରିବାପାଇଁ ଆରମ୍ଭ ହୋଇଥିବା ଜିଓ ଫୋନ ଏବେ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବରେ ନେଇ ଆସିଛି 'କୁମ୍ଭ ଜିଓ-ଫୋନ', ଯାହା ଆଗାମୀ କୁମ୍ଭ ମେଳାରେ ଉପଭୋକ୍ତାମାନଙ୍କ ପାଇଁ ଆଣିଦେବ ଅନନ୍ୟ ଅନୁଭୂତି ଓ ସୁବିଧା | ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକାଇବାପାଇଁ…
କ୍ୟାନସରରେ ପିଡିତ ଅଛନ୍ତି ରାକେଶ ରୋସନ
ପୂର୍ବରୁ ଅଭିନେତା ଇର୍ଫାନ ଖାନ ଏବଂ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସରରେ ପିଡୀତ ଥିବାବେଳେ ଏବେ ଲୋକପ୍ରିୟ ଫିଲ୍ମ ନିର୍ମାତା ତଥା ୯୦ ଦଶକର ଲୋକପ୍ରିୟ ଅଭିନେତା ରାକେଶ ରୋଶନ କ୍ୟାନସରରେ ପିଡୀତ ଅଛନ୍ତି । ଏହା ଆମେ ଆପଣଙ୍କୁ କହୁ ନାହୁଁ ବରଂ ତାଙ୍କ ପୁଅ ହ୍ରିତିକ ରୋଶନ ନିଜେ ଏହି…