Browsing Category
ବାଣିଜ୍ୟ
ମ୍ୟାକ୍ସ ଲାଇଫ୍ ଇନ୍ସ୍ୟୁରାନ୍ସର ନୂଆ ମ୍ୟାକ୍ସ ଲାଇଫ୍ ସ୍ମାର୍ଟ ଟର୍ମ ପ୍ଲାନ୍
ଭୁବନେଶ୍ୱର: ଦେଶର ଅଗ୍ରଣୀ ଜୀବନ ବୀମା କଂପାନି, ମ୍ୟାକ୍ସ ଲାଇଫ୍ ଇନ୍ସ୍ୟୁରାନ୍ସୁ ପକ୍ଷରୁ ନୂଆ ମ୍ୟାକ୍ସ ଲାଇଫ୍ ସ୍ମାର୍ଟ ଟର୍ମ ପ୍ଲାନ୍ ବିଷୟରେ ଘୋଷଣା କରାଯାଇଛି । ଏହା ଗ୍ରାହକମାନଙ୍କୁ ସେମାନଙ୍କ ନିଜ ସୁରକ୍ଷା ପ୍ଲାନ୍କୁ ନିଜକୁ ସୁହାଇବା ଭଳି ପ୍ରସ୍ତୁତ କରିବାରେ ସହାୟତା ପ୍ରଦାନ କରିବ…
ଚଳିତ ଫାଦର୍ସ ଡ଼େ ଅବସରରେ ସ୍ୱତନ୍ତ୍ର ପ୍ଲାଟିନମ୍ କଲେକ୍ସନ
ଭୁବନେଶ୍ୱର: ଚଳିତ ଫାଦର୍ସ ଡେରେ଼, ଆପଣଙ୍କ ଜୀବନର ସବୁଠାରୁ ସ୍ୱତନ୍ତ୍ର ପୁରୁଷ, ଯିଏକି ତାଙ୍କ ସାହାସ ଏବଂ ଶକ୍ତି ପରି ବିରଳ ତାଙ୍କୁ ଖୁସି କରାନ୍ତୁ । ଆପଣଙ୍କ ବାପାଙ୍କୁ ତାଙ୍କ ସହିତଥିବା ବିରଳ ସମ୍ପର୍କକୁ ପାଳନ କରିବା ପାଇଁ ଏକ ଷ୍ଟେଟମେଣ୍ଟ ପ୍ଲାଟିନମ୍ ଅଳଙ୍କାର ପିସ୍ ଉପହାର ଦିଅନ୍ତୁ…
କୋଲଗେଟ୍ ପାମୋଲିଭ୍ ଇଣ୍ଡିଆ ପକ୍ଷରୁ କିପ୍ ଇଣ୍ଡିଆ ସ୍ମାଇଲିଂ ଅଭିଯାନର ଶୁଭାରମ୍ଭ
ଭୁବନେଶ୍ୱର: କୋଲଗେଟ୍ ପାମୋଲିଭ (ଇଣ୍ଡିଆ) ଲିମିଟେଡ଼ ପକ୍ଷରୁ ଏହାର କିପ୍ ଇଣ୍ଡିଆ ସ୍ମାଇଲିଂ ଅଭିଯାନର ଶୁଭାରମ୍ଭ ହୋଇଛି । ଏହାଦ୍ୱାରା ବ୍ରାଣ୍ଡ ପ୍ରତିଶୃତି ପ୍ରଦାନ କରୁଛି ଯେ, ପ୍ରତି ବର୍ଷ ୨ କୋଟିରୁ ଉଦ୍ଧ୍ୱର୍ ଲୋକଙ୍କୁ ମୂଳଭିତ୍ତିକ ସହାୟତା ପ୍ରଦାନ କରିବା, ଯାହାଦ୍ୱାରା ସେମାନେ…
ଏୟାରଟେଲ୍ ଥ୍ୟାଙ୍କସରେ ଉପଲବ୍ଧ ହେବ ‘ଓୟୋ ଷ୍ଟୋର’
ଭୁବନେଶ୍ୱର: ଅଗ୍ରଣୀ ହୋଟେଲସ ଏବଂ ହୋମ୍ସ, ଓୟୋ ଏବଂ ଟେଲିକମ୍ୟୁନିକେସନ୍ ସେବା ପ୍ରଦାନକାରୀ କମ୍ପାନୀ ଏୟାରଟେଲ୍ ସହିତ ମିଳିତ ସହଯୋଗରେ ଓୟୋ ଷ୍ଟୋରର ଶୁଭାରମ୍ଭ କରିବାକୁ ଯାଉଛି । ଏୟାରଟେଲ୍ ଗ୍ରାହକମାନେ ବର୍ତ୍ତମାନ ଏୟାରଟେଲ ଥ୍ୟାଙ୍କସ ଆପ୍ ମାଧ୍ୟମରେ ବିନା ପ୍ରତିବନ୍ଧକରେ ପ୍ରତ୍ୟେକ୍ଷ…
ଅଟୋମୋବାଇଲ୍ କ୍ଷେତ୍ରରେ ପ୍ରବେଶ କଲା ସାହାରା
ଭୁବନେଶ୍ୱର: ଭାରତର ଅନ୍ୟତମ ବୃହତ ବ୍ୟବସାୟ ସାମ୍ରାଜ୍ୟ ସାହାରା ଇଣ୍ଡିଆ ପରିବାର ଅଟୋମୋବାଇଲ୍ କ୍ଷେତ୍ରରେ ପ୍ରାବଶ କରିଛି । କଂପାନି ଏହାର ଅଟୋମୋବାଇଲ୍ ବ୍ରାଣ୍ଡ୍ ନାମ “ସାହାରା ଇଭଲସ’ ରଖିଛି । ଏହି ସଂସ୍ଥା ଭାରତରେ ଇଲେକ୍ଟ୍ରିକ୍ ଯାନ ଉନ୍ମୋଚନ କରିବା ସହିତ ଅନ୍ୟାନ୍ୟ ଆନୁଷଂଗିକ ସୁବିଧା…
ଭାରତରେ ସମ୍ପୁର୍ଣ୍ଣ ନୂତନ ବିଏମଡବ୍ଲ୍ୟୁ ଏକ୍ସ ୫ର ଶୁଭାରମ୍ଭ
ବିଳାଶପୁର୍ଣ୍ଣ ଅଟୋମୋବାଇଲ କ୍ଷେତ୍ରରେ ଅଗ୍ରଣୀ, ବିଏମଡବ୍ଲ୍ୟୁ ପକ୍ଷରୁ ଭାରତରେ ଏହାର ସମ୍ପୁର୍ଣ୍ଣ ନୂତନ ବିଏମଡବ୍ଲ୍ୟୁ ଏକ୍ସ ୫ର ଶୁଭାରମ୍ଭ କରାଯାଇଛି । ସମ୍ପୁର୍ଣ୍ଣ ନୂତନ ବିଏମଡବ୍ଲ୍ୟୁ ଏକ୍ସ ୫ ଏକ ମଡ଼ର୍ଣ୍ଣ ଡ଼ିଜାଇନ ସହିତ ରିଫାଇନଡ଼ ଇଣ୍ଟେରିୟରସ ଏବଂ ପ୍ରାଧିକାରିକ ଉପସ୍ଥିତି ଜାହିର…
ଟ୍ରୁ ଜିରୋ ୱେଷ୍ଟ ପ୍ରମାଣପତ୍ର ପାଇବାରେ ‘କୋଲଗେଟ ଇଣ୍ଡିଆ’ ଦେଶର ପ୍ରଥମ
ଭାରତରେ କୋଲଗେଟର ସମସ୍ତ ୪ଟି ଉତ୍ପାଦନ କେନ୍ଦ୍ର ପାଇଁ ‘କୋଲଗେଟ ଇଣ୍ଡିଆ’ ଟ୍ରୁ ଜିରୋ ୱେଷ୍ଟ ପ୍ଲାଟିନମ୍ ପ୍ରମାଣପତ୍ର ଗ୍ରହଣ କରିଛି । ଉକ୍ତ ପ୍ରମାଣପତ୍ର ଗ୍ରିନ୍ ବିଜନେସ୍ ସାର୍ଟିଫିକେସନ୍ ଆଇଏନସି (ଜିବିସିଆଇ) ଠାରୁ ମିଳିଥିବାବେଳେ ଏହା ସବୁଜ ବ୍ୟବସାୟ ଉଦ୍ୟୋଗ ପ୍ରଦର୍ଶନରେ ଉକ୍ତୃଷ୍ଟ…
ନେଟମେଡସ ଡଟ କମ ପକ୍ଷରୁ ୨୬ଟି “ଫୁଲଫିଲମେଣ୍ଟ ସେଣ୍ଟର’
ଭୁବନେଶ୍ୱର: ଗ୍ରାମାଚଂଳ ଓ ସହରାଚଂଳରେ ପହଂଚିବା ଏବଂ ଶୀଘ୍ର ଓ ପ୍ରଭାବଶାଳୀ ଢଙ୍ଗରେ ଦୂରଦୂରାନ୍ତ ସ୍ଥାନରେ ଔଷଧ ପହଂ·ଇବା ପାଇଁ ଭାରତର ଅଗ୍ରଣୀ ଅନଲାଇନ ଫାର୍ମାସି ‘ନେଟମେଡସ ଡଟ କମ’ ତରଫରୁ ୨୦୨୦ ସୁଦ୍ଧା ମେଟ୍ରୋ ସହର ଓ ଦ୍ୱିତୀୟ ଶ୍ରେଣୀ ସହର ଗୁଡ଼ିକରେ ୨୬ଟି ଫୁଲଫିଲମେଣ୍ଟ ସେଣ୍ଟର (ଏଫସି)…
ଭାରତର ଫିଚର୍ ଫୋନ୍ ବଜାରରେ ଅଗ୍ରଣୀ ହାସଲ କଲା ଜିଓଫୋନ୍
ଚଳିତ ବର୍ଷ (୨୦୧୯)ର ପ୍ରଥମ ତ୍ରୟମାସରେ ୩୦% ବଜାର ଅଂଶ ସହିତ ରିଲାଏନ୍ସ ଜିଓଫୋନ୍ ଭାରତର ଫିଚର୍ ଫୋନ୍ ବଜାରରେ ଅଗ୍ରଣୀ ସ୍ଥାନ ଦଖଲ କରିଥିବାି କାଉଟଂରପଏଂଟ୍ ରିସର୍ଚ ରିପୋର୍ଟରୁ ଜଣାପଡ଼ିଛି ।
ସ୍ମାର୍ଟଫୋନ୍ ବଜାରରେ ବିପୁଳ ସୁଯୋଗ ରହିଥିବା ବେଳେ ଭାରତର ୪୦ କୋଟି ଫିଚର୍ ଫୋନ୍…
ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଅନୁୁଗୁଳ ଠାରେ ନୂଆ ଫ୍ଲାଗସିପ ସୋ’ରୁମ୍ ଉଦଘାଟନ
ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଅନୁଗୁଳର ଅମଲାପଡ଼ା ଠାରେ ଥିବା ଅନୁ ସପିଙ୍ଗ୍ ମଲ୍ରେ ଏହାର ଫ୍ଲାଗ୍ସିପ୍ ସୋ’ରୁମ୍ ଆଜି ଉଦ୍ଘାଟିତ ହୋଇଛି । ଏହି ସୋ’ରୁମ ୩୨୦୦ ବର୍ଗଫୁଟ ପରିବ୍ୟାପ୍ତ ହୋଇଥିବା ବେଳେ ଏଠାରେ ଆକର୍ଷଣୀୟ ସୁନା ଓ ହୀରା ଗହଣା ସମ୍ଭାର…