Browsing Category
ମନୋରଞ୍ଜନ
ବଲିଉଡ ଅଭିନେତ୍ରୀ ‘ତବୁ’ଙ୍କ ବିସ୍ପୋରକ ବୟାନ, କହିଲେ ଅଜୟଙ୍କ ପାଇଁ ସେ ଆଜି ଅବିବାହିତ
ତବୁ ବଲିଉଡ୍ରେ ବେଶ୍ ସଫଳ । ଅଭିନୟରେ ସଫଳତା ହାସଲ କରିଥିବା ତବୁଙ୍କର ଆଜି ଯାଏଁ ବିବାହ ହୋଇ ପାରିନାହିଁ । ବେଶ୍ ସଫଳ ତବୁ ବିବାହ ନ କରିବା ଯୋଗୁଁ ଅନେକ କଳ୍ପନା ଜଳ୍ପନା କରିଥାଆନ୍ତି । ତେବେ ଅଜୟ ଦେବଗନଙ୍କ ଯୋଗୁଁ ତାଙ୍କର ବିବାହ ହୋଇ ପାରି ନଥିବା ତବୁ କହିଛନ୍ତି। ଅଜୟ ଦେବଗନ୍ଙ୍କୁ…
ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଗୌହର ଖାନ୍
ଭିନେତ୍ରୀ ଗୌହର ଖାନ୍ଙ୍କ ବିବାହକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଚଳିତ ନଭେମ୍ବର ମାସରେ ସେ ବିବାହ କରିବେ ବୋଲି ଗୁଜବ ଉଠିଥିଲା । ଏବେ କିନ୍ତୁ ଚର୍ଚ୍ଚା ହେଉଛି ଯେ ଗୌହର ନିଜ ବଏଫ୍ରେଣ୍ଡ ଜୈଦ୍ ଦରବାରଙ୍କୁ ଆସନ୍ତା ଡିସେମ୍ବରରେ ବିବାହ କରିବେ। ଆସନ୍ତା ମାସ ୨୪ ତାରିଖରେ ଜୈଦ୍ ଓ ଗୌହର…
ନିଜ ପ୍ରତିଶ୍ରୁତି ରଖିଲେ ସୋନୁ ସୁଦ: ସ୍କୁଲ ଯିବା ପାଇଁ ଆଦିବାସୀ ଝିଅଙ୍କ ପାଇଁ ପଠାଇଲେ ସାଇକେଲ
ଲକଡାଉନ୍ ସମୟରୁ ଲୋକଙ୍କୁ ସାହାଯ୍ୟ କରିବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍ । ଫିଲ୍ମର ପରଦାରେ ହୁଏତ ଆମେ ସଭିଏଁ ତାଙ୍କୁ ଖଳନାୟକ ଭୂମିକାରେ ଦେଖିଥିବା କିନ୍ତୁ ଅସଲ ଜୀବନରେ ସମସ୍ତଙ୍କ ପାଇଁ ରିୟଲ ହିରୋ ସାଜିଛନ୍ତି ସୋନୁ ସୁଦ । ସୋନୁ ସୁଦ ସୋସିଆଲ…
ମା’ ହେଲେ ଅଭିନେତ୍ରୀ ଅମୃତା ରାଓ
ମାଆ ବନିଛନ୍ତି ବଲିଉଡ୍ର କ୍ୟୁଟ୍ ଅଭିନେତ୍ରୀ ଅମୃତା ରାଓ। ନଭେମ୍ବର ପହିଲାରେ ଅମୃତା ଓ ତାଙ୍କ ସ୍ୱାମୀ ଆର୍ଜେ ଅନ୍ମୋଲ୍ଙ୍କର ଏକ ଶିଶୁ ପୁତ୍ର ଜନ୍ମ ଲାଭ କରିଛି। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଭଉୟ ଅମୃତା ଓ ତାଙ୍କ ନବଜାତ ପୁତ୍ର ସୁସ୍ଥ ଅଛନ୍ତି। ଅମୃତାଙ୍କ ନବଜାତ ଶିଶୁ…
ଏକ ମେଗା ବଜେଟ ଫିଲ୍ମରେ ସୁପରହିରୋ ଭୂମିକାରେ ନଜର ଆସିବେ କ୍ୟାଟ୍ରିନା କୈଫ
ହଲିଉଡରେ ସୁପରହିରୋ ଫିଲ୍ମର ଟ୍ରେଣ୍ଡ ବହୁତ ପୁରୁଣା | ପ୍ରତ୍ୟେକ ମେଗା ବଜେଟ୍ ଫିଲ୍ମରେ କିଛି ସୁପରହିରୋ ଅଛନ୍ତି | କିନ୍ତୁ ଯେତେବେଳେ ବଲିଉଡ କଥା ଆସେ, କ୍ରିସ୍ ହେଉଛନ୍ତି ଏକମାତ୍ର ଚରିତ୍ର ଯିଏ ସୁପରହିରୋ ଫିଲ୍ମରେ ଫିଟ୍ ହୁଅନ୍ତି | କିନ୍ତୁ ବର୍ତ୍ତମାନ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଲି…
ନିଜ ବ୍ରାଇଡାଲ ଆଉଟଫିଟକୁ ନେଇ ବାରମ୍ବାର ଟ୍ରୋଲ ହେବା ପରେ ଟ୍ରୋଲରଙ୍କୁ ଏଭଳି ଯବାବା ଦେଇଛନ୍ତି ନେହା କକ୍କଡ଼
ଲକଡାଉନ ପରେ ଯେଉଁ ସବୁ ସେଲିବ୍ରିଟି ବାହାହୋଇଛନ୍ତି ସେମାନଙ୍କ ମଧ୍ୟରେ ନେହା କକ୍କଡ ଓ ରୋହନ ପ୍ରୀତ ସିଂହଙ୍କ ବିବାହ ବେଶ ଚର୍ଚାରେ ରହିଛି। ଅକ୍ଟୋବର ୨୪ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହା ସହ ନେହା ଓ ରୋହନଙ୍କ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ବାହାଘରରେ…
କ୍ୟାନ୍ସରକୁ ହରାଇଦେଲେ ହେଲେ ଆକ୍ସନ ସିନ କରିପାରିବେନି ସଞ୍ଜୟ !
ବଲିଉଡ୍ର ମୁନ୍ନା ଭାଇ ସଞ୍ଜୟ ଦତ୍ତ କ୍ୟାନସରରୁ ଠିକ ହେବା ଖବର ଆସିବା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଥିଲା । ଯଦିଓ ସେ କ୍ୟାନସରରୁ ସୁସ୍ଥ ହୋଇଛନ୍ତି ହେଲେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ନୁହଁନ୍ତି ବୋଲି ଡାକ୍ତର କହିଛନ୍ତି । ଫଳରେ ଏବେ ସେ ସବୁ ପ୍ରକାର ସିନ୍…
୬୩ ବର୍ଷ ବୟସରେ ନିଜର ସର୍ଟଲେସ ଫଟୋ ପୋଷ୍ଟ କରି ଚର୍ଚାରେ ଅନିଲ କପୁର
ବଲିଉଡ ଅଭିନେତା ଅନିଲ କପୁର ଲକଡାଉନରେ ନିଜ ଲୁକ୍କୁ ପୂରାପୂରି ଟ୍ରାନ୍ସଫର୍ମ କରି ନେଇଛନ୍ତି। ଏପରି ମଧ୍ୟ ଅନିଲ ନିଜ ଫିଟନେସକୁ ନେଇ ଯଥେଷ୍ଟ ସଚେତନ ରହିଥାନ୍ତି କିନ୍ତୁ ତାଙ୍କର ଏହି ନୂଆ ଲୁକ୍ ପୂର୍ବରୁ ଅଧିକ ମସ୍କୁଲାର। ସେ ନିଜର ଏହି ନୂଆ ଲୁକ୍ର ଫଟୋ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ…
କରୋନାରେ ଆକ୍ରାନ୍ତ ହେଲେ ହ୍ରିତିକଙ୍କ ମା ପିଙ୍କି ରୋସନ
ଅଭିନେତା ହ୍ରିତିକ ରୋଶନଙ୍କ ମାଆ ପିଙ୍କି ରୋଶନ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଏବେ ନିଜ ସ୍ବାମୀ ରାକେଶ ରୋଶନଙ୍କ ସହ ଖଣ୍ଡାଲାରେ ଅଛନ୍ତି। କୁହାଯାଉଛି ଯେ ପିଙ୍କି ରୋଶନଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ ଏବଂ ନିୟମିତ ଯୋଗ କରିବା ଯୋଗୁଁ ତାଙ୍କ ସ୍ବାସ୍ଥାବସ୍ଥା ସ୍ଥିର ରହିଛି।…
ଖୁବ ଶୀଘ୍ର ଆରମ୍ଭ ହେବ ଶାହାରୁଖଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ର ସୁଟିଙ୍ଗ
ଦୀର୍ଘ ଦୁଇ ବର୍ଷର ବ୍ରେକ୍ ପରେ ସୁପରଷ୍ଟାର ଶାହରୁଖ୍ ଖାନ୍ ଏବେ ନିଜ ଅପ୍କମିଙ୍ଗ ଫିଲ୍ମ ‘ପଠାନ୍’ର ସୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂ ନଭେମ୍ବର ମାସ ଶେଷ ସପ୍ତାହରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଅନେ୍ଧରିସ୍ଥିତ ୟଶରାଜ…