Browsing Category

ପ୍ରଯୁକ୍ତି

ଗୁଗଲ କ୍ଲାଉଡ ଓ ସିସ୍କୋର ସହବନ୍ଧିତାରେ ଏୟାରଟେଲ ପକ୍ଷରୁ ଏୟାରଟେଲ ଅଫିସ ଇଂଟରନେଟ ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ପ୍ରମୁଖ ଯୋଗାଯୋଗ ସମାଧାନ ପ୍ରଦାନକାରୀ ସଂସ୍ଥା ଏୟାରଟେଲ, ଗୁଗଲ କ୍ଲାଉଡ ଏବଂ ସିସ୍କୋ ର ସହବନ୍ଧିତାରେ ଏୟାରଟେଲ ଅଫିସ ଇଂଟରନେଟର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହି ସମାଧାନ କ୍ଷୁଦ୍ର ବ୍ୟବସାୟ, ଏସଓଏଚଓ ଏବଂ ପ୍ରାରମ୍ଭିକ ସ୍ତରର ଟେକ ଷ୍ଟାର୍ଟ-ଅପ ଗୁଡ଼ିକର…

ଭାରତର ଉଦ୍ୟୋଗ କନେକ୍ଟିଭିଟି ସେଗମେଂଟରେ ଏୟାରଟେଲ ଆଇଓଟି ବଜାର ଅଗ୍ରଣୀ

ଭୁବନେଶ୍ୱର: ଫ୍ରଷ୍ଟ ଆଣ୍ଡ ସୁଲିଭାନ ଅନୁଯାୟୀ ଏୟାରଟେଲ ଭାରତର ଦ୍ରୁତ ବିକଶିତ ଉଦ୍ୟୋଗ ଆଇଓଟି କ୍ଷେତ୍ରରେ ଏକ ପ୍ରମୁଖ ବଜାର ନେତୃତ୍ୱରେ ପରିଣତ ହୋଇଛି । “ଇଂଟରନେଟ ଅଫ ଥିଙ୍ଗସ୍‌(ଆଇଓଟି) ଟେକ୍ନୋଲୋଜି ଉଦ୍ୟୋଗଗୁଡ଼ିକୁ ବୁଦ୍ଧିମାନ ଓ ତଥ୍ୟ ଚାଳିତ ହେବାରେ ସକ୍ଷମ କରୁଛି । ପ୍ରମୁଖ ସହଭାଗିତା,…

ଋିୟଲମି ପକ୍ଷରୁ ନୂତନ ଉତ୍ପାଦର ଶୁଭାରମ୍ଭ ସହିତ ଏହାର ଏଆଇଓଟି ଅଫରିଙ୍ଗର ସମ୍ପ୍ରସାରଣ

ଭୁବନେଶ୍ୱର: ବିଶ୍ୱର ଦ୍ରୁତ ବର୍ଦ୍ଧିତ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ରିୟଲମି ୱାଚ ୨ ପ୍ରୋ, ରିୟଲମି ୱାଚ ୨, ରିୟଲମି ବଡ୍‌ସ ୱାୟରଲେସ ୨, ରିୟଲମି ବଡ୍‌ସ ୱାୟରଲେସ ୨ ନିଓ ଏବଂ ରିୟଲମି ବଡ୍‌ସ କ୍ୟୁ୨ ନିଓର ଶୁଭାରମ୍ଭ ସହିତ ଏହାର ଏଆଇଓଟି ଅଫରିଙ୍ଗର ସମ୍ପ୍ରସାରଣ କରାଯାଇଛି । ଏହି…

ଏୟାରଟେଲ୍ ପକ୍ଷରୁ ଗ୍ରାହକଙ୍କ ପାଇଁ ନୂଆ ପୋଷ୍ଟପେଡ ପ୍ଲାନ

ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ଏହାର କର୍ପୋରେଟ ଏବଂ ରିଟେଲମ ଗ୍ରାହକଙ୍କ ପାଇଁ ନୂଆ ପୋଷ୍ଟପେଡ ପ୍ଲାନର ଘୋଷଣା କରାଯାଇଛି । ମହାମାରୀ ପରଠାରୁ ୱର୍କ ଫ୍ରମହୋମ ଏବଂ ଅନଲାଇନ ଶିକ୍ଷା କାରଣରୁ ହାଇ-ସ୍ପିଡ ଇଂଟରନେଟ ଏକ ପ୍ରମୁଖ ଆବଶ୍ୟକତାରେ ପରିଣତ ହୋଇଛି । ଏହି ପରିପ୍ରେକ୍ଷୀରେ ଏୟାରଟେଲ ୫ଜି…

ଭାରତରେ ୫ଜିକୁ ତ୍ୱରାନ୍ୱିତ କରିବା ପାଇଁ ଏୟାରଟେଲ ଓ ଇଂଟେଲ ମଧ୍ୟରେ ସହବନ୍ଧିତାର ଘୋଷଣା

ନୂଆଦିଲ୍ଲୀ: ଭାରତର ପ୍ରମୁଖ ଯୋଗାଯୋଗ ପ୍ରଦାନକାରୀ ସଂସ୍ଥା ଏୟାରଟେଲ, ଭିର‌୍ୟାନ / ଓ-ର‌୍ୟାନ ଟେକ୍ନୋଲୋଜିର ବ୍ୟବହାର କରି ୫ଜି ନେଟୱର୍କର ବିକାଶ କରିବା ଲାଗି ଇଂଟେଲ ସହିତ ଏହାର ସହଭାଗିତାର ଘୋଷଣା କରିଛି । ଏହି ସହବନ୍ଧିତା ଭାରତ ପାଇଁ ଏୟାରଟେଲର ୫ଜି ରୋଡ଼ମ୍ୟାପର ଏକ ଅଂଶ । ଏୟାରଟେଲ…

ପୃଥିବୀ ଆଡକୁ ମାଡିଆସୁଛି ଶକ୍ତିଶାଳୀ ସୌର ଝଡ; ଟେଲିଫୋନ ଓ ଜିପିଏସ ସଙ୍କେତ ପ୍ରେରଣ ହୋଇପାରେ ବ୍ୟାହତ

ଏକ ଶକ୍ତିଶାଳୀ ସୌର ଝଡ ପୃଥିବୀ ଆଡକୁ ମାଡିଆସୁଛି। ଘଣ୍ଟାକୁ ୧.୬ ନିୟୁତ କିଲୋମିଟର ବେଗରେ ଆସୁଥିବା ଏହି ଝଡ ଆଜି ଅର୍ଥାତ ସୋମବାର ପୃଥିବୀ ପୃଷ୍ଠ ଉପରେ ପ୍ରଭାବ ପକାଇବାକୁ ଯାଉଛି। ଏହାର ପ୍ରଭାବରେ ମୋବାଇଲ ଟେଲିଫୋନ ଏବଂ ଜିପିଏସ ସଙ୍କେତ ପ୍ରେରଣ ପ୍ରଭାବିତ ହେବାକୁ ଯାଉଛି। ବୈଜ୍ଞାନିକମାନେ…

ହ୍ୱାଟସଆପରେ ଆପଣଙ୍କୁ କିଏ ବ୍ଲକ କରିଛି, ତାହା ଜାଣିବେ କିପରି

ହ୍ୱାଟ୍ସଆପରେ ଯଦି କାହାକୁ ମେସେଜ କରୁଛନ୍ତି କିନ୍ତୁ ତାଙ୍କ ପାଖରେ ପହଞ୍ଚି ପାରୁନି ବା କଲ୍ ଲାଗୁନି ତେବେ ବୁଝି ଯାଆନ୍ତୁ ସେ ଆପଣଙ୍କୁ ବ୍ଲକ୍ କରିଛନ୍ତି । ଆପଣ ହ୍ୱାଟ୍ସଆପ୍ ଜରିଆରେ ଏହା ଜାଣିପାରିବେ ଯେ ଆପଣଙ୍କୁ ସେ ବ୍ଲକ୍ କରିଛନ୍ତି କି ନାହିଁ । ଏଥିପାଇଁ ୪ଟି ଉପାୟ ଅଛି । ଆସନ୍ତୁ…

ଘର ପାଇଁ ଭାରତର ପ୍ରଥମ ଅଲ-ଇନ-ୱାନ ସଲ୍ୟୁସନ ଏୟାରଟେଲ ବ୍ଲାକର ଶୁଭାରମ୍ଭ

ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ଘର ପାଇଁ ଭାରତର ପ୍ରଥମ ଅଲ-ଇନ-ୱାନ ସଲ୍ୟୁସନ ଏୟାରଟେଲ ବ୍ଲାକର ଶୁଭାରମ୍ଭର ଘୋଷଣା କରାଯାଇଛି । ମାସରେ ଅଲଗା ଅଲଗା ବିଲ ତାରିଖ, ଭୁଲିଯାଇଥିବା ରିଚାର୍ଜ ଯୋଗୁଁ ସେବା ବନ୍ଦ ହୋଇଯିବା ଏବଂ ଏକାଧିକ ସ୍ଥାନୀୟ ସେବା ପ୍ରଦାନକାରୀଙ୍କ ଠାରୁ ସେବା ପରିଚାଳନାରେ…

ଚୋରି କିମ୍ବା ହଜିଯାଇଥିବା ନମ୍ବରକୁ IMEI ନମ୍ବର ଦ୍ୱାରା କିପରି କରିବେ ବ୍ଲକ, ଜାଣନ୍ତୁ

ଏବେ ହଜିଯାଇଥିବା ସ୍ମାର୍ଟଫୋନ ପୁଣି ଖୋଜି ପାଇବା କିଛି ବଡ କଥା ନୁହେଁ । ହଜିଯାଇଥିବା ବା ଚୋରି ହୋଇଯାଇଥିବା ସ୍ମାର୍ଟଫୋନକୁ ଅତି ସହଜରେ IMEI ନମ୍ବର ସାହାଯ୍ୟରେ ଖୋଜି ହେବ । ଏଥିପାଇଁ ଆପଣଙ୍କୁ ପୋଲିସ କମ୍ପ୍ଲେଣ୍ଟ କରାଇବାକୁ ହେବ । ଏହା ବ୍ୟତୀତ ଆଉ ଏକ ଉପାୟ ମଧ୍ୟ ଅଛି ଯାହା ଦ୍ୱାରା…

ଆଣ୍ଡ୍ରଏଡ୍‌ରେ ଟ୍ରୁକଲର୍ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନୂଆ ଫିଚର ସାମିଲ

ଭୁବନେଶ୍ୱର: ଟ୍ରୁକଲର୍ ଉପଭୋକ୍ତା ଅନୁଭୂତିକୁ ବୃଦ୍ଧି କରିବା ପାଇଁ ନୂତନ ଫିଚର ଆରମ୍ଭ କରିଛି । ଏହି ନୂତନ ଫିଚରଗୁଡିକରେ ଗ୍ରୁପ୍ ଭଏସ୍ କଲିଙ୍ଗ୍‌, ସ୍ମାର୍ଟ ଏସ୍‌ଏମ୍‌ଏସ୍ ଓ ଇନ୍‌ବକ୍ସ କ୍ଲିନର୍ ସାମିଲ ରହିଛି । ଏହି ସମସ୍ତ ଫିଚର ଉପଭୋକ୍ତାଙ୍କ ମତାମତ ଉପରେ ଆଧାରିତ ଏବଂ ଏଗୁଡିକୁ…