Browsing Category
ପ୍ରଯୁକ୍ତି
୯୦ଏଚଜେଡ ପଂଚ ହୋଲ ଡିସପ୍ଲେ ସହିତ ଓପୋ ଏ୫୩ର ଶୁଭାରମ୍ଭ
ଭୁବନେଶ୍ୱର: ଅଗ୍ରଣୀ ବିଶ୍ୱସ୍ତରୀୟ ସ୍ମାର୍ଟ ଡିଭାଇସ ବ୍ରାଣ୍ଡ, ଓପୋ ପକ୍ଷରୁ ଭାରତୀୟ ବଜାରରେ ଏହାର ନୂତନ ଏ୫୩ ସ୍ମାର୍ଟଫୋନର ଶୁଭାରମ୍ଭ କରାଯାଇଛି । ଉପଭୋକ୍ତାଙ୍କୁ ଦ୍ରୁତ ଓ ବାଧାହୀନ ଅଭିଜ୍ଞତା ପ୍ରଦାନ କରିବା ନିମେନ୍ତ ବ୍ୟବସ୍ଥିତ ହୋଇଥିବା ଏହି ଓପୋ ଏ୫୩ ହେଉଛି ଏଭଳି ମୂଲ୍ୟ ବର୍ଗରେ ୯୦…
ସ୍ମାର୍ଟଫୋନ୍ କିଣିବା ସମୟରେ ଅଡିଓ କ୍ୱାଲିଟିକୁ ପ୍ରାଥମିକତା ଦେଉଛନ୍ତି ଉପଭୋକ୍ତା: ସିଏମ୍ଆର୍ ଅଧ୍ୟୟନ
ଭୁବନେଶ୍ୱର: ସାଇବର ମିଡିଆ ରିସର୍ଚ୍ଚ (ସିଏମ୍ଆର୍)ର ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଭାରତୀୟ ଉପଭୋକ୍ତାମାନେ ଏବେ ସ୍ମାର୍ଟଫୋନ କ୍ରୟ ସମୟରେ କ୍ୟାମେରା ଓ ବ୍ୟାଟେରୀ ତୁଳନାରେ ଅଡିଓ କ୍ୱାଲିଟିକୁ ଅଧିକ ପ୍ରାଥମିକତା ଦେଉଛନ୍ତି । ଏପରିକି ସମସ୍ତ କ୍ଷେତ୍ରରେ ପ୍ରତି ୪ ଜଣରୁ ଜଣେ ଉପଭୋକ୍ତା ନିଜର…
ନୋକିଆ ପକ୍ଷରୁ ଭାରତରେ ଏହାର ଚାରୋଟି ନୂତନ ଫୋନର ଶୁଭାରମ୍ଭ
ଭୁବନେଶ୍ୱର: ଏଚ୍ଏମ୍ଡି ଗ୍ଲୋବାଲ ପକ୍ଷରୁ ଭାରତରେ ଆଗାମୀ ପାର୍ବଣ ଋତୁ ପାଇଁ ନୋକିଆର ୪ଟି ନୂତନ ଫୋନ୍ ଯଥା ନୋକିଆ ସି୩, ନୋକିଆ ୫.୩, ନୋକିଆ ୧୨୫ ଏବଂ ନୋକିଆ ୧୫୦ର ଶୂଭାରମ୍ଭ କରାଯାଇଛି । ବିଶ୍ୱବ୍ୟାପୀ ଶୂଭାରମ୍ଭ ହୋଇଥିବା ନୋକିଆ ସି୩, ନୋକିଆ ସି ସିରିଜ୍ ପରିବାରରେ ସାମିଲ ହୋଇଛି ଏବଂ…
ଜିଓ ନ୍ୟୁଜ୍ ଏବେ ଜିଓ ଫାଇବର୍ ସେଟ୍ ଅପ୍ ବକ୍ସରେ
ମୁମ୍ବାଇ / ଭୁବନେଶ୍ୱର : ଜିଓ ଫାଇବର ଉପଭୋକ୍ତାଙ୍କ ପାଇଁ ପୁଣି ଏକ ରୋମାଂଚକର ସେବା ଉପଲବ୍ଧ ହୋଇଛି । ଲୋକପ୍ରିୟ ନ୍ୟୁଜ୍ ଆପ୍ ଜିଓ ନ୍ୟୁଜ୍ ବର୍ତମାନ ଜିଓ ଫାଇବର ଉପଭୋକ୍ତାଙ୍କ ପାଇଁ ଜିଓ ସେଟ୍-ଟପ୍-ବକ୍ସରେ ଉପଲବ୍ଧ ହୋଇଛି । ବ୍ରେକିଂ ନ୍ୟୁଜ୍, ଭିଡିଓ, ମାଗାଜିନ (ପତ୍ରିକା), ଖବରକାଗଜ,…
ମୋଟୋରୋଲା ପକ୍ଷରୁ ଭାରତରେ ଏହାର ନୂତନ ମୋଟୋ ଜି୯ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତୀୟ ବଜାରକୁ ଧ୍ୟାନରେ ରଖି ମୋଟୋରୋଲା ପକ୍ଷରୁ ସମଗ୍ର ବିଶ୍ୱରେ ସର୍ବପ୍ରଥମେ ଭାରତରେ ଏହାର ଲୋକପ୍ର୍ରିୟ ଜି ଫ୍ରାଂଚାଇଜ୍- ମୋଟୋ ଜି୯ର ପରବର୍ତୀ ପିଢ଼ୀର ଶୁଭାରମ୍ଭ କରାଯାଇଛି । ଏହି ସ୍ମାର୍ଟଫୋନ୍ ହେଉଛି ବାସ୍ତବରେ ଏକ ମେଡ୍ ଫର୍ ଇଣ୍ଡିଆ ପ୍ରଡକ୍ଟ ଯାହାକି ଭାରତରେ ନିର୍ମିତ…
ସ୍ମାର୍ଟଫୋନ ପାଇଁ ସାମସଙ୍ଗର ନୂଆ ଅଲଟ୍ଜେଡ୍ଲାଇଫ୍ ପ୍ରାଇଭେଟ ମୋଡ଼ ଫିଚର
ଭୁବନେଶ୍ୱର: ଭାରତର ସବୁଠାରୁ ଅଧିକ ବିଶ୍ୱସ୍ତ ସ୍ମାର୍ଟଫୋନ ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ଆପଣଙ୍କ ପ୍ରାଇଭେସି ଓ ସୁରକ୍ଷା ଲାଗି ନୂଆ ଅଲଟ୍ଜେଡ୍ଲାଇଫ ପ୍ରାଇଭେଟ୍ ମୋଡ୍ର ଶୁଭାରମ୍ଭ କରାଯାଇଛି । ଏହା ଆପଣଙ୍କ ଫୋନର ପ୍ରାଇଭେସି ସ୍ତରକୁ ଆହୁରି ବୃଦ୍ଧି କରିବ । ଏହି ବୈଶିଷ୍ଟ୍ୟକୁ…
୬୪ ଏମପି ଇଂଟେଲି-କ୍ୟାମ ଯୁକ୍ତ ସାମ୍ସଙ୍ଗର ନୂଆ ଗ୍ୟାଲାକ୍ସି ଏମ୍୩୧ଏସ୍ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ସର୍ବାଧିକ ବିଶ୍ୱାସନୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାମ୍ସଙ୍ଗ ପକ୍ଷରୁ ନୂତନ ଗ୍ୟାଲାକ୍ସି ଏମ୍୩୧ଏସର ଶୁଭାରମ୍ଭ କରାଯାଇଛି । ଗ୍ୟାଲାକ୍ସି ଏମ୍୩୧ ଏମ୍ ସିରିଜ୍ରେ ପ୍ରଥମ ଥର ପାଇଁ ଏକାଧିକ ନୂତନ ଫିଚରକୁ ସାମିଲ କରାଯାଇଛି । ଏହି ନୂତନ ଫିଚରଗୁଡିକ ମଧ୍ୟରେ ବାଣିଜ୍ୟ…
ଟାଇପ ସି ସ୍ମାର୍ଟଫୋନ ପାଇଁ ସାନ୍ଡିସ୍କର ନୂଆ ଅଲ୍ଟ୍ରା ଡୁଆଲ ଡ୍ରାଇଭ୍ ଲ୍ୟୁକ୍ସ ୟୁଏସ୍ବି
ଭୁବନେଶ୍ୱର: ଆପଣଙ୍କର ଷ୍ଟୋରେଜ୍ ଓ ଡାଟା ଟ୍ରାନ୍ସଫର୍ ସମସ୍ୟାର ସମାଧାନ ପାଇଁ ସାନ୍ଡିସ୍କ ପକ୍ଷରୁ ଏହାର ନୂତନ ଡୁଆଲ ଡ୍ରାଇଭ୍ର ଶୁଭାରମ୍ଭ କରାଯାଇଛି । ଟାଇପ୍ ସି ସ୍ମାର୍ଟଫୋନ୍ଗୁଡିକ ପାଇଁ ଉଦ୍ଦିଷ୍ଟ ନୂଆ ସାନ୍ଡିସ୍କ ଅଲ୍ଟ୍ରା ଡୁଆଲ ଡ୍ରାଇଭ୍ ଲ୍ୟୁକ୍ସ ୟୁଏସ୍ବିକୁ ୧ ଟିବି…
Gmail ଡାଉନ୍: ଲୋକଙ୍କୁ ମେଲ୍ ପଠାଇବାରେ ହେଉଛି ସମସ୍ୟା
ବିଶ୍ବବ୍ୟାପୀ ଅନେକ ଉପଭୋକ୍ତାଙ୍କ ପାଇଁ Gmail ଡାଉନ୍ ଅଛି | ବାସ୍ତବରେ, ଲୋକମାନେ Gmailରେ ଆଚାଚମେଂଟ ପଠାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଉପଭୋକ୍ତାମାନେ ରିପୋର୍ଟ କରୁଛନ୍ତି ଯେ ସେମାନେ Gmail ରେ ଆଟାଚମେଂଟ ପଠାଇବାକୁ ସକ୍ଷମ ହୋଇପାରୁନାହାଁନ୍ତି | ଆଟାଚମେଂଟ ସହିତ…
ରିୟଲମି ପକ୍ଷରୁ ୬୦୦୦ ମେଗାହର୍ଜ ପାୱାରଯୁକ୍ତ ନୂତନ ସ୍ମାର୍ଟଫୋନର ଶୁଭାରମ୍ଭ
ଭୁବନେଶ୍ୱର: ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ବୃହତ ଶକ୍ତି ଯୁକ୍ତ ୬୦୦୦ମେଗାହର୍ଜ ବ୍ୟାଟେରୀ ସହିତ ଏହାର ନୂତନ ରିୟଲମି ସି୧୨ ଏବଂ ରିୟଲମି ସି୧୫ର ଶୁଭାରମ୍ଭ କରାଯାଇଛି । ଏହାଛଡ଼ା ରିୟଲମି ପକ୍ଷରୁ ଏହାର ରିୟଲମି ବଡ୍ସ କ୍ଲାସିକ ଏବଂ ରିୟଲମି ଟି-ସାର୍ଟର…