Browsing Category
ମନୋରଞ୍ଜନ
ଆଇଡିଏଫ୍ଏଫ୍ବି ୨୦୨୨ର ଦ୍ୱିତୀୟ ଦିନରେ ୧୨ଟି ଫିଲ୍ମ ପ୍ରଦର୍ଶିତ
ଭୁବନେଶ୍ୱର : ଫିଲ୍ମ ସୋସାଇଟି ଅଫ୍ ଭୁବନେଶ୍ୱର (ଏଫ୍ଏସ୍ବି) ପକ୍ଷରୁ ଆୟୋଜିତ ଇଣ୍ଡିଆନ୍ ଡକ୍ୟୁମେଂଟାରୀ ଫିଲ୍ମ ଫେଷ୍ଟିଭାଲ ଭୁବନେଶ୍ୱର (ଆଇଡିଏଫ୍ଏଫ୍ବି) ୨୦୨୨ର ୨ୟ ଦିନରେ (ଶନିବାର) ମୋଟ ୧୨ଟି ଫିଲ୍ମ ପ୍ରଦର୍ଶିତ ହୋଇଛି । ଏହି ଫିଲ୍କଗୁଡ଼ିକ ମଧ୍ୟରେ ନିତିନ୍ ବାଠ୍ଲାଙ୍କ ନଟ୍ ଜଷ୍ଟ୍ …
ଉତ୍ସାହର ସହିତ ଆରମ୍ଭ ହେଲା ଇଣ୍ଡିଆନ ଡକ୍ୟୁମେଂଟାରୀ ଫିଲ୍ମ ଫେଷ୍ଟିଭାଲ ଅଫ୍ ଭୁବନେଶ୍ୱର ୨୦୨୨
ଭୁବନେଶ୍ୱର: ଇଣ୍ଡିଆନ ଡକ୍ୟୁମେଂଟାରୀ ଫିଲ୍ମ ଫେଷ୍ଟିଭାଲ ଭୁବନେଶ୍ୱର (ଆଇଡିଏଫଏଫବି) ୨୦୨୨ ଅତ୍ୟନ୍ତ ଉତ୍ସାହର ସହ ଆରମ୍ଭ ହୋଇଯାଇଛି । ଏହି ଅବସରରେ ସହରର ସିନେ ପ୍ରେମୀମାନେ ସାରା ବିଶ୍ୱର ଖ୍ୟାତିସମ୍ପର୍ଣ୍ଣ ଚଳଚ୍ଚିତ୍ର ନିର୍ମାତାମାନଙ୍କର ପ୍ରସିଦ୍ଧ ଚଳଚ୍ଚିତ୍ରଗୁଡ଼ିକୁ ଉପଭୋଗ କରିବା ପାଇଁ …
ଅକ୍ଟୋବର ୧୪-୧୬ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବ “ଇଣ୍ଡିଆନ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଭୁବନେଶ୍ୱର’
ଭୁବନେଶ୍ୱର: ଫିଲ୍ମ ସୋସାଇଟି ଅଫ୍ ଭୁବନେଶ୍ୱର (ଏଫ୍ଏସ୍ବି) ପକ୍ଷରୁ ତିନି ଦିନ ବ୍ୟାପୀ ଭାରତୀୟ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ (ଆଇଡିଏଫ୍ଏଫ୍ବି) ୨୦୨୨ ବିଷୟରେ ଘୋଷଣା କରାଯାଇଛି ଯାହା ଓଡ଼ିଶୀ ରିସର୍ଚ ସେଂଟର୍ରେ ୨୦୨୨ ଅକ୍ଟୋବର ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି …
ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ରକୁଲ ପ୍ରୀତ-ଜ୍ୟାକି ଭଗ୍ନାନୀ
ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ସାଉଥ୍ ଇଣ୍ଡଷ୍ଟ୍ରିରେ ବହୁତ ଫେମସ୍। ଗତ କିଛି ସମୟରେ ସେ ବଲିଉଡରେ ମଧ୍ୟ ଭଲ ସ୍ଥାନ ସୃଷ୍ଟି କରିଛନ୍ତି। ଖୁବ୍ ଶୀଘ୍ର ତାଙ୍କୁ ଆୟୁଷ୍ମାନ ଖୁରାନାଙ୍କ ସହ ଫିଲ୍ମ ‘ଡକ୍ଟର ଜି’ରେ ଦେଖିବାକୁ ମିଳିବ। ଅଭିନେତ୍ରୀ ଦୀର୍ଘ ସମୟ ଧରି ଜ୍ୟାକି ଭାଗ୍ନାନୀଙ୍କ ସହ…
‘ଆଓନେକ୍ସଟ୍’ ଫିଲ୍ମ ‘ଫୋର୍’କୁ ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଙ୍ଗ୍ ଆୱାର୍ଡ ୨୦୨୨
ଭୁବନେଶ୍ୱର: ଓଡିଶାର ପ୍ରଥମ ସ୍ୱାଧୀନ ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ର ଏକ ମୂଳ ଚଳଚିତ୍ର ‘ଫୋର୍’ ଗତ ସେପ୍ଟେମ୍ବର ୩୦ ତାରିଖରେ ‘ବେଷ୍ଟ୍ ଡାଇରେକ୍ଟର’ ଓ ‘ବେଷ୍ଟ୍ ସ୍କ୍ରିନ୍ପ୍ଲେ ରାଇଟର୍’ ବର୍ଗରେ ଭାରତୀୟ ଟେଲି ଷ୍ଟ୍ରିମିଙ୍ଗ୍ ଆୱାର୍ଡସ୍ ୨୦୨୨ ଜିତିଛି । ଅଭିଶେକ ସ୍ୱାଇଁଙ୍କୁ…
VFXକୁ ନେଇ ଟ୍ରୋଲର ଶିକାର ହେଲା ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’
ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ର ଟିଜର ରିଲିଜ ହୋଇଛି। ପ୍ରଶଂସକମାନେ ଏହି ଟିଜରକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। କିନ୍ତୁ ଟିଜର ଆସିବା ପରେ ପ୍ରଶଂସକଙ୍କ ସମସ୍ତ ଉତ୍ସାହ ଫିକା ପଡିଯାଇଛି । ଏହାର କାରଣ ହେଉଛି ଫିଲ୍ମରେ ବ୍ୟବହୃତ ହୋଇଥିବା ଖରାପ VFX । ଆଦି ପୁରୁଷଙ୍କ ଟିଜରରେ ଆପଣ…
ଫିଲ୍ମ ଷ୍ଟାଇଲରେ ନିଜ ପ୍ରେମିକଙ୍କୁ କିସ୍ କଲେ ଅମିରଙ୍କ ଝିଅ ଆୟରା ଖାନ, ଖୁବ ଶୀଘ୍ର କରିବେ ବିବାହ
ଖୁବ୍ ଶୀଘ୍ର ହାତକୁ ଦୁଇ ହାତ ହେବେ ଅମିର ଖାନଙ୍କ ଝିଅ ଆୟରା ଖାନ। ପୁରୁଷ ବନ୍ଧୁ ନୁପୁର ଶିଖରେଙ୍କ ସହ ନିର୍ବନ୍ଧ କଲେ ଆୟରା। ଏକ ଖାସ୍ ଅନ୍ଦାଜରେ ନୁପୁର ଆୟରାଙ୍କୁ ପ୍ରପୋଜ୍ କରିଛନ୍ତି। ଏହି ସମୟର ଏକ ଭିଡିଓ ଆୟରା ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।
ସୂଚନାନୁଯାୟୀ,…
ପାକିସ୍ତାନୀ ଅଭିନେତାଙ୍କ ପ୍ରେମରେ ଉବୁଡୁବୁ ଅମିଶା, ଭିଡିଓ ଭାଇରାଲ
ଚଳଚ୍ଚିତ୍ର ଅପେକ୍ଷା ସୋସିଆଲ ମିଡିଆରେ ନିଜର ବୋଲ୍ଡ ଭିଡିଓ ପାଇଁ ବେଶ୍ ଚର୍ଚ୍ଚାରେ ରୁହନ୍ତି ଅମିଷା ପଟେଲ । ହେଲେ ବର୍ତ୍ତମାନ ତାଙ୍କ ଲଭ ଲାଇଫ୍କୁ ନେଇ ଅଧିକ ଆଲୋଚନା ହେଉଛି। ନିକଟରେ ଅମିଷା ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ପାକିସ୍ତାନୀ ଅଭିନେତା ଇମ୍ରାନ ଅବ୍ବାସଙ୍କ ସହ ନଜର…
‘GodFather’କୁ ଏତିକି କୋଟିରେ କିଣିଲା ନେଟଫ୍ଲିକ୍ସ
ସାଉଥ ସୁପରଷ୍ଟାର ଚିରଞ୍ଜୀବୀ ଏବଂ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ରାଜନୈତିକ ଥ୍ରୀଲର ‘ଗଡଫାଦର’କୁ ନେଇ ବଡ ଅପଡେଟ୍ ସାମ୍ନାକୁ ଆସିଛି । ତାହା ହେଉଛି ଏହି ଚଳଚ୍ଚିତ୍ରର OTT ରାଇଟ୍ସ ବିକ୍ରି ହୋଇଛି । ଓଟିଟି ବଜାରରେ ଏହି ଲୋକପ୍ରିୟ ଚଳଚ୍ଚିତ୍ରର ରାଇଟ୍ସ କିଣିବା ପାଇଁ ଚୁକ୍ତି…
କବ୍ଜା ଫିଲ୍ମର ଟିଜର୍ ରିଲିଜ୍ କଲେ ରାଣା ଡଗୁବତି
ଭୁବନେଶ୍ୱର : କେଜିଏଫ୍, କେଜିଏଫ୍୨, ୭୭୭ ଚାର୍ଲି ଓ ବିକ୍ରାନ୍ତ ରୋନାର ସଫଳତା ପରେ କନ୍ନଡ ଚଳଚିତ୍ର ଶିଳ୍ପଜଗତ ପକ୍ଷରୁ ଆଉ ଏକ ବଡ ଆକ୍ସନ ସିନେମା ‘କବ୍ଜା’ଫିଲ୍ମ ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଯାଇଛି । ଆର୍ ଚନ୍ଦ୍ରୁଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଉପେନ୍ଦ୍ର, କିଚା ସୁଦୀପ୍,!-->…