ଭାରତର ଐତିହାସିକ ବିଜୟ ପରେ ଡାନ୍ସ କରି ନିଜର ଖୁସି ଜାହିର କଲେ ଚହଲ ଓ ଆୟର, ଭିଡିଓ ଭାଇରାଲ


ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଟି-୨୦ ଶୃଙ୍ଖଳରେ ଭାରତରର ଐତିହାସିକ ବିଜୟ ପରେ ଶେଷ ଟି-୨୦ ମ୍ୟାଚରେ ଭାରତ, ନ୍ୟୁଜିଲାଣ୍ଡକୁ ୭ ରନରେ ପରାସ୍ତ କରିଛି । ଏହି ବିଜୟକୁ ନେଇ ଭାରତୀୟ ଦଳ ଖୁବ ଉତ୍ସାହିତ ଥିବାବେଳେ ଅନ୍ୟପଟେ ଦଳର ଦୁଇ ପ୍ରମୁଖ ଖେଳାଳୀ ଶ୍ରେୟସ ଆୟର ଏବଂ ୟୁଜବିନ୍ଦ୍ର ଚହଲ ନିଜର ଉତ୍ସାହକୁ ଜାହିର କରିବା ପାଇଁ ପଡିଆ ମଝିରେ ଡାନ୍ସ କରିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଭାରତୀୟ କ୍ରିକେଟ ଦଳର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡଲ ପକ୍ଷରୁ ଚହଲ ଏବଂ ଆୟରଙ୍କର ଏକ ଡାନ୍ସ ଭିଡିଓ ସେୟାର କରାଯାଇଛି ।

View this post on Instagram

Victory dance 🕺🕺

A post shared by Team India (@indiancricketteam) on

ଏହି ଭିଡିଓରେ ଆପଣ ସ୍ପଷ୍ଟ ଦେଖି ପାରିବେ କି, ସିରିଜକୁ ୫-୦ରେ ଜିତିବା ପରେ ଆୟର ଏବଂ ଚହଲ ଡାନ୍ସ କରୁଥିବାବେଳେ ତାଙ୍କ ପଛରେ ସମ୍ପୂର୍ଣ୍ଣ ଭାରତୀୟ ଦଳ ଏବଂ କୋଚ ରବି ଶାସ୍ତ୍ରୀ ଠିଆ ହୋଇଥିଲେ । ଇଣ୍ଡିଆନ କ୍ରିକେଟ ଟିମ ପକ୍ଷରୁ ସେୟାର କରାଇଯାଇଥିବା ଏହି ଭିଡିଓକୁ ଲୋ


Share It

Comments are closed.