Browsing Category
କ୍ରୀଡା
ଧୋନୀଙ୍କୁ ବାର୍ଷିକ ଚୁକ୍ତିରୁ ବାଦ୍ ଦେବା ପରେ ସଫେଇ ଦେଲା ବିସିସିଆଇ
ମହେନ୍ଦ୍ର ସିଂହ ଧୋନିଙ୍କୁ ବାର୍ଷିକ ଚୁକ୍ତିରୁ ବାଦ ଦେବା ପରେ ବର୍ତ୍ତମାନ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛି ବିସିସିଆଇ । ବୋର୍ଡ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀ ସଫେଇ ଦେଇ କହିଛନ୍ତି ଯେ, ଧୋନୀଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦେବା ପୂର୍ବରୁ ତାଙ୍କ ଧୋନୀଙ୍କ ସହ ସାକ୍ଷାତ ଆଲୋଚନା…
ଆରପାରିରେ ଟିମ ଇଣ୍ଡିଆର ସୁପର ଫ୍ୟାନ ଚାରୁଲତା
ଟିମ ଇଣ୍ଡିଆର ସୁପରଫ୍ୟାନ ଚାରୁଲତା ପଟେଲଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କର ୮୭ ବର୍ଷ ହୋଇଥିବାବେଳେ ଗତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିବା ଆଇସିସି ବିଶ୍ୱକପରେ ତାଙ୍କୁ ଦଳକୁ ଚିୟର କରୁଥିବାର ଦେଖିବାକୁ ମିଳିଥିଲା । ବିଶ୍ୱକପ ସମୟରେ ଭାରତୀୟ ଦଳକୁ ଚିୟରଅଫ କରିବା ପାଇଁ…
ଭାରତୀୟ ଦଳର ଲଜ୍ଜାଜନକ ପରାଜୟ ଉପରେ ନିଜ ପ୍ରତିକ୍ରିୟା ରଖିଲେ ଗାଙ୍ଗୁଲୀ
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନୋଟି ଦିନିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି । ସିରିଜର ପ୍ରଥମ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବାବେଳେ ଏଥିରେ ଭାରତ, ଅଷ୍ଟ୍ରେଲିଆ ଠାରୁ ୧୦ଟି ୱିକେଟରେ ଲଜ୍ଜାଜନକ ପରାଜୟ ବରଣ କରିଥିଲା । ତେବେ ଭାରତୀୟ ଦଳର ଏହି…
ପୃଥିବୀ ସ’ ପାସ କଲେ ଫିଟନେସ ଟେଷ୍ଟ, ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ‘ଭାରତୀୟ ଏ’ ଦଳରେ ହେବେ ସାମିଲ
ରଣଜୀ ଟ୍ରଫିରେ କର୍ଣ୍ଣାୟକ ବିପକ୍ଷରେ ଆହାତ ହୋଇଥିବା ମୁମ୍ବାଇର ଓପନର ବ୍ୟାଟ୍ସମ୍ୟାନ ପୃଥିବୀ ସ’ ବର୍ତ୍ତମାନ ସମ୍ପୂର୍ଣ୍ଣ ଋପେ ଫିଟ ହୋଇଯାଇଥିବାବେଳେ ସେ ଖୁବ ଶୀଘ୍ର ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଇଣ୍ଡିଆ ଏ ଦଳରେ ସାମିଲ ହୋଇପାରନ୍ତି । ପୃଥିବୀ କର୍ଣ୍ଣାଟକ ବିପକ୍ଷରେ ଫିଲ୍ଡି କରୁଥିବାବେଳେ…
ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ ପଡିଲେ ଧୋନୀ, ହାର୍ଦିକ
ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ବିସିସିଆଇ ରବିବାର ଦିନ ଭାରତୀୟ ଦଳର ଘୋଷଣା କରିଛି । ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିବା ଏହି ଦଳରେ ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ହାର୍ଦିକ ପାଣ୍ଡିଆଙ୍କୁ ବାଦ ଦିଆ ଯାଇଥିବାବେଳେ ଅନ୍ୟପଟେ ୱିକେଟ କିପର ସଞ୍ଜୁ ସାମସନଙ୍କୁ ମଧ୍ୟ…
ଟି-୨୦ ବିଶ୍ୱକପରେ ବଡ ପରିବର୍ତ୍ତନ କରିପାରେ ଆଇସିସି, ୧୬ରୁ ୨୦କୁ ବଢିପାରେ ଦଳମାନଙ୍କ ସଂଖ୍ୟା
ଆଗାମୀ ଟି-୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆରେ ହେବାକୁ ଥିବାବେଳେ ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଚଳିତ ବର୍ଷ ହେବାକୁ ଥିବା କ୍ରିକେଟର ଏହି ମହାକୁମ୍ଭ ୧୮ ଅକ୍ଟୋବରରୁ ୧୫ ନଭେମ୍ବର ମଧ୍ୟରେ ଖେଳାଯିବ । ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ଟି-୨୦ ବିଶ୍ୱକପରେ ୧୬ଟି ଟିମ ଅଂଶ…
ଟେଷ୍ଟ ପରେ ଏବେ ଦିନିକିଆ କ୍ରିକେଟକୁ ଅଲବିଦା କହିପାରନ୍ତି ଧୋନୀ
ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବିଶ୍ୱକପ ପର ଠାରୁ ଦଳରୁ ଦୂରେଇ ରହିଥିବାବେଳେ ତାଙ୍କର ଆଗାମୀ କ୍ରିକେଟ ଭବିଷ୍ୟତକୁ ନେଇ ନାନାଦି ଆଲୋଚନା ମଧ୍ୟ ହେବାରେ ଲାଗିଲାଣି । ତେବେ ଏହି ସବୁ ଚର୍ଚ୍ଚା ମଧ୍ୟରେ ବର୍ତ୍ତମାନ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଦଳର ମୁଖ୍ୟ…
ଆଉଟ ହେବା ପରେ ଅମ୍ପାୟାରଙ୍କୁ କଟୁ ଶବ୍ଦରେ ଗାଳିକଲେ ଶୁଭମ
ଆଇଏସ ବାନ୍ଦ୍ରା ଷ୍ଟାଡିୟମରେ ଦିଲ୍ଲୀ ଏବଂ ପଞ୍ଜାବ ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳାଯାଉଥିବାବେଳେ ହଠାତ ଏକ ବିବାଦ ମୁଣ୍ଡ ଟେକିଥିଲେ, ଯେଉଁଥିରେ ପଞ୍ଜାବର ବ୍ୟାଟ୍ସମ୍ୟାନ ଶୁଭମ ଗିଲ ଅମ୍ପାୟାରଙ୍କ ଦ୍ୱାରା ଭୁଲ ନିର୍ଣ୍ଣୟ ସ୍ୱରୁପ ତାଙ୍କୁ ଆଉଟ ଦିଆଯିବା ପରେ ସେ ଅମ୍ପାୟାରଙ୍କୁ କଟୁ…
ଦିବ୍ୟାଙ୍ଗ ବାଳକ କ୍ରିକେଟ ଖେଳୁଥିବାର ଭିଡିଓକୁ ସେୟାର କରି ନିଜ ଭାବନା ପରିପ୍ରକାଶ କଲେ ସଚିନ
ନିକଟ କିଛି ଦିନ ତଳେ ନୂଆ ବର୍ଷ ଉପଲକ୍ଷେ କ୍ରିକେଟ କିମ୍ବଦନ୍ତୀ ସିଚନ ତେନ୍ଦୁଲକର ନିଜ ଟ୍ୱିଟରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ଜଣେ ଦିବ୍ୟାଙ୍ଗ ପିଲାଟିଏ ଘୁସୁଡି ଘୁସୁଡି କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓଟି ଅନେକଙ୍କ ହୃଦୟକୁ ଜିଣି ନେଇଥିବାବେଳେ ଏହା ଏକ…
ନତାଶାଙ୍କ ସହ ନିର୍ବନ୍ଧ କରି ଜୀବନର ଏକ ନୂଆ ଇନିଂସ ଆରମ୍ଭ କଲେ ପାଣ୍ଡିଆ
ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ନୂତନ ବର୍ଷର ପ୍ରଥମ ଦିନ ହିଁ ନିଜ ଜୀବନରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ନିଜ ବିସ୍ଫୋରକ ବ୍ୟାଟିଂରେ ବୋଲର୍ଙ୍କ ନିଦ ହଜେଇ ଦେଉଥିବା ୨୬ ବର୍ଷ ବୟସ୍କ ପାଣ୍ଡ୍ୟା ଏବେ ନିଜ ପ୍ରେମିକା ସର୍ବିଆ ଅଭିନେତ୍ରୀ ନତାସା ଷ୍ଟାଙ୍କୋଭିକଙ୍କ ସହ ବୁଧବାର…