Browsing Category

ମନୋରଞ୍ଜନ

ଆସୁଛି ପୁଷ୍ପା-୨, ହୋସ୍‌ ଉଡ଼ାଇ ଦେବ ବଜେଟ୍‌, ଜାଣନ୍ତୁ କେତେ କୋଟି ନେଲେ ଅଲ୍ଲୁ ଅର୍ଜୁନ

କିଛିଦନ ଧରି କିଛି ସାଉଥ୍‌ ଫିଲ୍ମକୁ ନେଇ ଦେଶ ଏବଂ ଦେଶ ବାହାରେ ଖୁବ୍‌ ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରୁ କିଛି ମାସ ତଳେ ରିଲିଜ୍‌ ହୋଇଥିବା ଫିଲ୍ମ ପୁଷ୍ପା ଚଳଚ୍ଚିତ୍ର ବଜାରରେ ଭଲ ବ୍ୟବସାୟ କରିଥିଲା । ଏହି ଫଲ୍ମର ଡାଇଲଗ୍‌ ରାତାରାତି ଭାଇରାଲ୍‌ ହୋଇଯାଇଥିଲା । ପୁଷ୍ପାର ପାର୍ଟ-୧କୁ…

ଏନଗେଜମେଂଟ କଲେ ସୋନାକ୍ଷୀ ସିହ୍ନା! ଡିଭାଙ୍କ ନୂଆ ପୋଷ୍ଟକୁ ନେଇ ଇଣ୍ଟରନେଟରେ ଚର୍ଚ୍ଚା

ବଲିଉଡ୍‌ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା । ସୋନା ସୋସିଆଲ୍‌ ମିଡିଆ ଖୁବ୍‌ କମ୍‌ ଆକ୍ଟିଭ୍‌ ରୁହନ୍ତି । ନିକଟରେ ବିବାହ ଋତୁ ଚାଲିଥିବା ବେଳେ ଚର୍ଚ୍ଚାରେ ଶୁଣିବାକୁ ମିଳିଥିଲା ସୋନାକ୍ଷୀ ସିହ୍ନାଙ୍କ ନାମ । କୁହାଯାଉଥିଲା କି ସେ ଖୁବ୍‌ ଶୀଘ୍ର ବିବାହ କରି ପାରନ୍ତି । ହେଲେ ବର୍ତ୍ତମାନ…

ଅକ୍ଷୟଙ୍କ ବହୁପ୍ରତିକ୍ଷିତ ଫିଲ୍ମ ପୃଥ୍ଵୀରାଜର ଟ୍ରେଲର ରିଲିଜ୍

ଧର୍ମ ପାଇଁ ବଞ୍ଚିଛି… ଧର୍ମ ପାଇଁ ମରିବି। ପୃଥ୍ଵୀରାଜ ଚୌହ୍ଵାନଙ୍କ ଅମର ବୀରଗାଥା ପ୍ରାୟ ସମସ୍ତେ ଶୁଣିଥିବେ ନିଶ୍ଚୟ। ଏବେ ଏହା ବଡ଼ ପରଦାରେ ନଜର ଆସିବ। ଚନ୍ଦ୍ରପ୍ରକାଶ ଦ୍ଵିବେଦୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ପୃଥ୍ଵୀରାଜର ଟ୍ରେଲର୍ ରିଲିଜ୍ ହୋଇସାରିଛି। ଏହି ଫିଲ୍ମରେ ପୃଥ୍ଵୀରାଜ ଓ…

ଏବେ OTTରେ ଧମାଲ କରିବ ‘କେଜିଏଫ୍ -୨, ୩୨୦ କୋଟିରେ ହେଲା ବିକ୍ରି

ସୁପରଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ୍ -୨’ ବହୁତ ବଡ ସଫଳତା ହାସଲ କରିଛି । ବକ୍ସ ଅଫିସରେ ଫିଲ୍ମର ହିନ୍ଦୀ ଭର୍ସନ ମଧ୍ୟ ଦମଦାର କଲେକ୍ସନ କରିଛି। ଏହି ଚଳଚ୍ଚିତ୍ର ବର୍ତ୍ତମାନ ସମସ୍ତ ହିଟ୍‌ ଫିଲ୍ମକୁ ପଛରେ ପକାଇ ଦେଇଛି । ବର୍ତ୍ତମାନ ଏହା OTT ରାଇଟସ୍‌ ବିଷୟରେ ଏକ ବଡ ଖବର ଆସିଛି ।…

ନିଜ ପୋଷାକକୁ ନେଇ ପୁଣି ଟ୍ରୋଲ୍ ହେଲେ ରଣବୀର ସିଂହ

ବଲିଉଡ୍ ଅଭିନେତା ରଣବୀର ସିଂହ ସବୁବେଳେ ନିଜ ଡ୍ରେସିଂ ସେନ୍ସ ପାଇଁ ଟ୍ରୋଲ୍‌ର ଶିକାର ହୋଇଥାନ୍ତି । ପୁଣି ଥରେ ରଣବୀର ଏଥିପାଇଁ ଚର୍ଚ୍ଚାରେ ରହିଛନ୍ତି । ମଙ୍ଗଳବାର ରାତିରେ ରଣବୀର ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ସଲମାନ ଖାନ୍‌ଙ୍କ ଇଦ୍ ପାର୍ଟିରେ…

ସବୁଦିନ ପାଇଁ ବନ୍ଦ ହେଲା ‘କଫି ୱିଥ୍ କରନ’ , ସୋସିଆଲ ମିଡିଆରେ ଟ୍ରୋଲରଙ୍କ ବର୍ଷା

କଫି ୱିଥ୍ କରନ, ବଲିଉଡର ଗପସପକାରୀଙ୍କ ଏକ ପ୍ରିୟ ଶୋ ’ଦର୍ଶକଙ୍କ ମଧ୍ୟରେ ବେଶ୍ ଆକର୍ଷିତ ହୋଇଥିଲା | ତେବେ ,୬ଟି ସଫଳ ସିଜନ ପରେ ଏହି ଶୋ ଶେଷ ହୋଇଛି | ବୁଧବାର, ଚଳଚ୍ଚିତ୍ର ନିର୍ମାତା ତଥା ଶୋ’ର ହୋଷ୍ଟ କରଣ ଜୋହର ଏହି ପୋଷ୍ଟକୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ନିର୍ମାତା…

ଦୁର୍ଘଟଣାର ଶିକାର ହେଲେ ବଲିଉଡର୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତା, ଗୋଡରେ ଲାଗିଲା ଆଘାତ

ବଲିଉଡରେ ନିଜର ଚମତ୍କାର ଅଭିନୟ ପାଇଁ ଜଣାଶୁଣା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଗାଡିର ବ୍ରେକ୍ ଫେଲ ହେତୁ ଏହି ଦୁର୍ଘଟଣା ଘଟିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ତନୁ ଦୁର୍ଘଟଣାର ଖବର ଦେଇଛନ୍ତି। ଭଗବାନ ମହାକାଳଙ୍କୁ ଦର୍ଶନ କରିବାକୁ…

କଙ୍ଗନାଙ୍କ ସହ କାମ କରିବାକୁ ଡରୁଥିଲେ ନୱାଜୁଦ୍ଦିନ! ଜାଣନ୍ତୁ କ’ଣ କହିଲେ ଅଭିନେତା

ନୱାଜୁଦ୍ଦିନ ସିଦ୍ଦିକି ଫିଲ୍ମ ‘ଟିକୁ ୱେଡ୍ସ ଶେରୁ’ କୁ ନେଇ ଏବେ ଚର୍ଚ୍ଚାରେ। ଫିଲ୍ମଟି OTT ପ୍ଲାଟଫର୍ମ ଆମାଜନ୍ ପ୍ରାଇମ୍ ଭିଡିଓରେ ରିଲିଜ୍ ହେବାକୁ ଯାଉଛି। ଏହା ମାଧ୍ୟମରେ ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ପ୍ରଡକ୍ସନ୍ ଡେବ୍ୟୁ କରୁଛନ୍ତି। କଙ୍ଗନାଙ୍କ ପ୍ରଡକ୍ସନ୍ ବେଞ୍ଚର୍‌ର ଏହା ପ୍ରଥମ…

ସଲମାନ ଖାନ ଙ୍କ ଏହି ଫିଲ୍ମ ସହିତ ବଲିଉଡ ରେ ଏଣ୍ଟ୍ରି ମାରିବେ ଶେହନାଜ୍‌ ଗିଲ୍‌

ଅଭିନେତ୍ରୀ ଶେହନାଜ୍‌ ଗିଲ ଗତ କିଛି ଦିନ ହେବ ଖୁବ୍‌ ଚର୍ଚ୍ଚାରେ ରହି ଆସିଛନ୍ତି। ସଲମାନ ଖାନଙ୍କ ଶୋ’କୁ ଆସିବା ପରେ ସେ ଗୋଟିଏ ପରେ ଗୋଟିଏ ବଡ ସଫଳତା ହାସଲ କରିବାରେ ଲାଗିଛନ୍ତି । ତାଙ୍କ ଭାଗ୍ୟ ବଦଳିବାରେ ଲାଗଛି । ବର୍ତ୍ତମାନ ଏହି ସମୟରେ, ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ଯାହାକୁ…

ରିୟଲ୍ ଲାଇଫରେ ପିଏମ୍ ମୋଦୀଙ୍କୁ ‘ରାମ’ ବୋଲି ଭାବନ୍ତି ଟିଭିର ସୀତା, ଦୀକିପା ନିଜେ ଏ ସଂପର୍କରେ କହିଲେ

ରମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ। ତାଙ୍କର ଭୂମିକା ପାଇଁ ସେ ଏତେ ପ୍ରସିଦ୍ଧ ହୋଇଥିଲେ ଯେ ଲୋକମାନେ ତାଙ୍କୁ ଦେବୀ ଭାବରେ ପୂଜା କରୁଥିଲେ। ବୋଧହୁଏ ଏହି କାରଣରୁ ସେ ରାଜନୈତିକ କ୍ଷେତ୍ରରେ ଅଫର ପାଇଥିଲେ। ପରଦାରେ ହୁଏତ ତାଙ୍କ ସହ ଅରୁନ ଗୋଭିଲ୍…