Browsing Category

ଜୀବନ ଚର୍ଯ୍ୟା

ବର୍ଷା ଦିନିଆ ରୂପି ସମସ୍ୟାକୁ ଦୂରେଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ବର୍ତ୍ତମାନର ଆଧୁନିକ ଯୁଗରେ ଆମର ଖାଦ୍ୟପେୟ, ବିଭିନ୍ନ କେମିକାଲ ଯୁକ୍ତ ସୌନ୍ଦର୍ଯ୍ୟ ପ୍ରସାଧନର ବହୁଳ ବ୍ୟବହାର ଏବଂ ଏହି ଭଳି ବିଭିନ୍ନ କାରଣରୁ କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ରୂପେ ଦେଖାଯାଉଛି । ରୂପି ଏହାର ଏକ ମୂଖ୍ୟ କାରଣ ଅଟେ । ଏଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବଜାରରେ…

ଆପଣଙ୍କ କ୍ୟାରିୟରରେ ଉନ୍ନତି ସମ୍ପର୍କରେ ବାସ୍ତୁ କଣ କହେ ଜାଣନ୍ତୁ

ପ୍ରତ୍ୟେକଙ୍କ ଜୀବନର ଆଭିମୁଖ୍ୟ ଅନୁଯାୟୀ ବାସ୍ତୁ ଶାସ୍ତ୍ର ମଧ୍ୟ ଆପଣଙ୍କର ଉନ୍ନତି ଏବଂ ପ୍ରଫେସନାଲ କ୍ୟାରିୟରକୁ ଆଗେଇ ନେବା ପାଇଁ ଅନେକ ଉପାୟ ଯୋଗାଇ ଦେଇଥାଏ । ଯଦି ଆପଣଙ୍କ ଜୀବନ ଆପଣଙ୍କ ଦୃଷ୍ଟିକୋଣ ଅନୁଯାୟୀ ପରିଚାଳିତ ହେଉନାହିଁ ତେବେ ଏହାର କାରଣ ଆପଣଙ୍କ ପରିବେଶ ସହିତ ଆପଣଙ୍କ…

ଭାରତରେ ପ୍ରତି ୧୦ ରୁ ୮ ଜଣ ପିଲା ଦାନ୍ତ ରୋଗରେ ପୀଡ଼ିତ – ସର୍ବେକ୍ଷଣ

କୋଲଗେଟ ପାମୋଲିଭ(ଇଣ୍ଡିଆ)ଲିମିଟେଡ ପାଇଁ କାନ୍ତାର ଆଇଏମଆରବି ପକ୍ଷରୁ ଭୁବନେଶ୍ୱର ସମେତ ଦେଶର ୧୨ଟି ପ୍ରମୁଖ ସହରରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଭାରତରେ ପ୍ରତି ୧୦ ଜଣ ମଧ୍ୟରୁ ୮ ଜଣ ପିଲା ଦାନ୍ତ ସମସ୍ୟାରେ ପୀଡ଼ିତ ଥିବା ଦର୍ଶାଯାଇଛି । ଏହି ସର୍ବେକ୍ଷଣରେ ପିଲାମାନଙ୍କ ଠାରେ…

କଦଳୀ ଚୋପାର ଉପକାରିତା ସମ୍ପର୍କରେ ଜାଣନ୍ତୁ

ପୋଷକ ତତ୍ତ୍ୱରେ ଭରପୂର କଦଳୀ ନିୟମିତ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର । ଖାଦ୍ୟ ବିଷେଷଜ୍ଞଙ୍କ ମତରେ ପ୍ରତିଦିନ ଜଳଖିଆରେ କଦଳୀ ଖାଇବା ଦ୍ୱାରା ପେଟ ସମସ୍ୟା ଦୂର ହୋଇଥାଏ । ଏହା ବ୍ୟତୀତ ଏହା ମହିଳା ମାନଙ୍କର ସୌନ୍ଦର୍ଯ୍ୟଚର୍ଜା ନିମନ୍ତେ ମଧ୍ୟ ଅନେକ ଉପକାୀର ଅଟେ । କିନ୍ତୁ ଜାଣି ରଖନ୍ତୁ…

କେଉଁ ବିଧିରେ ଶ୍ରୀ ଗଣେଶଙ୍କ ସ୍ଥାପନା କଲେ ମିଳିଥାଏ ସୁଖ ସମୃଦ୍ଧି ଜାଣନ୍ତୁ

ଗଣେଶ ଚତୁର୍ଥୀ ଏଭଳି ଏକ ପାର୍ବଣର ଦିନ ଯାହାକୁ ପ୍ରତି ବର୍ଷ ଲୋକମାନେ ଅନେକ ଆଗ୍ରହ ତଥା ଉତ୍ସାହର ସହ ଚାହିଁ ରହିଥାନ୍ତି । ଆମ ମାନଙ୍କ ମଧ୍ୟରୁ ଅନେକ ଏହି ପର୍ବକୁ ସମୁଦାୟରେ ପାଳନ କରୁଥିବାବେଳେ, କେତେକ ଘରେ ମଧ୍ୟ ଏହାକୁ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି । ଯଦି ଏହି ଗଣେଶ ଚତୁର୍ଥୀ ଆପଣ…

କିଡନୀକୁ ସୁସ୍ଥ ରଖିବାର ଘରୋଇ ଉପଚାର ସଂପର୍କରେ ଜାଣନ୍ତୁ

ଆମ ଶରୀରର ବାହ୍ୟ ପରିଷ୍କରଣ ପ୍ରତି ଆମେ ଧ୍ୟାନ ଦେଉଥିବା ବେଳେ ଶରୀରର ଆଭ୍ୟନ୍ତରୀଣ ପରିଷ୍କରଣର ଧ୍ୟାନ ଆମ କିଡନୀ ରଖିଥାଏ । ଏହା ବ୍ୟତୀତ ଶରୀରରେ ରାସାୟନିକ ପଦାର୍ଥର ସନ୍ତୁଳନ ଏବଂ ରକ୍ତଚାପର ନିୟନ୍ତ୍ରଣରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ଏହା ରକ୍ତରେ ଉପସ୍ଥି୍ତ ଜଳ ଏବଂ ଅନାବଶ୍ୟକ…

ଉତ୍ତମ କ୍ୟାରିୟର ପାଇଁ କଣ କହେ ବାସ୍ତୁଶାସ୍ତ୍ର

ବର୍ତ୍ତମାନ ଅଫିସର ଆଶା ଏତେ ବଢ଼ିଗଲାଣି ଯେ ଗୋଟେ ଭଲ ଚାକିରୀ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଏତେ ସହଜ ନୁହେଁ । ଆପଣ ନିଜକୁ ପ୍ରତିଷ୍ଠିତ କରାଇବା ପାଇଁ କଷ୍ଟରୁ କଷ୍ଟସାଧ୍ୟ ପ୍ରଚେଷ୍ଟା ସତ୍ତେ୍ୱ ନିଜର ଲକ୍ଷ୍ୟ ହାସଲରେ ବିଫଳ ହୁଅନ୍ତି । ଏହିଭଳି ସ୍ଥଳେ ଆପଣଙ୍କୁ ନିଜ ଅଫିସର…

ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ

ଆପଣ ପ୍ରତିଦିନ ଅଫିସ ଯିବା, ସେଠାରେ ସାରାଦିନ ବସିରହିବା, ଭୋକ ଲାଗିଲେ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା, ଏହା ବ୍ୟତୀତ ସମୟର ଧ୍ୟାନ ନ ଦେବା ଆଦି କାରଣରୁ ଗ୍ୟାସ ସମସ୍ୟା ଦେଖାଦେଇଥାଏ ଏବଂ ଆଜିକାଲି ଏହି ସମସ୍ୟା ସାଧାରଣ ହୋଇଗଲାଣି । କିନ୍ତୁ ଯଦି ଆପଣ ନିଜ ଦୈନନ୍ଦିନ ଅଭ୍ୟାସରେ କଛି ସୁଧାର…

ସେଲ୍ଫି ଭିଡିଓ ସୂଚାଇବ ଆପଣଙ୍କ ବ୍ଲଡପ୍ରେସର ସ୍ତର

ଏପର୍ଯ୍ୟନ୍ତ ଆପଣ କେବଳ ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ସେଲଫି ନେଉଥିଲେ, କିନ୍ତୁ ବହୁତ ଶୀଘ୍ର ହିଁ ଆପଣଙ୍କ ସେଲଫି ବ୍ଲଡପ୍ରେସର ସମ୍ବନ୍ଧରେ ଧାରଣା ଦେବ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ । କାନାଡ଼ାର ଟୋରାଣ୍ଟୋ ବିଶ୍ୱବିଦ୍ୟାଳୟର ଗବେଷକମାନେ ଦାବାକର କହିିଛନ୍ତି ଯେ…

ଅଙ୍ଗଦାନ ନୁହେଁ ସେ ଜୀବନଦାନ, କ’ଣ ରହିଛି ଏହା ମହତ୍ତ୍ୱ ଜାଣନ୍ତୁ

ଅଙ୍ଗ ପ୍ରତିରୋପଣ ବିଂଶ ଶତାବ୍ଦୀରେ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ଚମତ୍କାରିତାମାନଙ୍କ ମଧ୍ୟରୁ ଗୋଟିଏ ଅଟେ, ଯାହା ବିଶ୍ୱରେ ବିଭିନ୍ନ ରୋଗୀମାନଙ୍କୁ ଦୀର୍ଘାୟୁ କରିବା ସହିତ ସେମାନଙ୍କ ଜୀବନର ବିକାଶ ଘଟାଉଛି । ମିଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିବା ଅନୁଯାୟୀ, ଭାରତରେ ୧୦ ଲକ୍ଷରୁ ଅଧିକ ଲୋକ…