Browsing Category

କ୍ରୀଡା

ଆରସିବିର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ କଲେ ଖୋଦ ଦଳର ଅଧିନାୟକ କୋହଲି

ଭାରତୀୟ ଦଳ ଏବଂ ଇଣ୍ଡିଆନ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସର ଅଧିନାୟକ ବିରାଟ କୋହଲି ନିଜ ଦଳ ଆରସିବି ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ପ୍ରକାଶ ଥାଉକି, ଆରସିବି ବୁଧବାର ଦିନ ସୋସିଆଲ ମିଡିଆରେ ହଠାତ୍ ଅନେକ ଆକାଉଣ୍ଟରୁ ନିଜର ପ୍ରୋଫାଇଲ ଫଟୋ ଏବଂ ନାମକୁ ହଟାଇ…

ନାଟକୀୟ ଢଙ୍ଗରେ ଇଂଲଣ୍ଡକୁ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ଇଂଲଣ୍ଡ କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବାବେଳେ ଉଭୟ ଦଳ ମଧ୍ୟରେ ଟି-୨୦ ସିରିଜ ବର୍ତ୍ତମାନ ଆରମ୍ଭ ହୋଇ ସାରିଛି । ସିରିଜର ପ୍ରଥମ ମ୍ୟାଚ ବୁଧବାର ଦିନ (୧୨ ଫେବୃଆରୀ) ଇଷ୍ଟ ଲଣ୍ଡନର ବଫାଲୋ ପାର୍କରେ ଖେଳାଯାଇଥିବାବେଳେ, ଏଥିରେ ଦକ୍ଷିଣ ଆଫ୍ରିକା ଖୁବ ନାଟକୀୟ ଢଙ୍ଗରେ ବିଜୟ ହାସଲ…

ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚକୁ ନେଇ ପ୍ରତିକ୍ରିୟା ରଖିଲେ ଯୁବରାଜ ଏବଂ ଆଫ୍ରିଦି

ଭାରତୀୟ ଦଳର ପୂର୍ବତ୍ତନ ଅଲରାଉଣ୍ଡର ଯୁବରାଜ ସିଂହ ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ଖେଳକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ଯୁବରାଜ କହିଛନ୍ତି ଯେ, “ଭାରତ ଏବଂ ପାକିସ୍ତାନ ପରସ୍ପର ମଧ୍ୟରେ ଯେତେ ଅଧିକରୁ ଅଧିକ ବାଇଲେଟରାଲ କ୍ରିକେଟ ସିରିଜ ଖେଳିବେ ତାହା କ୍ରିକେଟ ପାଇଁ ସେତେ…

ନୋବଲକୁ ନେଇ ଆଇସିସି ଲାଗୁ କଲା ନୂଆ ନିୟମ

ଆଇସିସି ବର୍ତ୍ତମାନ ନୋବଲକୁ ନେଇ କ୍ରିକେଟରେ ନୂଆ ନିୟମ ଲାଗୁ କରିବା ପାଇଁ ନିଷ୍ପତି ନେଇଛି । ଅଷ୍ଟ୍ରେଲିଆରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ ଠାରୁ ଏହି ନୂଆ ନିୟମ ଲାଗୁ କରାଯିବ । ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ସଫଳତାପୂର୍ବକ ଏହି ନୂଆ ନିୟମର ପ୍ରୟୋଗ…

ବିବାହର ଦୁଇ ଦିନ ପୂର୍ବରୁ ସମସ୍ତଙ୍କୁ କ୍ଷମା ମାଗିଲେ ନେହା, ଜାଣନ୍ତୁ କାରଣ

ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କର ବର୍ତ୍ତମାନ ନିଜର ବିବାହକୁ ନେଇ ଚର୍ଚ୍ଚାରେ ରହିଥିବାବେଳେ ଇଣ୍ଡିଆନ ଆଇଡଲରେ ବର୍ତ୍ତମାନ ଆଦିତ୍ୟ ଏବଂ ନେହାଙ୍କ ବିବାହକୁ ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଉଭୟଙ୍କ ବିବାହ ଆସନ୍ତା ୧୪ ଫେବୃଆରୀରେ ଇଣ୍ଡିଆନ ଆଇଡଲ ସେଟରେ ହେବାକୁ ଥିବାବେଳେ…

ସରକାରଙ୍କ ପ୍ରୋତ୍ସାହନ ରହିଲେ ଆଗାମୀ ଅଲମ୍ପିକରେ ଭାରତ ଉନ୍ନତ ପ୍ରଦର୍ଶନ କରିବ : ଦୀପକ କୁମାର

ଏସିଆନ ଗେମ୍‌ସର ରୈାପ୍ୟ ପଦକ ବିଜେତା ସୁଟର ଦୀପକ କୁମାର ଭାରତରେ କ୍ରୀଡ଼ା ପରମ୍ପରାକୁ ବିକଶିତ କରିବା କ୍ଷେତ୍ରରେ ସରକାରଙ୍କର ପ୍ରୟାସକୁ ପ୍ରଶଂସା କରିଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ପଦକ୍ଷେପ ଜରିଆରେ ସରକାର ଦେଶରୁ ଅନେକ ପ୍ରତିଭାବାନ କ୍ରୀଡ଼ାବିତମାନଙ୍କର ଆବିଷ୍କାର କରିଛନ୍ତି…

ବାଙ୍ଗଲାଦେଶ ଠାରୁ ଭାରତର ପରାଜୟ ପରେ ହାତାହାତି ହେଲେ ଉଭୟ ଦେଶର ଖେଳାଳୀ, ଭିଡିଓ ଭାଇରାଲ

ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ଭାରତର ବାଙ୍ଗଲାଦେଶ ଠାରୁ ପରାଜୟ ବରଣ କରିବା ପରେ ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଥିଲା, ଯାହାକି କ୍ରିକେଟର ଭାବମୂର୍ତ୍ତି କଳୁଷିତ କରିଛି । ମ୍ୟାଚ ସରିବା ପରେ ଉଭୟ ଦଳର ଖେଳାଳୀଙ୍କ ତିକ୍ତତା ଏତେ ମାତ୍ରାରେ ବଢିଯାଇଥିଲା ଯେ, ପରସ୍ପର ନିଜ ଭିତରେ ଠେଲାପେଲି…

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ପ୍ରତିଯୋଗିତା ପାଇଁ ଶୀର୍ଷ ବିଶ୍ୱବିଦ୍ୟାଳୟଗୁଡିକ ପ୍ରସ୍ତୁତ

ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ୩ଟି ସଂସ୍କରଣର ସଫଳ କାର୍ଯ୍ୟକାରିତା ପରେ ଭାରତ ସରକାର ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଆୟୋଜନ କରିବାକୁ ନିଷ୍ପତି ନେଇଛନ୍ତି । ଏହାର ପ୍ରଥମ ସଂସ୍କରଣକୁ ସ୍ପୋର୍ଟସ୍ ଅଥୋରିଟି ଅଫ୍ ଇଣ୍ଡିଆ, ଆସୋସିଏଶନ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍‌, ନ୍ୟାସ୍‌ନାଲ…

ଭାରତର ଐତିହାସିକ ବିଜୟ ପରେ ଡାନ୍ସ କରି ନିଜର ଖୁସି ଜାହିର କଲେ ଚହଲ ଓ ଆୟର, ଭିଡିଓ ଭାଇରାଲ

ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଟି-୨୦ ଶୃଙ୍ଖଳରେ ଭାରତରର ଐତିହାସିକ ବିଜୟ ପରେ ଶେଷ ଟି-୨୦ ମ୍ୟାଚରେ ଭାରତ, ନ୍ୟୁଜିଲାଣ୍ଡକୁ ୭ ରନରେ ପରାସ୍ତ କରିଛି । ଏହି ବିଜୟକୁ ନେଇ ଭାରତୀୟ ଦଳ ଖୁବ ଉତ୍ସାହିତ ଥିବାବେଳେ ଅନ୍ୟପଟେ ଦଳର ଦୁଇ ପ୍ରମୁଖ ଖେଳାଳୀ ଶ୍ରେୟସ ଆୟର ଏବଂ ୟୁଜବିନ୍ଦ୍ର ଚହଲ ନିଜର…

ଇସଲାମିକ ଧର୍ମ ଗ୍ରହଣ ପରିପ୍ରେକ୍ଷୀରେ ମୁଁତୋଡ୍ ଜବାବ ଦେଲେ ଦାନିଶ

ପାକିସ୍ତାନ କ୍ରିକେଟ ଦଳର ହିନ୍ଦୁ କ୍ରିକେଟର ଦାନିଶ କାନେରିଆ ଟ୍ୱିଟରରେ ନିଜ ପ୍ରଶଂସକଙ୍କ ପ୍ରଶ୍ନର ତ୍ତତ୍ତର ଦେଇଛନ୍ତି । ଦାନିଶ ‘ଆସ୍କ ଦାନିଶ’ ସେସନରେ କେତେକ ବ୍ୟକ୍ତିଗତ ପ୍ରଶ୍ନର ଉତ୍ତର ମଧ୍ୟ ରଖିଛନ୍ତି । ଏହି ମଧ୍ୟରେ ଜଣେ ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବା ସଂପର୍କରେ ପଚାରିଥିଲେ ।…