Browsing Category
ପ୍ରଯୁକ୍ତି
ସୋନି କାରାଓକେ ସହିତ ହାଇପାୱାର ପାର୍ଟି ସ୍ପିକରର ଶୁଭାରମ୍ଭ
ଭୁବନେଶ୍ୱର : ସୋନି ଇଣ୍ଡିଆ ଆଜି ଏହାର ହାଇପାୱାର୍ ପାର୍ଟି ସ୍ପିକର ଶୃଙ୍ଖଳର ଚାରୋଟି ଉନ୍ମାଦନାକାରୀ ନୂତନ ମଡେଲର ଶୁଭାରମ୍ଭ କରୁଛି । ଏମଏଚ୍ସି-ଭି୮୩ଡି, ଏମଏଚ୍ସି-ଭି୭୩ଡି, ଏମଏଚ୍ସି-ଭି୪୩ଡି ଏବଂ ଏମଏଚ୍ସି-ଭି୧୩ର ଶୃଙ୍ଖଳର ୱାନ ବକ୍ସ ପାର୍ଟି ସ୍ପିକର, ଯାହାକି ପାର୍ଟି ପ୍ରିୟ ପରିବାର…
ପବଜି ସମେତ ୧୧୮ ଟି ଚାଇନିଜ ଆପ ବ୍ୟାନ ପରେ ଡ୍ରାଗନକୁ ବର୍ତ୍ତମାନ ନିବେଶକଙ୍କ ଆଇନଗତ ସ୍ୱାର୍ଥ କଥା ମନେ ପଡ଼ୁଛି
ବୁଧବାର ଦିନ ଭାରତ ସରକାର PUBG ସମେତ ଦେଶରେ ୧୧୮ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। PUBG ମୋବାଇଲ୍ ଚାଇନାର କମ୍ପାନୀ ଟେନସେଣ୍ଟର ମାଲିକାନାଭୁକ୍ତ | ଏଥି ସହିତ ଚୀନର ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଯେ ମୋବାଇଲ୍ ଆପ୍ ଉପରେ ଭାରତର ପ୍ରତିବନ୍ଧକ ଚାଇନାର ନିବେଶକ ଏବଂ ସେବା…
ଭାରତରେ ପବଜି ମୋବାଇଲ ଗେମ ବ୍ୟାନ ପରେ ପ୍ରଫେସନାଲ ପ୍ଲେୟରଙ୍କ ନିରାଶା, କିନ୍ତୁ କମ୍ପ୍ୟୁଟରରେ ହୋଇନାହିଁ ବ୍ୟାନ
ଭାରତରେ PUBG ମୋବାଇଲ୍ ଆପ ଉପରେ ପ୍ରତିବନ୍ଧକ ଲଗାଯାଇଛି। କିନ୍ତୁ PUBG ଡେସ୍କଟପ୍ କିମ୍ବା PUBG ପିସିକୁ ନିଷେଧ କରାଯାଇନାହିଁ | ବାସ୍ତବରେ PUBG ଦକ୍ଷିଣ କୋରିଆ କମ୍ପାନୀ ବ୍ଲୁହୋଲର ଅଟେ | କିନ୍ତୁ ଚାଇନାର କମ୍ପାନୀ ଟେନସେଣ୍ଟରେ PUBG ମୋବାଇଲର ଏକ ବଡ଼ ଅଂଶ ଅଛି | ସେଥିପାଇଁ ଡାଟାକୁ…
ଜିଓ ଫାଇବର୍ର ନୂଆ ଟାରିଫ୍ ପ୍ଲାନ୍ ‘ନୂଆ ଭାରତର ନୂଆ ଜୋଶ୍’
ମୂମ୍ବାଇ / ଭୁବନେଶ୍ୱର: ଗ୍ରାହକଙ୍କ ପ୍ରତି ରହିଥିବା ଏହାର ଆଗ୍ରହକୁ ଦୋହରାଇ ଏବଂ ‘ନୂଆ ଭାରତର ନୂଆ ଜୋଶ୍’ (ନୟେ ଇଣ୍ଡିଆ କା ନୟା ଜୋଶ୍)କୁ ପାଳନ କରି ପ୍ରତିଟି ଭାରତୀୟଙ୍କ ଘରକୁ ସଶକ୍ତ କରିବା ନିମମନ୍ତେ ଜିଓ ଫାଇବର୍ ପକ୍ଷରୁ ଏହାର ଟାରିଫ୍ ପ୍ଲାନ୍ଗୁଡିକର ପୁନର୍ବିନ୍ୟାସ କରାଯାଇଛି ।…
ଟିକଟକ ସିଇଓ କେଭିନ ମେୟରଙ୍କ ଇସ୍ତଫା, ଆମେରିକାର ବ୍ୟବସାୟ ବିକ୍ରୟ ପାଇଁ କମ୍ପାନୀ ଉପରେ ଚାପ
ଟିକଟକର ସିଇଓ କେଭିନ ମେୟର ଇସ୍ତଫା ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି AFP ଏହି ଖବରକୁ ନିଶ୍ଚିତ କରିଛି। ଗତ କିଛି ସପ୍ତାହ ଧରି ଆମେରିକାରେ ଟିକଟକ୍ ଉପରେ ନିଷେଧାଦେଶ ଜାରିକରିବା ନେଇ ଆଲୋଚନା ଚାଲିଥିଲା । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ କମ୍ପାନୀ ଏହାର…
୯୦ଏଚଜେଡ ପଂଚ ହୋଲ ଡିସପ୍ଲେ ସହିତ ଓପୋ ଏ୫୩ର ଶୁଭାରମ୍ଭ
ଭୁବନେଶ୍ୱର: ଅଗ୍ରଣୀ ବିଶ୍ୱସ୍ତରୀୟ ସ୍ମାର୍ଟ ଡିଭାଇସ ବ୍ରାଣ୍ଡ, ଓପୋ ପକ୍ଷରୁ ଭାରତୀୟ ବଜାରରେ ଏହାର ନୂତନ ଏ୫୩ ସ୍ମାର୍ଟଫୋନର ଶୁଭାରମ୍ଭ କରାଯାଇଛି । ଉପଭୋକ୍ତାଙ୍କୁ ଦ୍ରୁତ ଓ ବାଧାହୀନ ଅଭିଜ୍ଞତା ପ୍ରଦାନ କରିବା ନିମେନ୍ତ ବ୍ୟବସ୍ଥିତ ହୋଇଥିବା ଏହି ଓପୋ ଏ୫୩ ହେଉଛି ଏଭଳି ମୂଲ୍ୟ ବର୍ଗରେ ୯୦…
ସ୍ମାର୍ଟଫୋନ୍ କିଣିବା ସମୟରେ ଅଡିଓ କ୍ୱାଲିଟିକୁ ପ୍ରାଥମିକତା ଦେଉଛନ୍ତି ଉପଭୋକ୍ତା: ସିଏମ୍ଆର୍ ଅଧ୍ୟୟନ
ଭୁବନେଶ୍ୱର: ସାଇବର ମିଡିଆ ରିସର୍ଚ୍ଚ (ସିଏମ୍ଆର୍)ର ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଭାରତୀୟ ଉପଭୋକ୍ତାମାନେ ଏବେ ସ୍ମାର୍ଟଫୋନ କ୍ରୟ ସମୟରେ କ୍ୟାମେରା ଓ ବ୍ୟାଟେରୀ ତୁଳନାରେ ଅଡିଓ କ୍ୱାଲିଟିକୁ ଅଧିକ ପ୍ରାଥମିକତା ଦେଉଛନ୍ତି । ଏପରିକି ସମସ୍ତ କ୍ଷେତ୍ରରେ ପ୍ରତି ୪ ଜଣରୁ ଜଣେ ଉପଭୋକ୍ତା ନିଜର…
ନୋକିଆ ପକ୍ଷରୁ ଭାରତରେ ଏହାର ଚାରୋଟି ନୂତନ ଫୋନର ଶୁଭାରମ୍ଭ
ଭୁବନେଶ୍ୱର: ଏଚ୍ଏମ୍ଡି ଗ୍ଲୋବାଲ ପକ୍ଷରୁ ଭାରତରେ ଆଗାମୀ ପାର୍ବଣ ଋତୁ ପାଇଁ ନୋକିଆର ୪ଟି ନୂତନ ଫୋନ୍ ଯଥା ନୋକିଆ ସି୩, ନୋକିଆ ୫.୩, ନୋକିଆ ୧୨୫ ଏବଂ ନୋକିଆ ୧୫୦ର ଶୂଭାରମ୍ଭ କରାଯାଇଛି । ବିଶ୍ୱବ୍ୟାପୀ ଶୂଭାରମ୍ଭ ହୋଇଥିବା ନୋକିଆ ସି୩, ନୋକିଆ ସି ସିରିଜ୍ ପରିବାରରେ ସାମିଲ ହୋଇଛି ଏବଂ…
ଜିଓ ନ୍ୟୁଜ୍ ଏବେ ଜିଓ ଫାଇବର୍ ସେଟ୍ ଅପ୍ ବକ୍ସରେ
ମୁମ୍ବାଇ / ଭୁବନେଶ୍ୱର : ଜିଓ ଫାଇବର ଉପଭୋକ୍ତାଙ୍କ ପାଇଁ ପୁଣି ଏକ ରୋମାଂଚକର ସେବା ଉପଲବ୍ଧ ହୋଇଛି । ଲୋକପ୍ରିୟ ନ୍ୟୁଜ୍ ଆପ୍ ଜିଓ ନ୍ୟୁଜ୍ ବର୍ତମାନ ଜିଓ ଫାଇବର ଉପଭୋକ୍ତାଙ୍କ ପାଇଁ ଜିଓ ସେଟ୍-ଟପ୍-ବକ୍ସରେ ଉପଲବ୍ଧ ହୋଇଛି । ବ୍ରେକିଂ ନ୍ୟୁଜ୍, ଭିଡିଓ, ମାଗାଜିନ (ପତ୍ରିକା), ଖବରକାଗଜ,…
ମୋଟୋରୋଲା ପକ୍ଷରୁ ଭାରତରେ ଏହାର ନୂତନ ମୋଟୋ ଜି୯ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତୀୟ ବଜାରକୁ ଧ୍ୟାନରେ ରଖି ମୋଟୋରୋଲା ପକ୍ଷରୁ ସମଗ୍ର ବିଶ୍ୱରେ ସର୍ବପ୍ରଥମେ ଭାରତରେ ଏହାର ଲୋକପ୍ର୍ରିୟ ଜି ଫ୍ରାଂଚାଇଜ୍- ମୋଟୋ ଜି୯ର ପରବର୍ତୀ ପିଢ଼ୀର ଶୁଭାରମ୍ଭ କରାଯାଇଛି । ଏହି ସ୍ମାର୍ଟଫୋନ୍ ହେଉଛି ବାସ୍ତବରେ ଏକ ମେଡ୍ ଫର୍ ଇଣ୍ଡିଆ ପ୍ରଡକ୍ଟ ଯାହାକି ଭାରତରେ ନିର୍ମିତ…