ଚଳିତ ଫାଦର୍ସ ଡ଼େ ଅବସରରେ ସ୍ୱତନ୍ତ୍ର ପ୍ଲାଟିନମ୍ କଲେକ୍ସନ


ଭୁବନେଶ୍ୱର: ଚଳିତ ଫାଦର୍ସ ଡେରେ଼, ଆପଣଙ୍କ ଜୀବନର ସବୁଠାରୁ ସ୍ୱତନ୍ତ୍ର ପୁରୁଷ, ଯିଏକି ତାଙ୍କ ସାହାସ ଏବଂ ଶକ୍ତି ପରି ବିରଳ ତାଙ୍କୁ ଖୁସି କରାନ୍ତୁ । ଆପଣଙ୍କ ବାପାଙ୍କୁ ତାଙ୍କ ସହିତଥିବା ବିରଳ ସମ୍ପର୍କକୁ ପାଳନ କରିବା ପାଇଁ ଏକ ଷ୍ଟେଟମେଣ୍ଟ ପ୍ଲାଟିନମ୍ ଅଳଙ୍କାର ପିସ୍ ଉପହାର ଦିଅନ୍ତୁ । ପୁରୁଷ ମାନଙ୍କ ପାଇଁ ଥିବା ପ୍ଲାଟିନମ୍ ଅଳଙ୍କାରରେ ବୋଲ୍ଡ, ଅଣ୍ଡରଷ୍ଟେଟେଡ଼ ଏବଂ ପ୍ଲାଟିନମ୍ ବ୍ରେସଲେଟର କ୍ଲାସିକ ଡ଼ିଜାଇନ ଏବଂ ଚେନ୍ ରହିଛି । ଏହାର ଉକ୍ତୃଷ୍ଟ କଲେକ୍ସନ ଗୁଡ଼ିକ ଆଧୁନିକ ପୁରୁଷ ମାନଙ୍କୁ ଦୃଷ୍ଟିରେରଖି ତିଆରି କରାଯାଇଛି । ଏହାର ଡ଼ିଜାଇନ ଗୁଡ଼ିକ ଜ୍ୟାମିତିକ ଆକୃତି ଏବଂ ପ୍ରକାର ଦ୍ୱାରା ଅନୁପ୍ରାଣିତ । କ୍ଲାସିକ ଚେନ୍ଠାରୁ ଆରମ୍ଭକରି ମୁଦି ଏବଂ ବ୍ରେସଲେଟ ପର୍ଯ୍ୟନ୍ତ, ଏହାର ପ୍ରତ୍ୟେକ ପିସ୍ ଆପରଙ୍କ ବାପାଙ୍କ ପରି ବିରଳ ପୁରୁଷଙ୍କୁ ସୁହାଇଲାପରି ଡ଼ିଜାଇନ କରାଯାଇଛି । ସମ୍ପୁର୍ଣ୍ଣ ଭାରତରେ ସମସ୍ତ ଅଗ୍ରଣୀ ସ୍ୱିକୃତିପ୍ରାପ୍ତ ପ୍ଲାଟିନମ ରିଟେଲର ମାନଙ୍କରେ ଉପଲବ୍ଧ । ଡ଼ିଜାଇନ ଏବଂ ଆପଣଙ୍କ ନିକଟବର୍ତ୍ତି ପ୍ଲାଟିନମ୍ର ସ୍ୱିକୃତ୍ତିପ୍ରାପ୍ତ ରିଟେଲର ସମ୍ପର୍କରେ ଅତିରିକ୍ତ ତଥ୍ୟ ପାଇବା ପାଇଁ www.preciousplatinum.inଲଗ୍ ଇନ୍ କରନ୍ତୁ ।

ଏକ ଝିଅ ପାଇଁ ତାର ବାପା ହେଉଛି ସୂପରହିରୋ ଏବଂ ରୋଲମଡ଼େଲ । ତାର ସମ୍ପୁର୍ଣ୍ଣ ଜୀବନ ବିଭିନ୍ନ ଆହ୍ୱାନଦେଇ ଗତି କରୁଥିବାବେଳେ, ବାପା ଏକ ଖୁଣ୍ଟଭଳି ଠିଆହୋଇ ତାକୁ ସମର୍ଥନ କରିଥାନ୍ତି, ଯିଏକି ତାଙ୍କ ଝିଅର ଆତ୍ମବିଶ୍ୱାସ ବଢାଇଥାନ୍ତି ଏବଂ ତା’ର ସ୍ୱପ୍ନ ଏବଂ ଲକ୍ଷ୍ୟକୁ ପରିହାର ନକରିବା ପାଇଁ ଉତ୍ସାହିତ କରିଥାନ୍ତି । ବିରଳ ସେହି ବାପା ଅଟନ୍ତି ଯେଉଁମାନେ ସେମାନଙ୍କ ଝିଅକୁ ସମସ୍ତ ବାପା ମା’ଙ୍କ ପସନ୍ଦ ମାଧ୍ୟମରେ କିଛି ଅଧିକ ପ୍ରଦାନ କରିଥାନ୍ତି, ଯାହାକି ସେମାନଙ୍କ ଛୋଟ ଝିଅ ସେମାନଙ୍କ ପୁଅପରି ଖୁସି ଏବଂ ସଫଳ ହେବା ପାଇଁ ଯୋଗ୍ୟ ଅଟେବୋଲି ବିଶ୍ୱାସ କରିଥାନ୍ତି । ଏକ ବାପା ଯିଏକି ତା’ର ଝିଅ ଉପରେ ବିଶ୍ୱାସ କରିଥାଏ ଏବଂ ନିସ୍ପତି ନେବାରେ ବିଶେଷକରି ତାର ବିବାହ ସମୟରେ ତାକୁ ସ୍ୱାଧିନତା ଦେଇଥାନ୍ତି ସେପରି ବାପା ସତରେ ବହୁତ ବିରଳ ।


Share It

Comments are closed.