Browsing Category

ପ୍ରଯୁକ୍ତି

ରିଅଲ୍‌ମି ପକ୍ଷରୁ ଷ୍ଟାଇଲିସ୍ ଏଂଟ୍ରି-ଲେଭେଲ୍ ସ୍ମାର୍ଟଫୋନ୍ ରିଅଲ୍‌ମି ସି୧୧ର ଶୁଭାରମ୍ଭ

ଭୁବନେଶ୍ୱର: ବିଶ୍ୱର ଦ୍ରୁତ-ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲ୍‌ମି ପକ୍ଷରୁ ଏହାର ସମ୍ପୁର୍ଣ୍ଣ ନୂତନ ରିଅଲ୍‌ମି ସି୧୧ ସ୍ମାର୍ଟଫୋନ୍ ଓ ରିଅଲ୍‌ମି ୩୦ୱାଟ୍ ଡାର୍ଟ ଚାର୍ଜ ୧୦,୦୦୦ ଏମ୍‌ଏଏଚ୍ ପାୱାର ବ୍ୟାଙ୍କର ଶୁଭାରମ୍ଭ କରାଯାଇଛି । ସବୁଠାରୁ ଲୋକପ୍ରିୟ ଟେକ୍‌-ଟ୍ରେଣ୍ଡସେଟର୍…

କ୍ୱିକ୍ ହିଲ୍ ପକ୍ଷରୁ ପରବର୍ତୀ ପିଢିର ସାଇବର ସୁରକ୍ଷା ସମାଧାନ

ଭୁବନେଶ୍ୱର: ସାଇବର ସୁରକ୍ଷା ଓ ଡାଟା ସୁରକ୍ଷା ସମାଧାନ ପ୍ରଦାନ କରୁଥିବା ଅଗ୍ରଣୀ ସଂସ୍ଥା କ୍ୱିକ୍ ହିଲ୍ ଟେକ୍ନୋଲୋଜି ପକ୍ଷରୁ ଭାରତରେ ଏହାର ଡିଜିଟାଲ ଗ୍ରାହକମାନଙ୍କ ପାଇଁ ପରବର୍ତୀ ପିଢିର ସାଇବର ସୁରକ୍ଷା ସମାଧାନର ଶୁଭାରମ୍ଭ କରାଯାଇଛି । ଗୋପନୀୟତା, ସୁରକ୍ଷା ଓ ପ୍ରଦର୍ଶନ ଦ୍ୱାରା…

ଜିଓ ପ୍ଲାଟ୍‌ଫର୍ମସ୍‌ରେ ଗୁଗୁଲ ୩୩,୭୩୭ କୋଟି ଟଙ୍କା ନିବେଶ କରିବ

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌), ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ଓ ଗୁଗୁଲ୍ ଏଲ୍‌ଏଲ୍‌ସି (ଗୁଗୁଲ୍‌) ପକ୍ଷରୁ ଏକ ନିର୍ଦିଷ୍ଟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଆଜି ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ…

ଏୟାରଟେଲ ଏବଂ ଭେରିଜନ ପକ୍ଷରୁ ନୂଆ ବ୍ଲୁ ଜୀନ୍ସ ଭିଡିଓ କନଫରେନ୍ସିଙ୍ଗ ସମାଧାନ

ଭୁବନେଶ୍ୱର: ଭାରତୀ ଏୟାରଟେଲ ଏବଂ ବିଶ୍ୱର ସର୍ବବୃହତ ଯୋଗାଯୋଗ କମ୍ପାନୀଗୁଡିକ ମଧ୍ୟରୁ ଅନ୍ୟତମ ଭେରିଜନ ପକ୍ଷରୁ ଭାରତରେ ବ୍ୟବସାୟୀମାନଙ୍କ ପାଇଁ ସୁରକ୍ଷିତ ତଥା ଉଚ୍ଚକୋଟୀର ଭିଡିଓ କନଫରେନ୍ସିଙ୍ଗ ସମାଧାନ ନେଇ ଆଣିବା ଲାଗି ଏକ ରଣନୈତିକ ଚୁକ୍ତିର ଘୋଷଣା କରାଯାଇଛି । ଏହି ସହବନ୍ଧିତାର…

ସାମ୍‌ସଙ୍ଗ ପକ୍ଷରୁ ଦି ସେରିଫ୍ ଏବଂ କ୍ୟୁ-ଏଲଇଡି ୮କେ ଟିଭି ରେଞ୍ଜର ଶୁଭାରମ୍ଭ

ଭୁବନେଶ୍ୱର: ସାମ୍‌ସଙ୍ଗ ପକ୍ଷରୁ ଭାରତରେ ଏହାର ୨୦୨୦ ଲାଇଫ୍‌ଷ୍ଟାଇଲ ଟିଭିର ନୂଆ ଆକର୍ଷଣୀୟ ପୋର୍ଟଫୋଲିଓ, ଦି ସେରିଫ୍ ଓ ୨୦୨୦ କ୍ୟୁଏଲ୍‌ଇଡି ୮କେ ଟିଭି ଲାଇନ୍‌ର ଶୁଭାରମ୍ଭ କରାଯାଇଛି । ଦ ସେରିଫ୍ ହେଉଛି ଏକମାତ୍ର ଟିଭି ଯେଉଁଥିରେ ବାଧାହୀନ ମନୋରଞ୍ଜନ ପାଇଁ ଇନ୍‌-ବିଲ୍ଟ ଏନ୍‌ଏଫ୍‌ସି…

ଏୟାରଟେଲ୍‌ର ପ୍ଲାଟିନମ୍ ଗ୍ରାହକଙ୍କ ପାଇଁ ପ୍ରାୟୋରିଟି ୪ଜି ନେଟ୍‌ୱର୍କ

ଭୁବନେଶ୍ୱର: ଭାରତର ସର୍ବବୃହତ୍ ଇଂଟିଗ୍ରେଟେଡ୍ ଟେଲିକମ୍ କମ୍ପାନୀ, ଭାରତୀ ଏୟାରଟେଲ୍ (ଏୟାରଟେଲ୍‌) ପକ୍ଷରୁ ଆଜି ଏହାର ପ୍ଲାଟିନମ୍ ମୋବାଇଲ ଗ୍ରାହକଙ୍କ ପାଇଁ ‘ପ୍ରାୟୋରିଟି ୪ଜି ନେଟ୍‌ୱର୍କ’ର ଶୁଭାରମ୍ଭ କରାଯାଇଛି । ଏୟାରଟେଲ୍ ପକ୍ଷରୁ ଅତ୍ୟାଧୁନିକ ଟେକ୍ନୋଲୋଜି ଗୁଡିକୁ ନିୟୋଜିତ…

ସାମ୍‌ସଙ୍ଗ ପକ୍ଷରୁ ଭାରତରେ ଦୁଇଟି ନୂତନ ପ୍ଲାନ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ସାମ୍‌ସଙ୍ଗର ପ୍ରିମିୟମ ଗ୍ୟାଲାକ୍ସି ସ୍ମାର୍ଟଫୋନ୍ କିଣିବାକୁ ଅଧିକ ସହଜ ଓ ଆକର୍ଷଣୀୟ କରିବା ଲାଗି ସାମ୍‌ସଙ୍ଗ ପକ୍ଷରୁ ଦୁଇଟି ନୂତନ ଅଫର୍‌ର ଘୋଷଣା କରାଯାଇଛି । ଗ୍ୟାଲାକ୍ସି ଆସିୟୋର୍ଡ଼ ପ୍ରିମିୟମ ସ୍ମାର୍ଟଫୋନ୍ ପାଇଁ ସାମ୍‌ସଙ୍ଗର ବାୟବ୍ୟାକ୍ ଯୋଜନା…

କୋଭିଡ୍‌-୧୯ ସମୟରେ ଟେଲିକମ୍ ସେବାକୁ ଭାରତର ସମର୍ଥନ

ଭୁବନେଶ୍ୱର: ସିଓଏଆଇ-ଆଇଏମ୍‌ସି ଓ ଏରିକ୍‌ସନ ପକ୍ଷରୁ ଆୟୋଜିତ ଏକ ମିଳିତ ୱେବିନାର୍‌ରେ, ଭାରତୀୟ ଉପଭୋକ୍ତାମାନେ ସାଧାରଣ କାର୍ଯ୍ୟ ପାଇଁ ମୋବାଇଲ ଡାଟା ବ୍ୟବହାର କ୍ଷେତ୍ରରେ ଟେଲିକମ୍ କ୍ଷେତ୍ରକୁ ଏକ ବିଶ୍ୱାସନୀୟ ସଂସ୍ଥା ଭାବେ ଦେଖୁଥିବା ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟରେ ପ୍ରକାଶ…

ଓଡ଼ିଶାର ମୋବାଇଲ୍ ବ୍ୟବହାରକାରୀଙ୍କ ସବୁଠୁ ପସନ୍ଦ ରିଲାଏନ୍ସ ଜିଓ

ଓଡ଼ିଶା ବଜାରରେ ସମ୍ପୂର୍ଣ୍ଣ ଅଗ୍ରଣୀ ଥିବା ରିଲାଏନ୍ସ ଜିଓ ରାଜ୍ୟର ସବୁଠୁ ପସନ୍ଦର ମୋବାଇଲ ଓ ଡିଜିଟାଲ୍ ସେବା ପ୍ରଦାନକାରୀ ସଂସ୍ଥା ହୋଇରହିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୦ ଫେବ୍ରୁଆରିରେ ରିଲାଏନ୍ସ …

ସାମସଙ୍ଗ ପକ୍ଷରୁ ସର୍ଭିଫାଏର ସହବନ୍ଧିତାରେ ସାମସଙ୍ଗ କେୟାର+ର ଶୁଭାରମ୍ଭ

ଭୁବନେଶ୍ୱର: ସାମ୍‌ସଙ୍ଗ ପକ୍ଷରୁ ଭାରତର ସମସ୍ତ ଗ୍ୟାଲାକ୍ସି ସ୍ମାର୍ଟଫୋନ୍ ଉପଭୋକ୍ତାଙ୍କ ପାଇଁ ଏକ ବ୍ୟାପକ କେୟାର ସର୍ଭିସ୍‌, ସାମ୍‌ସଙ୍ଗ କେୟାର+ର ଶୁଭାରମ୍ଭ କରାଯାଇଛି । ସର୍ଭିଫାଏ ଦ୍ୱାରା ପରିଚାଳିତ ସାମ୍‌ସଙ୍ଗ କେୟାର+ ଉପଭୋକ୍ତାଙ୍କୁ ସେମାନଙ୍କର ଗ୍ୟାଲାକ୍ସି ସ୍ମାର୍ଟଫୋନ୍‌ଗୁଡିକୁ…