Browsing Category
କ୍ରୀଡା
ଆଇପିଏଲ ୨୦୨୧ ନିଲାମୀ ପ୍ରକ୍ରିୟାରେ ବାଦ ପଡିବାରୁ କିଛି ଏଭଳି କରି ନିଜ ଦୁଃଖ ଜାହିର କଲେ ଶ୍ରୀଶାନ୍ତ, ଭିଡିଓ ଭାଇରାଲ
ଇଣ୍ଡିଆନ ପ୍ରମିୟର ଲିଗ (ଆଇପିଏଲ)ର ୧୪ତମ ସଂସ୍କରଣ ପାଇଁ ଖେଳାଳୀଙ୍କର ଛୋଟ ଅକ୍ସସନ ୧୮ ଫେବୃଆରୀରେ ଚେନ୍ନାଇରେ ଆୟୋଜିତ ହେବାର ଅଛି । ଏଥିପାଇଁ ୧୧୧୪ କ୍ରିକେଟର ରେଜିଷ୍ଟର କରିଥିବାବେଳେ ଏମାନଙ୍କ ମଧ୍ୟରେ ଭାରତୀୟ ଦଳର ପୂର୍ବତ୍ତନ କ୍ରିକେଟର ଶ୍ରୀଶାନ୍ତ ସାମିଲ ଥିଲେ । ଗୁରୁବାର (୧୧…
ଦ୍ୱିତୀୟ ଟେଷ୍ଟରେ ବାଦ ପଡିପାରନ୍ତି ନଦୀମ, ସୁସ୍ଥ ହୋଇ ଅଭ୍ୟାସ ଆରମ୍ଭ କଲେ ଅକ୍ଷର
ପ୍ରଥମ ଟେଷ୍ଟ୍ରେ ଲଜ୍ଜାଜନକ ପରାଜୟ ବରଣ କରିବା ପରେ ଶନିବାରଠାରୁ ଏଠାରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ ଲାଗି ଭାରତୀୟ ଦଳରେ ବ୍ୟାପକ ନହେଲେ ବି ଛୋଟ କାଟିଆ ଅଦଳ ବଦଳ ହେବା ଏକ ପ୍ରକାର ନିଶ୍ଚିତ। ବିଶେଷ କରି ଝାଡ଼ଖଣ୍ଡର ବାମହାତୀ ସ୍ପିନର ଶାହାବାଜ ନଦୀମ ଏହି…
ଆଇସିସି ଟେଷ୍ଟ ମାନ୍ୟତା ତାଲିକା, ପୁଣି ତଳକୁ ଖସିଲେ ବିରାଟ
ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ସିରିଜ୍ ଶେଷ ହେବା ପରେ ଆଇସିସି ଟେଷ୍ଟ ଖେଳାଳି ମାନ୍ୟତା ତାଲିକା ଘୋଷଣା ହୋଇଛି । ଚେନ୍ନାଇ ଟେଷ୍ଟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ବ୍ୟାଟିଂ ତାଲିକାରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଟିମ୍ ଇଣ୍ଡିଆ ଅଧିନାୟକ…
ପରାଜୟ ପରେ ଭାରତ ଲାଗିଲା ବଡ ଝଟକା, ଇଂଲଣ୍ଡ ହେଲା ୧ ନମ୍ବର
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚାରୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ୨୨୭ରେ ପରାଜୟ ବରଣ କରିଥିବାବେଳେ ଏହି ପରାଜୟ ସହ ଦଳ ଆଇସିସି ୱାର୍ଲଡ ଟେଷ୍ଟ ଚ୍ୟାମ୍ପିଆନସିପରେ ଚତୁର୍ଥ ସ୍ଥାନକୁ ଖସି ଆସିଛି । ସେପଟେ ଇଂଲଣ୍ଡ ସବୁଠାରୁ ଉପରକୁ ଚାଲି ଯାଇଛି । ପଏଣ୍ଟ…
ଟେଷ୍ଟ କ୍ରିକେଟରେ ଅଶ୍ୱିନୀଙ୍କ ନୂଆ ରେକର୍ଡ, ୧୧୪ ବର୍ଷ ଭିତରେ କୌଣସି ବୋଲର କରିନଥିଲେ ଏଭଳି କମାଲ୍
ଇଂଲଣ୍ଡ ବିରୋଧରେ ଚେନ୍ନାଇରେ ଜାରି ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଟିମ୍ ଇଣ୍ଡିଆର ସ୍ପିନ୍ ବୋଲର ରବିଚନ୍ଦ୍ରନ ଅଶ୍ୱିନ୍ ଏଭଳି ଏକ ରେକର୍ଡ କରିଛନ୍ତି, ଯାହା ୧୧୪ ବର୍ଷରେ କୌଣସି ବୋଲର କରିନଥିଲେ। ଅଶ୍ୱିନ୍ ଇଂଲଣ୍ଡର ଦ୍ୱିତୀୟ ଇନିଂସ ସମୟରେ ପ୍ରଥମ ବଲ୍ରେ ୱିକେଟ ନେଇଥିଲେ। ଅଶ୍ୱିନୀ …
୩୦୦ ୱିକେଟ କ୍ଲବରେ ସାମିଲ ହେଲେ ଇଶାନ୍ତ
ଭାରତୀୟ ଦୃତ ବୋଲର ଇଶାନ୍ତ ଶର୍ମା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ୱିକେଟ ନେବା ପରେ ଏକ ଖାସ ରେକର୍ଡ ନିଜ ନାମରେ କରିନେଇଛନ୍ତି । ଇଂଲଣ୍ଡର ଡେନ୍ ଲୋରିସ୍ଙ୍କ ଏଲବିଡବ୍ଲ୍ୟୁ କରିବା ପରେ ୩୨ ବର୍ଷୀୟ ଇଶାନ୍ତ ଶର୍ମା ନିଜ ଟେଷ୍ଟ କ୍ୟାରିୟରର ୩୦୦ ୱିକେଟ ପୁରା କରିଛନ୍ତି ।…
‘ଟି-ବ୍ରେକ’ସୁଦ୍ଧା ଇଂଲଣ୍ଡ ୧୪୦/୨
ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଟେଷ୍ଟ୍ ସିରିଜରେ ପ୍ରଥମ ମ୍ୟାଚ୍ ଖେଳାଯାଉଛି । ଏହି ହାଇଭୋଲଟେଜ୍ ମୁକାବିଲାରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ତେବେ ଚା’ପାନ ବିରତି ସୁଦ୍ଧା ଇଂଲଣ୍ଡ ୨ ଓ୍ୱିକେଟ୍ ହରାଇ ୧୪୦ ରନ୍ କରିଛି ।
ଟସ୍ ଜିତିବା ପରେ ବ୍ୟାଟିଂ…
ଓଡ଼ିଶାକୁ ସର୍ବୋପରି ପ୍ରାଥମିକତା ଦେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ-ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର - କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ କେନ୍ଦ୍ର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏନଡ଼ିଆରଏଫ୍) ଅଧୀନରେ ଓଡ଼ିଶା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତିସ୍ୱରୂପ ଅତିରିକ୍ତ ୩୨୦ କୋଟି ୯୪ ଲକ୍ଷ ଟଙ୍କା ଉଚ୍ଚସ୍ତରୀୟ କମିଟି…
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଗମ୍ଭୀର ଚୟନ କଲେ ଭାରତର ପ୍ଲେଇଙ୍ଗ ଏକାଦଶ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଫେବୃଆରୀ ୫ରୁ ଆରମ୍ଭ ହେବ । ଏହି ମ୍ୟାଚ ଚେନ୍ନାଇରେ ଖେଳାଯିବ । ଏହି ସିରିଜ ସହିତ ଭାରତରେ କୋଭିଡ-୧୯ ମହାମାରୀ ସମୟରେ ଆନ୍ତର୍ଜାତିକ ଖେଳ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି । ସିରିଜର ପ୍ରଥମ ଦୁଇଟି ମ୍ୟାଚ ଚେନ୍ନାଇରେ…
ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍ରେ ଦର୍ଶକଙ୍କୁ ମିଳିପାରେ ଅନୁମତି
ଭାରତ ଗସ୍ତରେ ଥିବା ଇଲଣ୍ଡ କ୍ରିକେଟ ଦଳ ୪ଟି ଟେଷ୍ଟ ମ୍ୟାଚ ଖେଳିବା ପରେ ଟ୍ବେଣ୍ଟି-୨୦ ସିରିଜ୍ ଖେଳିବ। ୫ ମ୍ୟାଚ ବିଶିଷ୍ଟ ଟ୍ୱେଣ୍ଟି-୨୦ ସିରିଜ୍ ମାର୍ଚ୍ଚ ୧୨ରୁ ୨୦ ପର୍ୟ୍ୟନ୍ତ ଅହମ୍ମଦାବାଦ୍ସ୍ଥିତ ମୋଟେରା ଷ୍ଟାଡ଼ିୟମରେ ଖେଳାଯିବ। ଟ୍ୱେଣ୍ଟି୨୦ ସିରିଜ୍ରେ ଷ୍ଟାଡ଼ିୟମକୁ ଦର୍ଶକଙ୍କ…