Browsing Category

ପ୍ରଯୁକ୍ତି

ନୂଆ ବର୍ଷରୁ ଲାଗୁ ହୋଇପାରେ ନୂଆ ବ୍ୟବସ୍ଥା, ଲ୍ୟାଣ୍ଡଲାଇନରୁ ମୋବାଇଲକୁ ଫୋନ କଲେ ଆରମ୍ଭରୁ ‘୦’ ଲଗାଇବାକୁ ପଡିବ

ଲ୍ୟାଣ୍ଡ୍‌ଫୋନ୍‌ରୁ ମୋବାଇଲ ଫୋନ୍‌କୁ କଲ୍‌ କଲେ ଜାନୁଆରୀରୁ ନମ୍ବର ପୂର୍ବରୁ ‘୦’ ଲଗାଇବାକୁ ପଡ଼ିପାରେ । ଏହି ନୂଆ ବ୍ୟବସ୍ଥାକୁ ଜାନୁଆରୀ ୧ରୁ କାର୍ଯ୍ୟକାରୀ କରିବା ପାଇଁ ବିଚାର କରୁଛି ଟେଲିକମ୍‌ ବିଭାଗ(ଡଟ୍‌) । ଟେଲିକମ୍‌ ନିୟାମକ ଟ୍ରାଇ ପକ୍ଷରୁ ଦିଆଯାଇଥିବା ଏ ସଂକ୍ରାନ୍ତ ପ୍ରସ୍ତାବକୁ…

ଭାରତରେ ଦୁଇଦିନ ପାଇଁ ମାଗଣାରେ ଦେଖିପାରିବେ ନେଟଫ୍ଲିକ୍ସ! କମ୍ପାନୀ ପକ୍ଷରୁ ଘୋଷଣା, ଜାଣନ୍ତୁ କିଭଳି ?

ଭାରତରେ ଦୁଇ ଦିନ ପାଇଁ ନେଟଫ୍ଲିକ୍ସ ଏହାର ସେବା ମାଗଣାରେ ପ୍ରଦାନ କରିବାକୁ ଘୋଷଣା କରିଛି। ନେଟଫ୍ଲିକ୍ସ ଷ୍ଟ୍ରିମ୍ ଫେଷ୍ଟ ଅଧୀନରେ ଏହା କରାଯାଉଛି ବୋଲି କମ୍ପାନୀ କହିଛି। ନେଟଫ୍ଲିକ୍ସର ଏହି ଷ୍ଟ୍ରିମ୍ ଫେଷ୍ଟ ସମୟରେ ଭାରତର ଯେକୌଣସି ବ୍ୟକ୍ତି ନେଟଫ୍ଲିକ୍ସର ପ୍ରିମିୟମ୍ କଂଟେଂଟ୍…

କେଲ୍‌ଭିନେଟର ହୋମ୍ ଆପ୍ଲାଏନ୍ସେସ୍ ସମ୍ଭାରର ଭାରତରେ ଶୁଭାରମ୍ଭ

ମୁମ୍ବାଇ / ଭୁବନେଶ୍ୱର: କେଲଭିନେଟର, ହୋମ୍ ଆପ୍ଲାଏନ୍ସେସ୍ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନାମ ଓ ଏକ ବ୍ରାଣ୍ଡ ଯାହା ବିଶ୍ୱାସ, ଗୁଣମାନ, ଦୀର୍ଘସ୍ଥାୟୀତ୍ୱ ଓ କାର୍ଯ୍ୟଦକ୍ଷତାର ପରିଚୟ ଅଟେ । ଏହା ବ୍ୟାପକ ଶ୍ରେଣୀୟ କଞ୍ଜୁମର ଡ୍ୟୁରେବଲ୍ ଯଥା ଏୟାର-କଣ୍ଡିସନର, ରେଫ୍ରିଜରେଟର, ୱାସିଂ ମେସିନ୍…

ହ୍ବାଟସ ଆପର ଆଉ ଏକ ନୂଆ ଫିଚର, ଏବେ କୌଣସି କଂଟାକ୍ଟକୁ ବ୍ଲକ ନ କରି ମଧ୍ୟ କରିପାରିବେ ଇଗନୋର

ଯଦି ଆପଣ କୌଣସି ମେସେଜକୁ ଇଗନୋର କରିବାକୁ ଚାହାଁନ୍ତି କିମ୍ବା ରିପ୍ଲାଏ ଦେବାକୁ ଚାହାଁନ୍ତି ନାହିଁ କିନ୍ତୁ ଏକ କଂଟାକ୍ଟ କିମ୍ବା ଗ୍ରୁପକୁ ବ୍ଲକ କରିବାକୁ ମଧ୍ୟ ଚାହାଁନ୍ତି ନାହିଁ | ତେବେ ଏହି କ୍ଷେତ୍ରରେ,ହ୍ବାଟ୍ସ ଆପ୍ ର ଏହି ଫିଚର ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ |…

ସୋନି X1TM ଅଲ୍ଟିମେଟ୍ 4K HDR ପିକ୍‌ଚର ପ୍ରସେସର୍ ସହିତ ବ୍ରାଭିଆ OLED TV A8Hର ଶୁଭାରମ୍ଭ

ଭୁବନେଶ୍ୱର : ସୋନୀ ଆଜି ଏହାର 4K HDR OLED ଟେଲିଭିଜନ୍‌ର A8H ସିରିଜ୍ ଭାରତରେ ଶୁଭାରମ୍ଭ କରୁଛି । ଏହି4K HDR OLED ଟିଭିରେ ଥିବା ଉଚ୍ଚ କ୍ଷମତା ବିଶିଷ୍ଟ ପ୍ରୋସେସର୍ ଏକ ଚମତ୍କାର ୱାନ୍ ସ୍ଲେଟ୍ ଡିଜାଇନ୍‌ରୁ ଧ୍ୱ୍ୱନୀ ସହିତ ସମ୍ପୂର୍ଣ୍ଣ ସାମଞ୍ଜସ୍ୟରେ ଏକ ଚମତ୍କାର ଛବି ସୃଷ୍ଟି କରେ ।…

ସାମ୍‌ସଙ୍ଗ ପକ୍ଷରୁ ଏହାର ୨୦୨୦ ଲାଇଫଷ୍ଟାଇଲ ଟିଭି ଦି ସେରୋର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସର୍ବାଧିକ ବିଶ୍ୱସନୀୟ ଓ ସର୍ବବୃହତ୍ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ ସାମ୍‌ସଙ୍ଗ ପକ୍ଷରୁ ଆଜି ବିଶ୍ୱର ପ୍ରଥମ ମୋବାଇଲ ଅପ୍ଟିମାଇଜ୍‌ଡ ଟିଭି ‘ଦ ସେରୋ’ର ଶୁଭାରମ୍ଭ ସହିତ ଏହାର ଲାଇଫ୍‌ଷ୍ଟାଇଲ୍ ଟିଭି ଶୃଙ୍ଖଳାକୁ ସମ୍ପ୍ରସାରଣ କରରାଯାଇଛି । ଦ ସେରୋ କେବଳ ଗୋଟିଏ…

ଭାରତକୁ ପୁଣି ଫେରୁଛି ଲୋକପ୍ରିୟ ଗେମିଂ ଆପ୍‌ PUBG

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତକୁ ପବଜୀ ମୋବାଇଲ୍‌ ଗେମ୍‌ ଫେରିବା ନେଇ ସାଉଥ୍‌ କୋରିଆ କମ୍ପାନୀ ପବଜୀ କର୍ପୋରେସନ ଘୋଷଣା କରିଛି। ତେବେ କେବଳ ଭାରତ ପାଇଁ ନୂଆ ଫିଚର ସହ ଗେମ୍‌ ଲଞ୍ଚ ହେବାକୁ ଥିବା ବେଳେ ଏଥର କୌଣସି ଚୀନ ଆପ୍‌ ପାର୍ଟନର ନଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।…

୧୧ତମ ପିଢିର ଇଂଟେଲ୍ କୋର୍ ପ୍ରୋସେସର୍ ସହିତ ଆସସ୍‌ର ନୂଆ ଲାପ୍‌ଟପ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ତାଇୱାନ୍‌ର ପ୍ରମୁଖ ଇଲେକ୍‌ଟ୍ରୋନିକ୍ କମ୍ପାନୀ, ଆସସ୍ ନିକଟରେ ଏହାର ନୂତନ ଶୃଙ୍ଖଳାର ଇଂଟେଲ୍ ପରିଚାଳିତ ଲାପ୍‌ଟପ୍‌ର ଶୁଭାରମ୍ଭର ଘୋଷଣା କରିଛି । ଏହି ଶୃଙ୍ଖଳରେ ଭିଭୋବୁକ୍ ଅଲ୍‌ଟ୍ରା ୧୪/୧୫ (ଏକ୍ସ୪୧୩/ଏକ୍ସ୫୧୩), ଭିଭୋବୁକ୍ ଅଲ୍‌ଟ୍ରା କେ୧୫ ଞ୍ଚକେ୫୧୩) ଓ ଜେନ୍‌ବୁକ୍ ୧୪…

ହ୍ବାଟସ୍ ଆପ ରେ ଯୋଡ଼ି ହେଲା ସପିଂ ବଟନ୍, ଜାଣନ୍ତୁ କିଭଳି କାମ କରିବ ଏହି ଫିଚର

ହ୍ବାଟସ୍ ଆପ୍ କିଛି ସମୟ ହେବ କ୍ରମାଗତ ଭାବରେ ଗୋଟିଏ ପରେ ଗୋଟିଏ ନୂଆ ଫଚର ଆଣି ଆସୁଛି | ସମାନ କ୍ରମରେ ହ୍ବାଟସ୍ ଆପ୍ ବର୍ତ୍ତମାନ ଆପରେ ଏକ ସପିଂ ବଟନ୍ ସାମିଲ କରୁଛି | କମ୍ପାନୀ କହିଛି ଯେ ଏହି ଫିଚର ବ୍ୟବସାୟ ପାଇଁ ଲାଭଦାୟକ ହେବ ଏବଂ ସେମାନେ ସେମାନଙ୍କର ବିକ୍ରୟ ବୃଦ୍ଧି କରିବାରେ ସକ୍ଷମ…

ଭାରତରେ ହ୍ବାଟସ୍ ଆପ୍ ପେମେଂଟକୁ ମିଲିଲା ଗ୍ରୀନ ସିଗନାଲ, ଗୁଗଲ ପେ କୁ ଦେବ କଡ଼ା ଟକ୍କର

ଫେସବୁକ୍ ମାଲିକାନା ମେସେଜିଂ ଆପ୍ ହ୍ବାଟସ୍ ଆପ୍ ଭାରତରେ ଏକ ପେମେଣ୍ଟ ସେବା ଆରମ୍ଭ କରିବାକୁ ଅନୁମତି ପାଇଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ହ୍ବାଟସ୍ ଆପ୍ ପେକୁ ଗ୍ରୀନ ସିଗନାଲ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହା ୨ କୋଟି ବ୍ୟବହାରକାରୀଙ୍କ ପାଇଁ ଜାରି ହେବ ବୋଲି…