Browsing Category

ମନୋରଞ୍ଜନ

ପାକିସ୍ତାନ ପତକା ସହ ଫଟୋ ସେୟାର କରି ସମାଲୋଚନାର ଶୀକାର ହେଲେ ରାକ୍ଷୀ

ବଲିଉଡ ଅଭିନେତ୍ରୀ ତଥା ସର୍ବଦା ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହି ଆସୁଥିବା ରାକ୍ଷୀ ସାୱନ୍ତ ପୁଣିଥରେ ନିଜ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ ସୋସିଆଲ ମିଡିଆରେ ବର୍ତ୍ତମାନ ଏଭଳି ଏକ ଫଟୋ ସେୟାର କରିଛନ୍ତି, ଯାହାକୁ ନେଇ ସେ ପୁଣି ଥରେ ଲୋକଙ୍କ ଦୃଷ୍ଟି ଆକର୍ଷଣ…

ଖୁବ ଶୀଘ୍ର ହଲିଉଡ ଫିଲ୍ମରେ ନଜର ଆସିବେ ‘ପରିଣିତି’

ବଡ ଭଉଣୀ ପ୍ରିୟଙ୍କାଙ୍କ ପରେ ବର୍ତ୍ତମାନ ଖୁବ ଶୀଘ୍ର ସାନ ଭଉଣୀ ପରିଣିତି ମଧ୍ୟ ହଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ମିଳିଥିବା ସୂଚନା ମୁତାବକ ଅଭିନେତ୍ରୀ ପରିଣିତି ଚୋପ୍ରା ତାଙ୍କର ଆଗାମୀ ହଲିଉଡ ଫିଲ୍ମ ‘ଦ ଗାର୍ଲ ଓନ ଦ ଟ୍ରେନ’ର ସୁଟିଙ୍ଗ ପାଇଁ ଦୁଇ ମାସ ପାଇଁ ଇଂଲଣ୍ଡ ଗସ୍ତରେ…

ଭୋଟ ଦେବା ପାଇଁ ସୁଟିଙ୍ଗକୁ ଅଧାରୁ ଛାଡି ଫେରି ଆସିଲେ “ଭୂମି ପେଡନେକର”

ଅନୁରାଗ କଶ୍ୟପଙ୍କ ଆଗମୀ ଫିଲ୍ମ “ସାଣ୍ଡ କି ଆଂଖ”ରେ ଅଭିନେତ୍ରୀ ଭୂମି ପେଡନେକରଙ୍କୁ ଏକ ପ୍ରମୁଖ ଭମିକାରେ ଦେଖିବାକୁ ମିଳିବ । ଭୂମି ନିଜର ଏହି ଆଗାମୀ ଫିଲ୍ମକୁ ନେଇ ଖୁବ ବ୍ୟସ୍ତ ଥିବାର ଜଣାପଡୁଥିବାବେଳେ ବର୍ତ୍ତମାନ ଏହି ଫିଲ୍ମର ସୁଟିଙ୍ଗ ପୁଣେରେ ଚାଲୁଥିବାର ଜଣାପଡିଛି । ଏହି ମଧ୍ୟରେ ଗତ…

ମିସ୍ ଇଣ୍ଡିଆ ୨୦୧୯ ଗ୍ରାଣ୍ଡ ଫିନାଲେରେ ଓଡିଶାକୁ ପ୍ରତିନିଧିତ୍ୱ କରିବେ ଶିତଲ ସାହୁ

ଗ୍ଲାମର ଓ ଫ୍ୟାସନ୍ ଇଣ୍ଡଷ୍ଟ୍ରିରେ ଯୁବ ପ୍ରତିଭାମାନଙ୍କ କଳାକୁ ପ୍ରଦର୍ଶନ କରିବା ପାଇଁ ଏଫବିବି କଲର୍ସ ଫେମିନା ମିସ ଇଣ୍ଡିଆ ୨୦୧୯ର ପୂର୍ବାଞ୍ଚଳ ସଂସ୍କରଣ ୱେଷ୍ଟିନ କୋଲକତାଠାରେ ଅନୁଷ୍ଠିତ ହୋଇଯାଇଛି । ସେଠାରେ ପୂର୍ବାଞ୍ଚଳର ୧୩ଟି ରଜ୍ୟର ମିସ ଇଣ୍ଡିଆ ଛତିଶଗଡ଼, ମିସ୍ ଇଣ୍ଡିଆ ବିହାର,…

ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଲାନି ‘କଳଙ୍କ’

ଧର୍ମା ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ବହୁ ପ୍ରତିକ୍ଷୀତ ହିନ୍ଦୀ ଚଳଚ୍ଚିତ୍ର ‘କଳଙ୍କ’ ବୁଧବାର ଦିନ ରିଲିଜ୍ ହୋଇଯାଇଛି । ରିଲିଜ୍ ପୂର୍ବରୁ ଏହି ଚଳଚ୍ଚିତ୍ରକୁ ନେଇ ଅନେକ ଆଶା ରହିଥିବା ବେଳେ ପ୍ରଥମ ଦିନରେ ହିଁ ଏହା ଦର୍ଶକମାନଙ୍କୁ ନିରାଶ କରିଛି । ଚଳଚ୍ଚିତ୍ରଟିରେ ବଲିଉଡ଼ ଜଗତର ପୁରୁଖା…

ଓଡିଶାରୁ ଏହି ସୁନ୍ଦରୀମାନେ ଫେମିନା ମିସ ଇଣ୍ଡିଆରେ ରାଜ୍ୟକୁ ପ୍ରତିନିଧିତ୍ଵ କରିବେ

ଗ୍ଲାମର ଓ ଫ୍ୟାସନ ଇଣ୍ଡଷ୍ଟ୍ରିରେ ଯୁବ ପ୍ରତିଭାମାନଙ୍କ କଳାକୁ ପ୍ରଦର୍ଶନ କରିବା ପାଇଁ ଏଫବିବି କଲସ୍ର ମିସଇଣ୍ଡିଆ ୨୦୧୯ର ଆରମ୍ଭ ହୋଇଛି । ଓଡ଼ିଶାରେ ଏହାର ଅଡ଼ିସନ୍ ଏପ୍ରିଲ୍ ରସୁଲଗଡ଼ ଏକ୍ସପ୍ଲାନେଡ଼ ମଲ୍ସ୍ଥିତ ବିଗ୍ବଜାର ଷ୍ଟୋରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରବିଭିନ୍ନ ପ୍ରନ୍ତରୁ ପ୍ରାୟ…

ଆଭେଞ୍ଜର ଏଣ୍ଡଗେମ ଫିଲ୍ମ ରିଲିଜ ପୂର୍ବରୁ କୋଉଠି ଦେଖିବେ ଜାଣନ୍ତୁ

ଆପଣ ବହୁ ପ୍ରତିକ୍ଷୀତ ଆଭେଞ୍ଜର୍ସ ଏଣ୍ଡଗେମ ଫିଲ୍ମକୁ  ରିଲିଜ ପୂର୍ବରୁ ଦେଖି ପାରିବେ । ଏହା ସହ ଏବେ ପର୍ଯ୍ୟନ୍ତ ର ସବୁ ଆଭେଞ୍ଜର୍ସ ଫିଲ୍ମ ଗୁଡିକୁ ମଧ୍ୟ । ଏଥିପାଇଁ ଭାରତର ପ୍ରଥମ ଆନ୍ତର୍ଜାତୀୟ ତଥା ବିଶ୍ୱର ୨ୟ ବୃହତ ମୁଭି ଥିଏଟର ସର୍କିଟ ସିନେପଲିସ୍ ପକ୍ଷରୁ ଭାରତର ପ୍ରଥମ ମୁଭି…

ଏଫବିବି କଲର୍ସ ମିସ୍ ଇଣ୍ଡିଆ ୨୦୧୯ର ଓଡ଼ିଶା ଅଡ଼ିସନ୍ ଏପ୍ରିଲ ୧୩ରେ

ଭୁବନେଶ୍ୱର: ଗ୍ଲାମର ଓ ଫ୍ୟାସନ୍ ଇଣ୍ଡଷ୍ଟ୍ରିରେ ଯୁବ ପ୍ରତିଭାମାନଙ୍କ କଳାକୁ ପ୍ରଦର୍ଶନ କରିବା ପାଇଁ ଏଫବିବି କଲସ୍ର ମିସ୍ ଇଣ୍ଡିଆ ୨୦୧୯ର ଆରମ୍ଭ ହୋଇଛି । ଓଡ଼ିଶାରେ ଏହାର ଅଡ଼ିସନ୍ ଏପ୍ରିଲ୍ ୧୩ରେ ରସୁଲଗଡ଼ ସ୍ଥିତ ଏକ୍ସପ୍ଲାନେଡ଼ ମଲ୍ରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରୁ ଚୟନିତ ପ୍ରଥମ ତିନି…

ବିବାହ ପୂର୍ବରୁ ଗର୍ଭବତୀ ହେଲେ ‘ଆମି ଜ୍ୟାକସନ’

ବିବାହ ପୂର୍ବରୁ ଗର୍ଭବତୀ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ‘ଆମି ଜ୍ୟାକସନ’ । ଏହା ଆମେ କହୁ ନାହିଁ ବରଂ ସେ ନିଜେ ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି । ଆମି ଏହି ଘଟଣା ସଂପର୍କରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ନିଜ ପ୍ରେମିକା ଜର୍ଜଙ୍କ ସହ ଏକ ଫଟୋ…

ରିଲିଜ ହେଲା ଅନୁଭବଙ୍କ ବୁହ ପ୍ରତୀକ୍ଷିତ ଫିଲ୍ମ “ବିଜୁ ବାବୁ”

ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା ବିଜୁ ବାବୁ ଆଜି ବଡ ଉତ୍ସାହର ସହିତ ରିଲିଜ ହୋଇଯାଇଛି । ସିନେମାଟିକୁ ନେଇ ସିନେପ୍ରେମୀଙ୍କ ମହଲରେ ପ୍ରବଳ ଉତ୍ସାହ ଦେଖାଦେଇଛି । ଏହା ବ୍ୟତିତ ସିନେମାଟିକୁ ଓଡିଶାର ୯୦ରୁ ଅଧିକ ହଲ୍ରେ ରିଲିଜ୍ କରାଯାଇଛି । ସିନେମାର ପ୍ରଥମ ସୋ’ ହାଉସଫୁଲ ହୋଇଛି…