Browsing Category
ଜୀବନ ଚର୍ଯ୍ୟା
ଖରାଦିନେ କିପରି ନେବେ କେଶର ଯତ୍ନ
କେଶ ସର୍ବଦା ଶରୀରର ସୌନ୍ଦର୍ଯ୍ୟତା ବୃଦ୍ଧି କରିଥାଏ । କେଶକୁ ସର୍ବଦା ସୁସ୍ଥ ରଖିବା ପାଇଁ କିଛି ସାଧାରଣ କଥାକୁ ଧ୍ୟାନରେ ରଖିବାକୁ ପଡିବ । ଖରାଦିନେ ଝାଳ ଏବଂ ସୂର୍ଯ୍ୟ କରିଣ ପ୍ରଭାବରୁ କେଶ ଶୁଷ୍କ ହୋଇଥାଏ । ଆସନ୍ତୁ ଜାଣିବା ଖରାଦିନେ କିପରି ନେବେ କେଶର ଯତ୍ନ ।
୧. କେଶକୁ ସର୍ବଦା…
ଖରାରେ ତ୍ୱଚାର କିପରି ଯତ୍ନ ନେବେ
ଆରମ୍ଭ ହୋଇ ଯାଇଛି ଅସହ୍ୟ ଖରା । ତାତିରେ ସମସ୍ତେ ଅସ୍ତବ୍ୟସ୍ତ । ଖରାର ତାତି ଏବଂ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବା ହେତୁ ଚର୍ମରେ ଅନେକ ସମସ୍ୟା ଦେଖାଦେଇଥାଏ। ଟିକିଏ ଧ୍ୟାନ ରଖିଲେ ଆପଣ ସୁନ୍ଦର ଓ ସୁସ୍ଥ ତ୍ଵଚ୍ଚା ପାଇପାରିବେ। ଖରା ଦିନରେ ଆପଣ କିପରି ଶରୀରର ଯତ୍ନ ନେବେ ସେଥିପାଇଁ…
ଖରାଦିନେ କିପରି ନେବେ ନିଜର ଯତ୍ନ, ଆସନ୍ତୁ ଜାଣିବା
ଗ୍ରୀଷ୍ମର ପ୍ରଭାବ ପଡିବାକୁ ଆରମ୍ଭ ହେଲାଣି । ଧିରେ ଧିରେ ବଢୁଥିବା ତାତି ମଧ୍ୟ ସହିବା କଷ୍ଟକର । ଏହି ଖରାଦିନରେ ସୂ ର୍ଯ୍ୟର ତାପ ଏବଂ ପ୍ରଭାବରୁ ରକ୍ଷା ପାଇବା ପାଇଁ ତ୍ୱଚା, କେଶ ତଥା ସମ୍ପୂର୍ଣ୍ଣ ଶରୀରର ଖାସ ଯତ୍ନ ନେବାକୁ ପଡିଥାଏ । ଏହି ଦିନଗୁଡିକରେ ଖାଦ୍ୟ ପେୟ ଇତ୍ୟାଦିର ବିଶେଷ…
ଥାଇରଏଡ ସମସ୍ୟାରୁ ମୁକ୍ତି ପାଇବା ପାଇଁ କ’ଣ କରିବେ ଜାଣନ୍ତୁ
ଥାଇରଏଡ ରୋଗ ଦୁଇ ପ୍ରକାରର ହୋଇଥାଏ । ପ୍ରଥମଟି ହାଇପୋଥାଇରୋଡିଜମ ହୋଇଥିବାବେଳେ ଦ୍ୱିତୀୟଟି ହାଇପରଥାଇରୋଡିଜମ ଅଟେ । ଏହା ଭାରତରେ ବହୁ ସାଧାରଣ ରୋଗ ମଧ୍ୟରୁ ଗୋଟିଏ । ଏହା ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ କ୍ଷେତ୍ରରେ ବହୁଳ ପରିମାଣରେ ଦେଖାଯାଇଥାଏ । ଥାଇରଏଡ ରୋଗ ପାଇଁ ପ୍ରଚୁର…
କାକୁଡି ଖାଇବାର ଫାଇଦା ସଂପର୍କରେ ଜାଣନ୍ତୁ
ପ୍ରାୟ ସମସ୍ତେ ନିଜର ସାଲାଡରେ କାକୁଡି ରଖିଥାନ୍ତି । ଏହା ଖାଇବାକୁ ସ୍ୱାଦଯୁକ୍ତ ଏବଂ ଏହାର ମଧ୍ୟ ଅନେକ ସ୍ୱାସ୍ଥ୍ୟ ଉପକାରିତା ରହିଛି । କାକୁଡିରେ ଭିଟାମିନ-କେ, ସି, ମାଙ୍ଗାନିଜ ଏବଂ ବିଟା-କ୍ୟାରୋଟିନ ରହିିଛି ଯାହା ଶରୀରର ତ୍ୱଚା ଏବଂ କେଶ ପାଇଁ ଖୁବ ଉପକାରୀ । ଆସନ୍ତୁ ଜାଣିବା କ’ଣ…
କିଡନୀର କିପରି ନେବେ ଯତ୍ନ ଜାଣନ୍ତୁ
ଶରୀରରେ ଦୁଇଟି କିଡନୀ ରହିଛି । ସେଗୁଡିକ ଶରୀରରେ ଫିଲଟର ପରି କାର୍ଯ୍ୟ କରିଥାଏ ଏବଂ ଏହା ରକ୍ତ ବିଶୋଧନ କରି ଅନାବଶ୍ୟକ ଉପାଦାନକୁ ନିଷ୍କାସନ କରିଥାଏ । ଏହି ଉପାଦାନଗୁଡିକ ପରିସ୍ରାରେ ନିଷ୍କାସିତ ହୋଇଥାଏ । ଏହା ଶରୀରର ଖୁବ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ତେଣୁ ଏହାର ଯତ୍ନ ଅତ୍ୟନ୍ତ ଆବଶ୍ୟକ ।…
ଲୋ ବ୍ଲଡପ୍ରେସର ନିୟନ୍ତ୍ରଣ କରିବାର ଉପାୟ ଜାଣନ୍ତୁ
ଆପଣ ନିଶ୍ଚୟ ଉଚ୍ଚ ରକ୍ତଚାପ ଏବଂ ନିମ୍ନ ରକ୍ତ ଚାପ ସମ୍ପର୍କରେ ଜାଣିଥିବେ । ସାଧାରଣ ରକ୍ତଚାପ ୮୦ରୁ ୧୨୦ ଏମଏମଏଚଜି ମଧ୍ୟରେ ରହିବା ଆବଶ୍ୟକ । ଉଚ୍ଚ ରକ୍ତ ଚାପ ଯୋଗୁଁ ମସ୍ତିଷ୍କ, ହୃଦୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ରକ୍ତ ଆବଶ୍ୟକତା ଠାରୁ ଅଧିକ ପହଞ୍ଚିଥିବାବେଳେ ନିମ୍ନ ରକ୍ତ…
ସଜନା ଛୁଇଁ ଖାଇବାର ଫାଇଦା ସଂପର୍କରେ, ଜାଣନ୍ତୁ
ସଜନା ଗଛ ଏକ ବିରଳ ଗଛ ହୋଇଥିବା ବେଳେ ଏହାର ମୂଳରୁ ଡାଳ ପର୍ଯ୍ୟନ୍ତ ଲାଭ ପ୍ରଦାନ କରିଥାଏ । ଏହାର ପତ୍ର, ଡାଳ ଏବଂ ମୂଳରେ ଓøଷଧିୟ ଗୁଣ ଭରପୁର ରହିଛି । ଏହାର ସଜନା ଛୁଇଁ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର । ଏହାକୁ ଭାରତରେ ଘରେ ଘରେ ସୁପର ଫୁଡ ରୂପେ ବ୍ୟବହାର କରାଯାଉଥିବା ବେଳେ ବିଦେଶରେ…
ଡାଏଟରେ ଥିବାବେଳେ ସକାଳେ କ’ଣ ଖାଇବେ, ଆସନ୍ତୁ ଜାଣିବା
ବ୍ରେକଫାଷ୍ଟକୁ ସମ୍ପୂର୍ଣ୍ଣ ଦିନର ଭୋଜନ ମଧ୍ୟରେ ରାଜା କୁହାଯାଏ । ସକାଳ ଖାଇବାରେ ସୁସ୍ଥକର ଖାଦ୍ୟ ଗ୍ରହଣ ଦ୍ୱାରା ବହୁ ସ୍ୱାସ୍ଥ୍ୟ ସୁବିଧା ମିଳିଥାଏ ବୋଲି ରିସର୍ଚ୍ଚରୁ ଜଣାପଡିଛି । କଥାରେ ମଧ୍ୟ ଅଛି ସକାଳେ ରାଜା ପରି ମଧ୍ୟାହ୍ନରେ ପ୍ରଜା ପରି ଏବଂ ରାତିରେ ଭିକାରି ପରି ଖାଦ୍ୟ ଗ୍ରହଣ…
ଖରାଦିନେ କିପରି ଦେଖାଯିବେ ଷ୍ଟାଇଲିସ, ଜାଣନ୍ତୁ
ଖରାଦିନେ ଅତ୍ୟନ୍ତ ଟାଣ ଖରାକୁ ମାତ୍ ଦେବା ପାଇଁ ପୋଷାକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ସେହିପରି ନିଜର ମେକଅପ, ଗହଣା ଇତ୍ୟାଦି ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିଥାଏ । ଖରାଦିନେ ଝାଳ, କୁଣ୍ଡିଆ ଏବଂ ଘିମିରିର ସମ୍ଭାବନା ଥିବା ହେତୁ ଏଥି ପାଇଁ ପୋଷାକର ଫ୍ୟାବ୍ରିକ, ଗହଣା, କେଶର ଷ୍ଟାଇଲ…