Browsing Category

କ୍ରୀଡା

ଆଜି ଦ୍ୱିତୀୟ ଦିନିକିଆ, ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ଆଜି ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ । ଉଭୟ ଦଳ ପାଇଁ ଅଭ୍ୟାସ ସମୟ ନାହିଁ । ପ୍ରଥମ ଦିନିକିଆକୁ ୭ ୱିକେଟ୍‌ରେ ଜିତିବା ପରେ ଭାରତୀୟ ଦଳର ନଜର ଦ୍ୱିତୀୟ ମ୍ୟାଚ୍‌ ଉପରେ । ଆଜି ବିଜୟ ସହ ଶିଖର ଧାୱନଙ୍କ ଦଳ ସିରିଜ ହାତେଇବାକୁ ପ୍ରୟାସ କରିବ ।…

ସାନିଆ ମିର୍ଜାଙ୍କୁ ମିଳିଲା ଗୋଲ୍ଡେନ ଭିଜା

ଟେନିସ୍ ଖେଳାଳି ସାନିଆ ମିର୍ଜା ନିଜ ଖେଳ ସହିତ ସମଗ୍ର ବିଶ୍ୱରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି । ଏଥି ସହିତ, ଝିଅମାନଙ୍କ ପାଇଁ ସାନିଆ ମଧ୍ୟ ଏକ ପ୍ରେରଣା । ସାନିଆ ଦୁବାଇରୁ ଗୋଲଡେନ୍ ଭିସା ପାଇଥିବା ତୃତୀୟ ଭାରତୀୟ ହୋଇଛନ୍ତି । ସାନିଆ ବର୍ତ୍ତମାନ ତାଙ୍କ ସ୍ୱାମୀ ତଥା ପୂର୍ବତନ…

ଅଲମ୍ପିକ୍ସରେ ଭାରତୀୟ ଖେଳାଳୀଙ୍କୁ ଉତ୍ସାହିତ କରିବା ପାଇଁ ‘ହିନ୍ଦୁସ୍ତାନୀ ୱେ’ ଗୀତର ଉନ୍ମୋଚନ କଲେ ଏ.ଆର ରେହମାନ ଏବଂ…

ଟୋକିଓ ଅଲିମ୍ପିକ୍‌ସରେ ଭାରତରୁ ୧୮ଟି କ୍ରୀଡ଼ାରେ ମୋଟ ୧୧୯ ଜଣ କ୍ରୀଡ଼ାବିତ୍‌ ଭାଗନେବାକୁ ଯାଉଛନ୍ତି। ସେମାନଙ୍କୁ ଉତ୍ସାହିତ କରିବା ଲାଗି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଏକ ଗୀତକୁ ଉନ୍ମୋଚନ କରିଛନ୍ତି। ଏହାସହ ଏହି ଗୀତ ଶୁଣି ଟୋକିଓ ଯାଉଥିବା ଭାରତୀୟ…

ପୁଣି ଥରେ ବାପା ହେଲେ ପୂର୍ବତ୍ତନ କ୍ରିକେଟର ହରଭଜନ ସିଂହ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ହରଭଜନ ସିଂହ ପୁଣି ଥରେ ପିତା ହୋଇଛନ୍ତି । ହରଭଜନଙ୍କ ପତ୍ନୀ ତଥା ଅଭିନେତ୍ରୀ ଗୀତା ବସ୍‌ରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଟିମ ଇଣ୍ଡିଆରେ ଟର୍ବାନେଟର ନାଁରେ ପରିଚିତ ହରଭଜନ ସିଂହ ଶନିବାର ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।…

ଭାରତ-ଶ୍ରୀଲଙ୍କା ସିରିଜ ଉପରେ କରୋନାର କଳା ବାଦଲ, ପୁନଃସୂଚୀ ପଇଁ ବିସିସିଆଇକୁ ଏସଏଲସିର ପ୍ରସ୍ତାବ

ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଆସନ୍ତା ସୀମିତ ଓଭର କ୍ରିକେଟ୍‌ ସିରିଜ୍‌କୁ କରୋନା ଭୟ ଘାରିଛି । ଶ୍ରୀଲଙ୍କା ଦଳର ୨ ଜଣ ସଦସ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ଼ (ଏସ୍‌ଏଲ୍‌ସି) ସିରିଜ୍‌କୁ ଘୁଞ୍ଚାଇବା ପାଇଁ ବିସିସିଆଇକୁ ପ୍ରସ୍ତାବ…

ଭାରତ-ଶ୍ରୀଲଙ୍କା ସିରିଜରୁ ଓହରିଲେ ମାଥ୍ୟୁସ

ଚଳିତମାସ ୧୩ରୁ ଭାରତ ବିପକ୍ଷରେ ଘରୋଇ ଶ୍ରୀଲଙ୍କା କ୍ରିକେଟ୍‌ ଦଳ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ମ୍ୟାଚ୍‌ର ସିରିଜ୍‌ ଖେଳିବ। ଏହି ସିରିଜ୍‌ରୁ ପୂର୍ବତନ ଅଧିନାୟକ ତଥା ବରିଷ୍ଠ ଅଲ୍‌ରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ୍ ଓହରି ଯାଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ସିରିଜ୍‌ରେ ସେ…

WTC ଫାଇନାଲରେ ଭାରତର ଶୋଚନୀୟ ପରାଜୟ ପରେ କୋହଲି ଏବଂ ପୂଜାରାଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇଲେ ସଚିନ

ଗତ ୨୩ ତାରିଖ ଦିନ ଭାରତ ନ୍ୟୁଜିଲ୍ୟାଣ୍ଡ ଠାରୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ହାରିବା ପରେ ମ୍ୟାଚ୍‌କୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖାଦେଇଛି। ବିଶେଷଜ୍ଞମାନେ ମଧ୍ୟ ଏନେଇ ନିଜ ନିଜର ପ୍ରତିକ୍ରିୟା ଦେବା ସହିତ ଟିମ୍‌ ଇଣ୍ଡିଆର ତ୍ରୁଟି ସମ୍ପର୍କରେ ସୂଚାଇଛନ୍ତି। ଏପରି…

ଭାରତର ଶୋଚନୀୟ ପରାଜୟ ପରେ, ଅଧିନାୟକ ପଦରୁ କୋହଲିଙ୍କୁ ହଟାଇବା ପାଇଁ ଆରମ୍ଭ ହେଲାଣି ଦାବୀ

ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଆଇସିସି ଟ୍ରଫି ଜିତିବାରେ ବାରମ୍ବାର ବିଫଳ ହେଉଛି । ଗତ ୪ ବର୍ଷରେ ଏହା ତୃତୀୟ ଥର ହୋଇଛି । ଦଳର ଏପରି ପ୍ରଦର୍ଶନକୁ ନେଇ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାପୂର୍ବରୁ ଭାରତ ୨୦୧୭ରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ…

ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ଭାରତୀୟ ଦଳକୁ ଉପଦେଶ ଦେଲେ ଗାଙ୍ଗୁଲୀ

ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ ଫାଇନାଲ୍‌ ମୁକାବିଲା ପୂର୍ବରୁ ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଟିମ୍‌ ଇଣ୍ଡିଆକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଚାମ୍ପିଅନ୍‌ସିପ ଫାଇନାଲ୍‌ ମ୍ୟାଚ୍‌ରେ ବିରାଟ କୋହଲି ସାଉଥମ୍ପଟନ୍‌ରେ ଟସ୍‌ ଜିତିଲେ ବ୍ୟାଟିଂ ନେବା…

WTC ଫାଇନାଲ ପୂର୍ବରୁ ଜାଡେଜାଙ୍କ ଦମଦାର୍ ବ୍ୟାଟିଂ, ଦେଖନ୍ତୁ ଭିଡିଓ

ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଇଣ୍ଟ୍ରା ସ୍କ୍ୱାଡ୍ ଖେଳି ପ୍ରସ୍ତୁତି ଚଳାଇଛି । ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ଜୁନ ୧୮ରୁ ଆରମ୍ଭ ହେବ । ଅଭ୍ୟାସ ମ୍ୟାଚରେ ଯୁବ ବ୍ୟାଟସମ୍ୟାନ ଋଷଭ ପନ୍ତ ଓ ସୁଭମନ ଗିଲ୍ ଆକର୍ଷଣୀୟ ବ୍ୟାଟିଂ…