Browsing Category
କ୍ରୀଡା
ଭାରତ ପାଇଁ ଅଲିମ୍ପିଆନ୍ ସୃଷ୍ଟି କରିବାରେ ସହଯୋଗ କରିବ କେଆଇୟୁଜି: ସନ୍ଦୀପ ପ୍ରଧାନ
ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ)ର ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା (କେଆଇୁଜି)କୁ ଭାରତୀୟ କ୍ରୀଡାର ଭବିଷ୍ୟତ ରୂପେ ଉଲ୍ଲେଖ କରିବା ସହ ଏହା ଭାରତ ପାଇଁ ଅନେକ ଅଲିମ୍ପିଆନ୍ ସୃଷ୍ଟି କରିବ ବୋଲି ଘୋଷଣା କରିଛନ୍ତି । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ…
କ୍ରିକେଟରୁ ଅବସରର ଘୋଷଣା କଲେ ପ୍ରଜ୍ଞାନ ଓଝା
ଭାରତୀୟ ଦଳର ବାମ ହାତୀ ସ୍ପିନର ପ୍ରଜ୍ଞାନ ଓଝା ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେବାର ଘୋଷଣା କରିଛନ୍ତି । ଭୁବନେଶ୍ୱର ନୀବାସୀ ପ୍ରଜ୍ଞାନ ନିଜ ଟ୍ୱିଟରେ କ୍ରିକେଟରୁ ଅବସର ନେବାର ଘୋଷଣା ସଂପର୍କରେ ସୂଚନା ଦେଇଥିବାବେଳେ ଏହା ସହ ସେ ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ଏବଂ ନିଜର ସାଥୀ…
କବାଡ଼ିରେ ସ୍ୱର୍ଣ୍ଣ ହାସଲ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟ
ଅନୁପ କୁମାର ଏବଂ ସୁରେନ୍ଦର ନାଡାଙ୍କ ଭଳି କବାଡ଼ି କିମ୍ବଦନ୍ତୀମାନେ ହରିୟାଣା ରାଜ୍ୟରେ କବାଡ଼ି ପରମ୍ପରାକୁ ଜୀବିତ ରଖିବାରେ ଯୁବପିଢ଼ୀଙ୍କୁ ଅପୁପ୍ରାଣିତ କରିଛନ୍ତି । ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ସହିତ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ କୋଣ ଅନୁକୋଣର ପ୍ରତିଭାବାନ ଖେଳାଳୀମାନଙ୍କୁ…
ଭାରତରେ ନିର୍ମିତ ଦୁନିଆର ସବୁଠାରୁ ବିଶାଳ ଷ୍ଟାଡିୟମ୍ରେ ହେବ ଡେ-ନାଇଟ୍ ଟେଷ୍ଟ ମ୍ୟାଚ୍
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ନିର୍ଣ୍ଣୟ ନେଇଛି ଯେ, ଟିମ୍ ଇଣ୍ଡିଆ ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ଡେ-ନାଇଟ୍ ମ୍ୟାଚ୍ ଖେଳିବ । ଇନିଂସର ଗୋଟିଏ ଟେଷ୍ଟ ଅଷ୍ଟ୍ରେଲିଆରେ ଓ ଅନ୍ୟ ମ୍ୟାଚ୍ ଭାରତରେ ନିର୍ମାଣ ହେଉଥିବା ବିଶ୍ୱର ସବୁଠାରୁ ବିଶାଳ ଷ୍ଟାଡିୟମ୍ ମୋହଟାରେ ହେବ । ଏହି…
ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଆନ୍ଥେମର ଶୁଭାରମ୍ଭ
ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ (କେଆଇୱାଇଜି)ର ୩ଟି ସଂସ୍କରଣର ବିପୁଳ ସଫଳତା ଭାରତ ସରକାରଙ୍କ ପାଇଁ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ (କେୟୁଆଇଜି)ର ପ୍ରଥମ ସଂସ୍କରଣର ଉନ୍ମୋଚନ କରିବାକୁ ବାଟ ଫିଟାଇ ଦେଇଛି । ଜାତୀୟ ସ୍ତରର ପ୍ରଥମ ୟୁନିଭର୍ସିଟି ଗେମ୍ସ ଭାବେ କେଆଇୟୁଜିର ଉଦ୍ଘାଟନୀ ଋତୁ ପାଇଁ…
ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସହ ଭାରତ ଡେ-ନାଇଟ ଟେଷ୍ଟ ଖେଳିବାର ସଂକେତ ଦେଲେ ଗାଙ୍ଗୁଲୀ
ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ପୁଣିଥରେ ଦିବା-ରାତ୍ରି ଟେଷ୍ଟ କ୍ରିକେଟ ସଂପର୍କରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସୌରଭ ଏ ସଂପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ଭାରତ ଆଗାମୀ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଗସ୍ତରେ ଦିବା-ରାତ୍ରୀ ଟେଷ୍ଟ ଖେଳିବ । ଏହାର ପ୍ରାରମ୍ଭ ଚଳିତ ବର୍ଷ…
ଖେଲୋ ଇଣ୍ଡିଆକୁ ସ୍ୱାଗତ କରି ଭୁବନେଶ୍ୱର ବିମାନ ବନ୍ଦରରେ ବାଲୁକା କଳା
ଆସନ୍ତା ଫେବୃୟାରୀ ୨୨ ତାରିଖରୁ ଭୁବନେଶ୍ୱର ଏବଂ କଟକରେ ଅନୁଷ୍ଠିତ ହେବାକୁଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସକୁ ସ୍ୱାଗତ ଜଣାଇ ଭୁବନେଶ୍ୱର ବିମାନ ବନ୍ଦରରେ ଶୋଭାପାଉଥିବା ବାଲୁକା କଳା ।
ପ୍ରକାଶ ଥାଉଖି, ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ୩ଟି ସଂସ୍କରଣର ସଫଳ କାର୍ଯ୍ୟକାରିତା ପରେ ଭାରତ…
ମହିଳା ଟି ୨୦ ବିଶ୍ୱକପ୍ ଫେବୃଆରୀ ୨୧ରେ
ଆଇସିସି ମହିଳା ଟି ୨୦ ବିଶ୍ୱକପ୍ ୨୧ ଫେବୃଆରୀରେ ଅଷ୍ଟ୍ରେଲିଆଠାରେ ଆରମ୍ଭ ହେବାକୁ ଯାଉଛି । ୮ ମାର୍ଚ୍ଚ ୨୦୨୦ରେ ଏହାର ଫାଇନାଲ୍ ମୁକାବିଲା ହେବ । ୨୦୦୯ରେ ହୋଇଥିବା ପ୍ରଥମ ବିଶ୍ୱକପ୍ରେ ଇଂଲଣ୍ଡ ପ୍ରଥମ ବିଶ୍ୱବିଜେତା ହୋଇଥିଲା । ଏହାପରେ ୨୦୧୦, ୨୦୧୨ ଓ ୨୦୧୪ ବିଶ୍ୱକପ୍ରେ ତିନି ଥର…
ଆରସିବିର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ କଲେ ଖୋଦ ଦଳର ଅଧିନାୟକ କୋହଲି
ଭାରତୀୟ ଦଳ ଏବଂ ଇଣ୍ଡିଆନ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସର ଅଧିନାୟକ ବିରାଟ କୋହଲି ନିଜ ଦଳ ଆରସିବି ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ପ୍ରକାଶ ଥାଉକି, ଆରସିବି ବୁଧବାର ଦିନ ସୋସିଆଲ ମିଡିଆରେ ହଠାତ୍ ଅନେକ ଆକାଉଣ୍ଟରୁ ନିଜର ପ୍ରୋଫାଇଲ ଫଟୋ ଏବଂ ନାମକୁ ହଟାଇ…
ନାଟକୀୟ ଢଙ୍ଗରେ ଇଂଲଣ୍ଡକୁ ପରାସ୍ତ କଲା ଦକ୍ଷିଣ ଆଫ୍ରିକା
ଇଂଲଣ୍ଡ କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବାବେଳେ ଉଭୟ ଦଳ ମଧ୍ୟରେ ଟି-୨୦ ସିରିଜ ବର୍ତ୍ତମାନ ଆରମ୍ଭ ହୋଇ ସାରିଛି । ସିରିଜର ପ୍ରଥମ ମ୍ୟାଚ ବୁଧବାର ଦିନ (୧୨ ଫେବୃଆରୀ) ଇଷ୍ଟ ଲଣ୍ଡନର ବଫାଲୋ ପାର୍କରେ ଖେଳାଯାଇଥିବାବେଳେ, ଏଥିରେ ଦକ୍ଷିଣ ଆଫ୍ରିକା ଖୁବ ନାଟକୀୟ ଢଙ୍ଗରେ ବିଜୟ ହାସଲ…