Browsing Category

ପ୍ରଯୁକ୍ତି

ଅଙ୍କୁରାୟନ-୨୦୨୦ ପ୍ରତିଯୋଗିତାରେ ଦଶମ ପର୍ଯ୍ୟନ୍ତ ପିଲାମାନେ ଦେଖାଇ ପାରିବେ ନିଜ ସର୍ବୋତ୍ତମ ଦକ୍ଷତା, ପଞ୍ଜିକରଣ…

ଭୁବନେଶ୍ୱର : ଛୋଟ ଛୋଟ ପିଲାଙ୍କ ପ୍ରତିଭାକୁ ସାମନାକୁ ଆଣିବା ଲକ୍ଷ୍ୟରେ ସାମାଜିକ ଅନୁଷ୍ଠାନ ‘ବନ୍ଧୁ’ ପକ୍ଷରୁ ଏହାର ବାର୍ଷିକ କାର୍ଯ୍ୟକ୍ରମ ‘ଛୋଟିଆ ଆଖିରେ ବଡ ସପନ- ଅଙ୍କୁରାୟନ ୨୦୨୦’ ଆସନ୍ତା ଡିସେମ୍ବର ୧୬-୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଯେକୌଣସି ସ୍ଥାନରେ ରହୁଥିବା ଓଡିଆ ପିଲାମାନେ…

ସରକାର ଜାରି କଲେ କଡା ନିର୍ଦ୍ଦେଶ: ସବୁ ଅନଲାଇନ୍ ଗେମିଂ ବିଜ୍ଞାପନରେ ସତର୍କତା ବାର୍ତ୍ତା ବାଧ୍ୟତାମୂଳକ

କେନ୍ଦ୍ର ସରକାର ବିଭିନ୍ନ ଅନଲାଇନ୍ ଗେମିଂ ଆପ୍‌ର ଠକେଇ ମାମଲା ସାମ୍ନାକୁ ଆସିବା ପରେ ଏହାକୁ ରୋକିବା ପାଇଁ ଅଣ୍ଟା ଭିଡିଛନ୍ତି । ଏହି ସବୁ ଫେକ୍ ଗେମିଂ ଆପ୍ଲିକେସନ ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ନୂଆ ଆଇନ୍ ଆଣିବାକୁ ଯାଉଛନ୍ତି । ଏହାସହ ବିଭିନ୍ନ ଟିଭି ଚ୍ୟାନେଲକୁ ଏପରି ଗେମ୍…

ସାମସଙ୍ଗ ଷ୍ଟାର ସ୍କଲାର ପ୍ରୋଗ୍ରାମର ପଂଚମ ସଂସ୍କରଣ ଆରମ୍ଭ

ଭୁବନେଶ୍ୱର: ସାମସଙ୍ଗ ପକ୍ଷରୁ ଶିକ୍ଷାବର୍ଷ ୨୦୨୦-୨୧ ନିମେନ୍ତ ଏକ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) କିମ୍ବା ନ୍ୟାସନାଲ ଇନଷ୍ଟଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି)ରେ ଫୁଲ ଟର୍ମ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଜୱାହର ନବୋଦୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହାର ସାମସଙ୍ଗ…

ସାମସଙ୍ଗ ପକ୍ଷରୁ ଭାରତରେ ନୂଆ ଗେମିଂ ମନିଟର ଓଡେସିର ଶୁଭାରମ୍ଭ

ଭୁବନେଶ୍ୱର: ସାମସଙ୍ଗ ପକ୍ଷରୁ ଭାରତରେ ଏହାର ଅତ୍ୟାଧୁନିକ କର୍ଭଡ ଓଡେସୀ ଜି୯ ଏବଂ ଜି୭ ଗେମିଂ ମନିଟରର ନୂତନ ଶୃଙ୍ଖଳର ଶୁଭାରମ୍ଭ କରାଯାଇଛି । ଏହାକୁ ସିଇଏସ ୨୦୨୦ରେ ଉନ୍ମୋଚନ କରାଯାଇଛି । ଏହି ନୂଆ ମନିଟରଗୁଡ଼ିକରେ ଆରାମଦାୟକ କର୍ଭେଚର, ଅତୁଳନୀୟ ଇଂଟରାକ୍ସନ ଓ ଉତ୍କୃଷ୍ଟମାନର ପିକ୍‌ଚର…

ପ୍ଲେଷ୍ଟୋରରେ FAU-G, ପବ୍‌ଜିକୁ ଦେବ ଟକ୍କର

ଭାରତରେ ପବଜି PUBG ପୁଣି ରିଲଞ୍ଚ ହେବା ପୂର୍ବରୁ ଭାରତର ଦେଶୀ ଗେମିଙ୍ଗ୍ ଆପ୍ FAU-G ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି। ଗୁଗଲ୍ ପ୍ଲେଷ୍ଟୋରରେ FAU-G ଗେମକୁ ଲିଷ୍ଟ କରାଯାଇଛି। ଏହି ଗେମ୍ ଇଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ପ୍ରସ୍ତୁତ କରାଯାଉଛି। ସେଥିପାଇଁ ଗେମର ପ୍ରି-ରେଜିଷ୍ଟ୍ରେସନ୍ ଆପ୍…

କ୍ଲାସ୍ ରୟାଲ୍ ପାର୍ଟନର୍ସ ପକ୍ଷରୁ ୨୭ ଦିନିଆ ଗେମିଂ ଟୁର୍ଣ୍ଣାମେଂଟ୍ ପାଇଁ ଜିଓ ସହ ସହଯୋଗିତା ସ୍ଥାପନ

ଭୁବନେଶ୍ୱର / ମୁମ୍ବାଇ: ଜିଓଗେମସ୍ ପକ୍ଷରୁ ଏକ ୨୭ ଦିନିଆ କ୍ଲାସ୍ ରୟାଲ୍ ଟୁର୍ଣ୍ଣାମେଂଟ୍ ଆୟୋଜନ କରାଯାଉଛି ଯେଉଁଥିରେ ବିଜେତାଙ୍କୁ \"ଭାରତର ଗେମିଂ ଚାମ୍ପିଆନ୍‌’ ମୁକୁଟ ପ୍ରଦାନ କରାଯିବ । କ୍ଲାସ୍ ରୟାଲ୍ ହେଉଛି ଏକ ଫ୍ରିମିୟମ୍‌, ବାସ୍ତବ-ସମୟର ଏକାଧିକ ଖେଳାଳୀ ସାମିଲ୍ ହେଉଥିବା…

ନୂଆ ବର୍ଷରୁ ଲାଗୁ ହୋଇପାରେ ନୂଆ ବ୍ୟବସ୍ଥା, ଲ୍ୟାଣ୍ଡଲାଇନରୁ ମୋବାଇଲକୁ ଫୋନ କଲେ ଆରମ୍ଭରୁ ‘୦’ ଲଗାଇବାକୁ ପଡିବ

ଲ୍ୟାଣ୍ଡ୍‌ଫୋନ୍‌ରୁ ମୋବାଇଲ ଫୋନ୍‌କୁ କଲ୍‌ କଲେ ଜାନୁଆରୀରୁ ନମ୍ବର ପୂର୍ବରୁ ‘୦’ ଲଗାଇବାକୁ ପଡ଼ିପାରେ । ଏହି ନୂଆ ବ୍ୟବସ୍ଥାକୁ ଜାନୁଆରୀ ୧ରୁ କାର୍ଯ୍ୟକାରୀ କରିବା ପାଇଁ ବିଚାର କରୁଛି ଟେଲିକମ୍‌ ବିଭାଗ(ଡଟ୍‌) । ଟେଲିକମ୍‌ ନିୟାମକ ଟ୍ରାଇ ପକ୍ଷରୁ ଦିଆଯାଇଥିବା ଏ ସଂକ୍ରାନ୍ତ ପ୍ରସ୍ତାବକୁ…

ଭାରତରେ ଦୁଇଦିନ ପାଇଁ ମାଗଣାରେ ଦେଖିପାରିବେ ନେଟଫ୍ଲିକ୍ସ! କମ୍ପାନୀ ପକ୍ଷରୁ ଘୋଷଣା, ଜାଣନ୍ତୁ କିଭଳି ?

ଭାରତରେ ଦୁଇ ଦିନ ପାଇଁ ନେଟଫ୍ଲିକ୍ସ ଏହାର ସେବା ମାଗଣାରେ ପ୍ରଦାନ କରିବାକୁ ଘୋଷଣା କରିଛି। ନେଟଫ୍ଲିକ୍ସ ଷ୍ଟ୍ରିମ୍ ଫେଷ୍ଟ ଅଧୀନରେ ଏହା କରାଯାଉଛି ବୋଲି କମ୍ପାନୀ କହିଛି। ନେଟଫ୍ଲିକ୍ସର ଏହି ଷ୍ଟ୍ରିମ୍ ଫେଷ୍ଟ ସମୟରେ ଭାରତର ଯେକୌଣସି ବ୍ୟକ୍ତି ନେଟଫ୍ଲିକ୍ସର ପ୍ରିମିୟମ୍ କଂଟେଂଟ୍…

କେଲ୍‌ଭିନେଟର ହୋମ୍ ଆପ୍ଲାଏନ୍ସେସ୍ ସମ୍ଭାରର ଭାରତରେ ଶୁଭାରମ୍ଭ

ମୁମ୍ବାଇ / ଭୁବନେଶ୍ୱର: କେଲଭିନେଟର, ହୋମ୍ ଆପ୍ଲାଏନ୍ସେସ୍ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନାମ ଓ ଏକ ବ୍ରାଣ୍ଡ ଯାହା ବିଶ୍ୱାସ, ଗୁଣମାନ, ଦୀର୍ଘସ୍ଥାୟୀତ୍ୱ ଓ କାର୍ଯ୍ୟଦକ୍ଷତାର ପରିଚୟ ଅଟେ । ଏହା ବ୍ୟାପକ ଶ୍ରେଣୀୟ କଞ୍ଜୁମର ଡ୍ୟୁରେବଲ୍ ଯଥା ଏୟାର-କଣ୍ଡିସନର, ରେଫ୍ରିଜରେଟର, ୱାସିଂ ମେସିନ୍…

ହ୍ବାଟସ ଆପର ଆଉ ଏକ ନୂଆ ଫିଚର, ଏବେ କୌଣସି କଂଟାକ୍ଟକୁ ବ୍ଲକ ନ କରି ମଧ୍ୟ କରିପାରିବେ ଇଗନୋର

ଯଦି ଆପଣ କୌଣସି ମେସେଜକୁ ଇଗନୋର କରିବାକୁ ଚାହାଁନ୍ତି କିମ୍ବା ରିପ୍ଲାଏ ଦେବାକୁ ଚାହାଁନ୍ତି ନାହିଁ କିନ୍ତୁ ଏକ କଂଟାକ୍ଟ କିମ୍ବା ଗ୍ରୁପକୁ ବ୍ଲକ କରିବାକୁ ମଧ୍ୟ ଚାହାଁନ୍ତି ନାହିଁ | ତେବେ ଏହି କ୍ଷେତ୍ରରେ,ହ୍ବାଟ୍ସ ଆପ୍ ର ଏହି ଫିଚର ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ |…