Browsing Category

ମନୋରଞ୍ଜନ

ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଆମନାସାମନୀ ହେଲେ ବିବେକ ଓ ଅଭିଷେକ

ମୁମ୍ବାଇରେ ଭାରତୀୟ ବ୍ୟାଟମିଟନ ଷ୍ଟାର ପି.ଭି ସିନ୍ଧୁଙ୍କୁ ସମ୍ମାନୀତି କରିବା ପାଇଁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଅନେକ ବଲିଉଡ ଷ୍ଟାର ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଅମିତାଭ ନିଜ ପୁଅ ଅଭିଷେକଙ୍କ ସହ ପହଞ୍ଚିଥିବାବେଳେ ଅନ୍ୟପଟେ ବିବେକ ତାଙ୍କ ବାପା ସୁରେଶ ଏବଂ ପତ୍ନୀ…

ମା’ ହେବାକୁ ଚାହୁଁଛନ୍ତି ପ୍ରିୟଙ୍କା

ପ୍ରିୟଙ୍କା ଚୋପ୍ରା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖୁଲାସା କରିଛନ୍ତି । ନିକଟ କିଛି ଦିନ ତଳେ ପ୍ରିୟଙ୍କା ନିଜ ଭବିଷ୍ୟତ ଯୋଜନାକୁ ନେଇ ଅନେକ କଥା କହିଛନ୍ତି । ସେହ କହିଛନ୍ତି ଯେ, “ମୋ ଭବିଷ୍ୟତ ଯୋଜନା ହେଉଛି, ଘର ଖୋଜିବା ଏବଂ ସନ୍ତାନ ଜନ୍ମ କରିବା । ” ସେ ଅହୁରି ମଧ୍ୟ କହିଛନ୍ତି…

ଗଣେଶ ବିସର୍ଜନରେ ମନଖୋଲି ଡ୍ୟାନ୍ସ କଲେ ସଲମାନ, ଭିଡିଓ ଭାଇରାଲ

ମୁମ୍ବାଇରେ ବଲିଉଡ ହସ୍ତି ଗଣେଶ ଚତୁର୍ଥିକୁ ଖୁବ ଧୁମ ଧାମରେ ପାଳନ କରୁଥିବାବେଳେ ସଲମାନଙ୍କ ଭଉଣୀ ଅର୍ପିତାଙ୍କ ଘରେ ମଧ୍ୟ ଚଳିତ ଗଣେଶ ପୂଜା ଖୁବ ଆଡମ୍ବରରେ ପାଳନ କରାଯାଇଥିଲେ । ଅର୍ପିତାଙ୍କ ଘରେ ମଙ୍ଗଳବାର ଦିନ ଗଣେଷ ବିସର୍ଜନ ଉତ୍ସବ ପାଳନ ହୋଇଯାଇଥିବାବେଳେ ସେଥିରେ ଦବଙ୍ଗ ଖାନ ତଥା…

ନିଜର ଆଗାମୀ ଫିଲ୍ମ ‘ପ୍ରସ୍ଥାନମ’କୁ ନେଇ ପ୍ରତିକ୍ରିୟା ଦେଲେ ସଞ୍ଜୟ

ବଲିଉଡ ଅଭିନେତା ‘ସଞ୍ଜୟ ଦତ୍ତ’ ତାଙ୍କର ଆଗାମୀ ଫିଲ୍ମ ‘ପ୍ରସ୍ଥାନମ’କୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଫିଲ୍ମଟି କୌଣସି ତେଲୁଗୁ ଫିଲ୍ମରୁ ସମ୍ପୂର୍ଣ୍ଣ ରୂପେ ନକଲ କିମ୍ବା ରିମେକ ହୋଇ ନାହିଁ । ଫିଲ୍ମଟିକୁ ଉତ୍ତର ଭାରତର ଦର୍ଶକଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ…

ଅକ୍ଷୟଙ୍କ ପରି ଦେଖାଯାଉଥିବା ବ୍ୟକ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ହେଲା ଭାଇରାଲ

ସାମଜସେବା ଠାରୁ ଆରମ୍ଭ କରି ଫିଲ୍ମ ଜଗତକୁ ଅନେକ ଗୁଡିଏ ହିଟ ଫିଲ୍ମ ଭେଟି ଦେଇ ସମସ୍ତଙ୍କ ଠାରୁ ପ୍ରଶଂସା ସାଉଁଟୁ ଥିବା ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ନିକଟ କିଛି ଦିନ ତଳେ ରିଲିଜ ହୋଇଥିବା ‘ମିସନ ମଙ୍ଗଲ’ ବକ୍ସ ଅଫିସରେ ସୁପର ହିଟ…

ନିଜର ପ୍ରଥମ କ୍ରସକୁ ନେଇ ବଡ ଖୁଲାସା କଲେ ‘କରୀନା’

ନିକଟରେ ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ସୋ’ରେ ନିଜର ପ୍ରଥମ କ୍ରସକୁ ନେଇ ମୁହଁ ଖୋଲିଛନ୍ତି । ଏହି ସୋ’ର ହୋଷ୍ଟ କରନ ୱାହୀ ବାରମ୍ବାର କରିନାଙ୍କର ପ୍ରଥମ କ୍ରସ କିଏ ତାହାକି ନେଇ ସେ ପ୍ରଶ୍ନ କରିଥିଲେ । ଯାହା ଫଳରେ ସେ ବାଧ୍ୟ ହୋଇ ଲୋକପ୍ରିୟ ଅଭିନେତା…

ସାମନାକୁ ଆସିଲା ରାନୁ ମଣ୍ଡଳଙ୍କ ଅନ୍ୟ ଏକ ସଙ୍ଗୀତର ଭିଡିଓ

ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ହିମେଶ ରେସମିଆ ତାଙ୍କର ଆଗାମୀ ଆଲବମ ‘ହାପି ହାର୍ଡି ଏଣ୍ଡ ହୀର’ର ସଙ୍ଗୀତ ‘ତେରି ମେରି କାହାନୀ’ ପରେ ବର୍ତ୍ତମାନ ରାନୁ ମଣ୍ଡଳଙ୍କର ଅନ୍ୟ ଏକ ସଙ୍ଗୀତ ସାମନାକୁ ଆସିଛି । ଯେଉଁଥିରେ ସେ ପୁଣିଥରେ କିମ୍ବଦନ୍ତୀ ଗାୟିକା ‘ଲତା ମଙ୍ଗେସକର’ଙ୍କ…

ରିଲିଜ ହେଲା ଶାହୋ ଫିଲ୍ମର ଅନ୍ୟ ଏକ ରୋମାଣ୍ଟିକ ଗୀତ

ପ୍ରଭାସ ଏବଂ ଶ୍ରଦ୍ଧା କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶାହୋ’ର ତୃତୀୟ ଗୀତ ଆଜି ରିଲିଜ ହୋଇଯାଇଛି । ଏହି ଗୀତଟି ରିଜିଲ ହେବା ମାତ୍ରକେ ହିଁ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଲାଣି । ଏହି ଗୀତରେ ଶ୍ରଦ୍ଧା ଏବଂ ପ୍ରଭାସଙ୍କ ମଧ୍ୟରେ ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ…

ପୁଣି ଥରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ସଞ୍ଜୟ

ସଞ୍ଜୟ ପୁଣିଥରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି । ସଞ୍ଜୟଙ୍କ ରାଜନୀତରେ ଏଣ୍ଟ୍ରିକୁ ନେଇ ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ‘ମହାଦେବ ଜାଙ୍କର’ କହିଛନ୍ତି ଯେ, ସଞ୍ଜୟ ୨୫ ସେପ୍ଟେମ୍ବରରେ ରାଷ୍ଟ୍ରୀୟ ସମାଜ ପକ୍ଷ (ଆଇଏସପି)ରେ ସାମିଲ ହେବାକୁୁ ଯାଉଛନ୍ତି । ମହାଦେବ ଆଇଏସପିର…

୨୦ ଡିସେମ୍ବରରେ ଚାରୋଟି ଭାଷାରେ ରିଲିଜ ହେବ ‘ଦବଙ୍ଗ-୩’

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ଫିଲ୍ମ ଦବଙ୍ଗ-୩ ୨୦ ଡିସେମ୍ବରରେ ରିଲିଜ ହେବାର ଅଛି । ଏହି ଫିଲ୍ମ ହିନ୍ଦୀ, କନ୍ନଡ, ତାଲିମ ଏବଂ ତେଲୁଗୁ ଭଳି ଚାରୋଟି ଭାଷାରେ ରିଲିଜ ହେବାର ଅଛି । ସଲମାନ, ନିଜେ ଏହି ଫିଲ୍ମ ସଂପର୍କରେ ନିର୍ଦ୍ଦେଶକ ପ୍ରଭୁଦେବାଙ୍କ ସହ ଏକ ଫଟୋ ସେୟାର କରି ଏଇ…